fbpx
Browsing Category

ଅପରାଧ

ଚାହା ନ ମିଳିବାରୁ ରାଗିଗଲେ ସରକାରୀ ଡାକ୍ତର, ଅପରେସନ ମଝିରେ ରୋଗୀକୁ ପଳାଇଲେ ଛାଡି

ନୂଆଦିଲ୍ଲୀ: ନାଗପୁରର ଏକ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟକଳାପକୁ ନେଇ ସମଗ୍ର ପ୍ରଶାସନ ଚକିତ ହୋଇଯାଇଛି। ଏଜି ଡାକ୍ତରଙ୍କୁ ଚାହା ବହୁତ ଭଲ ଲାଗେ ଏବଂ ତାଙ୍କୁ ଚା ନ ମିଳିଲେ, ସେ ଅପରେସନ୍ ମଝିରେ ରୋଗୀକୁ…

ଫୋନ ନ ଉଠାଇବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଚରିତ୍ରକୁ ନେଇ କରୁଥିଲେ ସନ୍ଦେହ, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏଭଳି ହତ୍ୟା ମାମଲା ସାମ୍ନାକୁ ଆସିଛି, ଏହା ଜାଣିବା ପରେ ହତ୍ୟାକାରୀଙ୍କ ମନରେ କ’ଣ ଘଟୁଛି ଆପଣ ମଧ୍ୟ ଅନୁଭବ କରିବେ। ଏଠାରେ ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ୨୩୦…

DeepFake Video ପାଇଁ ଏମିତି ହୋଇପାରେ ଦଣ୍ଡବିଧାନ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟମ ମନେ ପକାଇଲେ କେନ୍ଦ୍ର

ନୂଆଦିଲ୍ଲୀ: ସାଉଥ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଡିପ୍-ଫେକ୍ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଉପରେ ବର୍ଷିଛି କେନ୍ଦ୍ର । ଏହି ଭିଡିଓକୁ ନେଇ ନେଇ ସମସ୍ତ ପ୍ଲାଟଫର୍ମକୁ ଏଭଳି ମାମଲା…

ପୁଣି ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ: ମହିଳାଙ୍କୁ ଛୁରୀ ଭୁସି ହତ୍ୟା

ଭୁବନେଶ୍ୱର: ପୁଣି ସାମ୍ନାକୁ ଆସିଛି ଆଉ ଏକ ବିଭତ୍ସ ହତ୍ୟାକାଣ୍ଡ । ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଠାରେ ।…

ଭୁବନେଶ୍ୱରରେ କେତେ ସୁରକ୍ଷିତ ମହିଳା: ଗୋଟିଏ ଦିନରେ ଚାଲିଗଲା ୩ ଜୀବନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ଗୋଟିଏ ଦିନରେ ୩ ଭିନ୍ନ ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ସାରା ରାଜଧାନୀରେ ଚର୍ଚ୍ଚା । ମୃତ…

ସାବଧାନ୍! ଏହିସବୁ ନମ୍ବରରୁ Call ଆସୁଥିଲେ ଭୁଲରେ ବି ଉଠାନ୍ତୁ ନାହିଁ: ନହେଲେ ସବୁ ଟଙ୍କା ଗାଏବ…

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକମାନଙ୍କୁ ଠକିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଖୋଜି ବାହାର କରୁଛନ୍ତି ସାଇବର ଲୁଟେରା । ତେବେ ଏଭଳି ଅଧିକାଂଶ ସ୍କାମ ପ୍ରାୟତଃ ଫୋନ୍ ମାଧ୍ୟମରେ ହିଁ ହେଉଛି । BeenVerified ନାମକ ଏକ…

Love Marriage ପାଇଁ ଲଭରରୁ ହୋଇଗଲେ ଲୁଟେରା: ଅତି ଚାଲାକି ପାଇଁ ହନିମୁନ୍ ପୂର୍ବରୁ ଯୁବକଙ୍କୁ ଜେଲ

ନୂଆଦିଲ୍ଲୀ: ପ୍ରେମ ପାଇଁ ଯୁବକ-ଯୁବତୀ ଅନେକ ସମୟରେ କିଛି ଅଜବ ନିଷ୍ପତ୍ତି ନେଉଥିବାର ଦେଖାଯାଇଥାଏ । ବିଭିନ୍ନ ଜାଗାରେ ଉଭୟ ପ୍ରେମୀ ପରସ୍ପରକୁ ପାଇବା ପାଇଁ ସମସ୍ତଙ୍କ ସହ ଲଢିଯାଆନ୍ତି । କିନ୍ତୁ ବର୍ତ୍ତମାନ ଏକ ଅଜବ…

(Video) IND vs SA ମ୍ୟାଚ ପାଇଁ BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍: ଇଡେନ ଗାର୍ଡେନ୍ସରୁ ୧୯ ଜଣଙ୍କୁ ବାନ୍ଧିଲା ପୋଲିସ

କୋଲକାତା: ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଐତିହାସିକ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୩୨୭ ରନର ଲକ୍ଷ୍ୟ ଦେଇ ୨୪୩ ରନରେ ବିଜୟ ହାସଲ କରିଛି ଭାରତୀୟ ଦଳ । ସାଉଥ ଆଫ୍ରିକାକୁ ମାତ୍ର ୮୩…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ: ପ୍ରଧାନଶିକ୍ଷକଙ୍କୁ ଗୋଡ଼େଇ ପିଟିଲେ ଗାଁ ଲୋକେ

ଜଳେଶ୍ୱର: ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିବା ଖବର ସାମ୍ନାକୁ ଆସିଛି । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଗାଁ ଲୋକେ ପ୍ରଧାନଶିକ୍ଷକଙ୍କୁ ପିଟିଥିବା ଜଣାପଡିଛି । ରାଜ୍ୟ ତଥା ଦେଶରେ ଏପରି ଅନେକ ମାମଲା…

ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ: ବିଷକ୍ରିୟା କିମ୍ବା ନିଶା ସେବନର ମିଳିନାହିଁ ପ୍ରମାଣ

ରାଉରକେଲା: ଆସିଲା ସୁସ୍ମିତା ମିଞ୍ଜଙ୍କ ଭିସେରା ରିପୋର୍ଟ । ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତାଙ୍କ ଶରୀରକୁ ଭିସେରା ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ଏହି ରିପୋର୍ଟ ଆଜି ଆସିଥିବା ସୂଚନା ମିଳିଛି । ଏ ନେଇ…