Browsing Category

ଅପରାଧ

BIG Breaking: ବିଜେଡିରୁ ବିଦା ହେଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ବଡ଼ ଖବର । ବିଜୁ ଜନତା ଦଳରୁ ବିଦା ହେଲେ ଅମରେଶ ଜେନା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଷ୍କର୍ମ ମାମଲାରେ ଫସିଥିବା ଅମରେଶ…

ରାତିରାତି କୋଟିପତି ହେବା ନିଶା; ଘରେ ଚାଲିଥିଲା ଦୋକାନ, ଖଟାଖଟ ଛପା ହେଉଥିଲା ନୋଟ୍, ସତ ଜାଣିଲେ ଉଡ଼ିଯିବ ହୋସ୍

କୋଲକାତା: ପଶ୍ଚିମବଙ୍ଗର ହୁଗୁଳିରେ ଅନଲାଇନ୍ ସାଇବର ଠକେଇ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ମହମ୍ମଦ ଅଫସର। ପୋଲିସ ଅଭିଯୁକ୍ତଙ୍କଠାରୁ ଅନେକ ମୋବାଇଲ୍…

ବିଜେଡି ନେତା ଅମରେଶ ଜେନାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର:  ଗିରଫ ହେଲେ ବିଜେଡି ନେତା ଅମରେଶ ଜେନା।  ବିଜେଡି କର୍ପୋରେଟର ଅନରେଶ ଓରଫ୍ ବାଇଆଁ ଜେନା ଗିରଫ। ବାଲେଶ୍ୱରରୁ ଅମରେଶଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଗତକାଲି ଅମରେଶଙ୍କ ୫ ଜଣ ସହଯୋଗୀଙ୍କୁ…

ମନ୍ଦିରରେ ରକ୍ତର ବନ୍ୟା, ମହାଦେବଙ୍କ ପୂଜା କରୁଥିବା ବେଳେ ପ୍ରେମିକାକୁ ଗୁଳି ମାରିଲା ପ୍ରେମିକ

ଉତ୍ତରପ୍ରଦେଶ: ମନ୍ଦିରରେ ପାପ। ଶିବ ମନ୍ଦିରରେ ପ୍ରଭୁ ମହାଦେବଙ୍କ ପୂଜାରେ ମଗ୍ନ ଥିବା ବେଳେ ଜଣେ ଯୁବତୀଙ୍କ ରକ୍ତରେ ମନ୍ଦିର ବେଢ଼ାରେ ହୋଲି ଖେଳିଛି ଜଣେ ଯୁବକ।  କଥାଟି ଏପରି ଯେ, ଶୁଣିଲେ ଆପଣ ବି ବିଚଳିତ ହୋଇ…

ପୁଣି FM ୟୁନିଭର୍ସିଟିରେ ଲଜ୍ଜା, କଲେଜର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ କ୍ୟାମ୍ପସ କ୍ୱାର୍ଟରରେ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର:  ପୁଣି FM ୟୁନିଭର୍ସିଟିରେ ଲଜ୍ଜା। ଗୋଟେ ନିଆଁ ନ ଲିଭୁଣୁ ପୁଣି ଏକ ଅଭିଯୋଗ। ସେତେବେଳେ ପ୍ରଫେସର ଫେବର ମାଗିବାରୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ। ହେଲେ ଏବେ ଜଣେ…

ଭୟଙ୍କର ଷଡଯନ୍ତ୍ର ! ୨୦୫୦ ସୁଦ୍ଧା ସମଗ୍ର ଭାରତ ହୋଇଯିବ ମୁସଲମାନ ଦେଶ

ଆଗ୍ରା: ଧର୍ମାନ୍ତରଣ ମାମଲାରେ ହୋଇଛି ବଡ଼ ଖୁଲାସା! ଆଗ୍ରାର ଧର୍ମାନ୍ତରଣ ମାମଲାରେ ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ୨୦୫୦ ସୁଦ୍ଧା ସମଗ୍ର ଭାରତରେ ଇସଲାମ ବିସ୍ତାର କରିବା ଲାଗି ଏକ ସୁସଂଗଠିତ ଷଡ଼ଯନ୍ତ୍ର…

୭ମ ଶ୍ରେଣୀ ଛାତ୍ରୀଙ୍କ ସହ ଗୋଟିଏ କ୍ଲାସରୁମରେ ଶିକ୍ଷକ କଲେ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଦାଙ୍ଗାମାଳ ଗାଁରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ୭ମ ଶ୍ରେଣୀର ଛାତ୍ରୀମାନଙ୍କ ସହ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ଉପକୂଳବର୍ତ୍ତୀ…

କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି। ବରୀମୁଣ୍ଡ ନିକଟସ୍ଥ ବାଲିଯାତ୍ରା ଘାଟରେ ଗାଧୋଇବାକୁ ଯାଇଥିବା ୫ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା…

ବାପା ଦେଲାନି ହେଲଥ କାର୍ଡ, ନବଜାତ ଶିଶୁର ହେଲା ମୃତ୍ୟୁ

ଭୁବନେଶ୍ବର: ବାପାଙ୍କ ନିର୍ଦ୍ଦୟତା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ହେଲ୍‌ଥ କାର୍ଡ ନ ଦେବା ଯୋଗୁଁ…

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା ସାମ୍ନାରେ ଢୋ ଢା ବସାଇଲେ ଅଭିନେତ୍ରୀ

ମୁମ୍ୱାଇ: ଡାଇରେକ୍ଟରଙ୍କୁ ଜୋତା ପାହାର। ଶହ ଶହ ଲୋକଙ୍କ ସାମ୍ନାରେ। ତା ପୁଣି କ୍ୟାମେରା ଆଗରେ; ଡାଇରେକ୍ଟରଙ୍କୁ ଜୋତାରେ ସେକିଦେଇଗଲେ ଅଭିନେତ୍ରୀ। ଏକ ଥିଏଟରରେ ଫିଲ୍ମିର ସ୍କ୍ରିନିଂ ସମୟରେ ଚର୍ଚ୍ଚିତ ଅଭିନେତ୍ରୀ…