fbpx
Browsing Category

ଅପରାଧ

ଭଉଣୀକୁ ଗୁଳି ମାରି ହତ୍ୟା କଲା ଭାଇ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଭୁବନେଶ୍ୱର: ଭାଇ ଭଉଣୀ ମଧ୍ୟରେ ସଂପର୍କ ଅତି ନିବିଡ ଅତି ପବିତ୍ର । କିନ୍ତୁ କେନ୍ଦୁଝରରୁ ଆସିଛି ଏକ ଅଭାବନୀୟ ଘଟଣା । ଜିଲ୍ଲାର ପଣ୍ଡାପଡା ଥାନା ସମଗିରି ଗାଁରେ ଭାଇର ଗୁଳିମାଡରେ ଭଉଣୀର ମୃତ୍ୟୁ ହୋଇଛି । ନିଜ…

ମହାଦେବ ଆପ୍ ମାମଲା: ଶ୍ରଦ୍ଧା କପୁରଙ୍କୁ ଇଡିର ସମନ, ଆଜି ହୋଇପାରେ ଜେରା, ରଣବୀର ମାଗିଛନ୍ତିି ସମୟ

ନୂଆଦିଲ୍ଲୀ: ମହାଦେବ ବେଟିଙ୍ଗ ଆପ୍ ମାମଲାରେ ଏବେ ବଲିଉଡ କଳାକାରଙ୍କ ନାମ ଯୋଡି ହେବାରେ ଲାଗିଛି । ପ୍ରଥମେ ହାସ୍ୟ ଅଭିନେତା କପିଲ ଶର୍ମା, ଅଭିନେତ୍ରୀ ହୂମା କୂରୈଶୀ, ହୀନା ଖାନ ଏବଂ ରଣବୀର କପୁରଙ୍କୁ ଏନଫୋର୍ସମେଣ୍ଟ…

ମଦ ପିଆଇ ବିବାହିତା ଶାଳିକୁ ଗଣଦୁଷ୍କର୍ମ କଲେ ଭିଣେଇ ଓ ତାର ୪ସାଙ୍ଗ

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ସମ୍ବେଦନଶୀଳ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ନିଜେ ଭିଣେଇ ତାଙ୍କ ଅନ୍ୟ ୪ ସହଯୋଗୀଙ୍କ ସହ ମିଶି ବିବାହିତା ଶାଳି ଗଣଦୁଷ୍କର୍ମ କରିଛି । ଇଟାୱା ଜିଲ୍ଲାର…

Air Indiaର ଟିକେଟ ବୁକିଂ ନାମରେ ଠକେଇ: କର୍ମଚାରୀ ନିଜ ଖାତାରେ ଟ୍ରାନ୍ସଫର କରିଛନ୍ତି ୧ କୋଟି

ନୂଆଦିଲ୍ଲୀ: ହରିୟାଣା ଗୁରୁଗ୍ରାମରେ ପୋଲିସ ଏକ ଠକେଇ ମାମଲାରେ ଅପରାଧୀଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତ ଜଣକ କଲ ସେଣ୍ଟରର ଜଣେ କର୍ମଚାରୀ, ଯିଏ ବଡ଼ ହୁସିଆର ସହ ଏୟାର ଇଣ୍ଡିଆର ଟିକେଟ ବୁକିଂ କରିବା ନାମରେ ଫ୍ରଡ…

Mahadev App: ଇଡି ଆକ୍ସନ ପରେ ଖୁବ ଚର୍ଚ୍ଚାରେ ଏହି ଆପ୍, କେମିତି କରୁଛି ସ୍କାମ୍

ନୂଆଦିଲ୍ଲୀ: ଜୁସ୍ ଦୋକାନରୁ ଆଜି କୋଟି କୋଟି ଟଙ୍କାର ମାଲିକ ସୌରଭ ଚନ୍ଦ୍ରାକର । ଦୁବାଇରେ ବାହାଘରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ମହାଦେବ ଆପ୍ ନାମକ ଏକ ମୋବାଇଲ…

ରାସ୍ତା ମଝିରେ ଜନ୍ମଦିନ ପାର୍ଟି କରିବା ପଡ଼ିଲା ମହଙ୍ଗା: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଗିରଫ

ନୋଏଡା: (ଓଡ଼ିଶା ଭସ୍କର) ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଜନ୍ମଦିନ ପାର୍ଟି ପାଳନ କରିବା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରଛି ପୋଲିସ। ଘଟଣାଟି ଉତ୍ତରପ୍ରଦେଶ ନୋଏଡାର ଏକ ସମୁଦ୍ର କୂଳ…

ପ୍ରେମିକା ପାଇଁ ବିଷ ପିଇ ଜୀବନ ହାରିଲେ ଯୁବକ : ପ୍ରତାରଣା ପରେ ନେଲେ ଏପରି ପଦକ୍ଷେପ

ବାଲେଶ୍ୱର : ଦିନକୁ ଦିନ ଆତ୍ମହତ୍ୟାର ମାମଲା ବଢିବାରେ ଲାଗିଛି । କିଏ ନଦୀକୁ ଡେଉଁଛି ତ କିଏ ବିଷ ପିଇ ଆତ୍ମହତ୍ୟା କରୁଛି । ସେହିଭଳି ଏକ ହୃଦୟଧରା ଘଟଣା ବାଲେଶ୍ୱରର ଖଇରା ଗାଁରୁ ସାମ୍ନାକୁ ଆସିଛି । ଜଣେ ଯୁବକ…

ଭିଜିଲାନ୍ସ ଜାଲରେ ଫସିଲେ ଏମ୍‌ଆଇ : ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବାର ଧରାପଡିଛନ୍ତି

ଭବାନୀପାଟଣା : ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି । ସେହିଭଳି ଥୁ. ରାମପୁର ବ୍ଲକର ଏମ୍‌ଆଇ ଭିଜିଲାନ୍ସ ଜାଲରେ…

ବାଲ୍ୟ ବିବାହ କରାଇ ୮୦୦ ଗିରଫ : ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା

ଦିଶପୁର : ଅନେକ ବର୍ଷ ପୂର୍ବରୁ ଚାଲିଥିଲା ବାଲ୍ୟ ବିବାହ ପ୍ରଥା । ଏହି ପ୍ରଥା ଅନୁଯାୟୀ ଝିଅ ଏବଂ ପୁଅଙ୍କୁ ଛୋଟ ବେଳୁ ବିବାହ କରି ଦେଉଥିଲେ । କିନ୍ତୁ ସୂଚନା ମିଳିଛି ଯେ, ଏହି ପ୍ରଥା ଏବେ ବି ଆସାମରେ ଜାରି ରହିଛି ।…

ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡ଼ି : ଘଟଣାସ୍ଥଳରେ ୨ ମୃତ

କୁଚିଣ୍ଡା : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକେ ମର୍ଣ୍ଣିଂ ୱାକ୍ କରନ୍ତି । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ବି ଭଲ ରୁହେ । କିନ୍ତୁ ଆଜି ସକାଳ ସମୟରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଘଟିଥିଲା ଏକ…