fbpx

ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଗାଡ଼ି : ଘଟଣାସ୍ଥଳରେ ୨ ମୃତ

କୁଚିଣ୍ଡା : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲୋକେ ମର୍ଣ୍ଣିଂ ୱାକ୍ କରନ୍ତି । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ବି ଭଲ ରୁହେ । କିନ୍ତୁ ଆଜି ସକାଳ ସମୟରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଘଟିଥିଲା ଏକ ଅଘଟଣା । କୁଚିଣ୍ଡାର ପାରୁଆଭାଡ଼ି ଠାରେ ଅଜଣା ଗାଡ଼ି ଧକ୍କାରେ ୨ଜଣ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାର କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

Get real time updates directly on you device, subscribe now.