CHARIDHAM
Browsing Category

ଅପରାଧ

ମନ୍ଦିରରେ ରକ୍ତର ବନ୍ୟା, ମହାଦେବଙ୍କ ପୂଜା କରୁଥିବା ବେଳେ ପ୍ରେମିକାକୁ ଗୁଳି ମାରିଲା ପ୍ରେମିକ

ଉତ୍ତରପ୍ରଦେଶ: ମନ୍ଦିରରେ ପାପ। ଶିବ ମନ୍ଦିରରେ ପ୍ରଭୁ ମହାଦେବଙ୍କ ପୂଜାରେ ମଗ୍ନ ଥିବା ବେଳେ ଜଣେ ଯୁବତୀଙ୍କ ରକ୍ତରେ ମନ୍ଦିର ବେଢ଼ାରେ ହୋଲି ଖେଳିଛି ଜଣେ ଯୁବକ।  କଥାଟି ଏପରି ଯେ, ଶୁଣିଲେ ଆପଣ ବି ବିଚଳିତ ହୋଇ…

ପୁଣି FM ୟୁନିଭର୍ସିଟିରେ ଲଜ୍ଜା, କଲେଜର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ କ୍ୟାମ୍ପସ କ୍ୱାର୍ଟରରେ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ୱର:  ପୁଣି FM ୟୁନିଭର୍ସିଟିରେ ଲଜ୍ଜା। ଗୋଟେ ନିଆଁ ନ ଲିଭୁଣୁ ପୁଣି ଏକ ଅଭିଯୋଗ। ସେତେବେଳେ ପ୍ରଫେସର ଫେବର ମାଗିବାରୁ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ। ହେଲେ ଏବେ ଜଣେ…

ଭୟଙ୍କର ଷଡଯନ୍ତ୍ର ! ୨୦୫୦ ସୁଦ୍ଧା ସମଗ୍ର ଭାରତ ହୋଇଯିବ ମୁସଲମାନ ଦେଶ

ଆଗ୍ରା: ଧର୍ମାନ୍ତରଣ ମାମଲାରେ ହୋଇଛି ବଡ଼ ଖୁଲାସା! ଆଗ୍ରାର ଧର୍ମାନ୍ତରଣ ମାମଲାରେ ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ୨୦୫୦ ସୁଦ୍ଧା ସମଗ୍ର ଭାରତରେ ଇସଲାମ ବିସ୍ତାର କରିବା ଲାଗି ଏକ ସୁସଂଗଠିତ ଷଡ଼ଯନ୍ତ୍ର…

୭ମ ଶ୍ରେଣୀ ଛାତ୍ରୀଙ୍କ ସହ ଗୋଟିଏ କ୍ଲାସରୁମରେ ଶିକ୍ଷକ କଲେ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଦାଙ୍ଗାମାଳ ଗାଁରେ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କ ବିରୋଧରେ ୭ମ ଶ୍ରେଣୀର ଛାତ୍ରୀମାନଙ୍କ ସହ ଅସଦାଚରଣ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣା ଉପକୂଳବର୍ତ୍ତୀ…

କୁଆଖାଇ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀରେ ଏକ ଦୁଃଖଦ ଘଟଣା ଘଟିଛି। ବରୀମୁଣ୍ଡ ନିକଟସ୍ଥ ବାଲିଯାତ୍ରା ଘାଟରେ ଗାଧୋଇବାକୁ ଯାଇଥିବା ୫ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା…

ବାପା ଦେଲାନି ହେଲଥ କାର୍ଡ, ନବଜାତ ଶିଶୁର ହେଲା ମୃତ୍ୟୁ

ଭୁବନେଶ୍ବର: ବାପାଙ୍କ ନିର୍ଦ୍ଦୟତା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ହେଲ୍‌ଥ କାର୍ଡ ନ ଦେବା ଯୋଗୁଁ…

ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା ସାମ୍ନାରେ ଢୋ ଢା ବସାଇଲେ ଅଭିନେତ୍ରୀ

ମୁମ୍ୱାଇ: ଡାଇରେକ୍ଟରଙ୍କୁ ଜୋତା ପାହାର। ଶହ ଶହ ଲୋକଙ୍କ ସାମ୍ନାରେ। ତା ପୁଣି କ୍ୟାମେରା ଆଗରେ; ଡାଇରେକ୍ଟରଙ୍କୁ ଜୋତାରେ ସେକିଦେଇଗଲେ ଅଭିନେତ୍ରୀ। ଏକ ଥିଏଟରରେ ଫିଲ୍ମିର ସ୍କ୍ରିନିଂ ସମୟରେ ଚର୍ଚ୍ଚିତ ଅଭିନେତ୍ରୀ…

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ବଳାତ୍କାର, ଗର୍ଭବତୀ ପରେ ଗର୍ଭପାତ ପାଇଁ ବାଧ୍ୟ!

ମହାରାଷ୍ଟ୍ର: HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ଲଗାତାର ବଳାତ୍କାର କରାଯିବା ସହିତ କରାଯାଇଥିଲା ଗର୍ଭପାତ। ମହାରାଷ୍ଟ୍ରର ଲାଟୁରର ଜଣେ ଏଚଆଇଭି ସଂକ୍ରମିତ ୧୬ ବର୍ଷୀୟା ଝିଅଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ…

ବାହା ହେବାକୁ ମନା କରିବାରୁ ପାକିସ୍ତାନୀ ଟିକଟକ ଷ୍ଟାରଙ୍କୁ ବିଷ ଦେଇ ମାରିଦେଲେ!!!

ଓଡିଶା ଭାସ୍କର: ଟିକଟକ ଷ୍ଟାରଙ୍କ ସନ୍ଦେହ ଜନକ ମୃତ୍ୟୁ! ପାକିସ୍ତାନର ସିନ୍ଧର ଘୋଟକି ଜିଲ୍ଲାର ବାଗୋ ୱାହ ଅଞ୍ଚଳରେ କଣ୍ଟେଣ୍ଟ କ୍ରିଏଟର ସୁମୀରା ରାଜପୁତଙ୍କ ମୃତଦେହକୁ ସନ୍ଦେହଜନକ ପରିସ୍ଥିତିରେ ଉଦ୍ଧାର କରାଯାଇଛି।…

ଚତୁର୍ଥ ମହଲାରୁ ଡେଇଁଲେ ଦଶମ ଶ୍ରେଣୀ ଛାତ୍ରୀ! କରିଲେ ସୁଇସାଇଡ

ଗୁଜୁରାଟ: ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ କଲେ ଆତ୍ମହତ୍ୟା! କ୍ୟାମେରାରେ କଏଦ ହେଲା ଭିଡିଓ। ଗୁଜୁରାଟର ଅହମଦାବାଦରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା…