Browsing Category
ଅପରାଧ
ମଦ ଲାଞ୍ଚ ନେଇ ରେଳ ଟିକେଟ୍ ଦେବା ପଡ଼ିଲା ମହଙ୍ଗା, ମଧୁବନ ଟିକଟ୍ କାଉଣ୍ଟର ସୁପରଭାଇଜର ସସପେଣ୍ଡ
ପାରାଦୀପ: ମଦ ଲାଞ୍ଚ ନେଇ ରେଳ ଟିକେଟ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଧୁବନ ଟିକେଟ୍ କାଉଣ୍ଟର ସୁପରଭାଇଜର ହିମାଂଶୁ ବେହେରା ସସ୍ପେଣ୍ଡ ହୋଇଛନ୍ତି।
ହିମାଂଶୁ ବେହେରାଙ୍କୁ ସସ୍ପେଣ୍ଡ…
ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
ଭୁବନେଶ୍ବର: ଖୋର୍ଦ୍ଧା ଜଟଣୀ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ବିଭତ୍ସ ହତ୍ୟା । ଘରୁ ଡାକିନେଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ମୃତକ ମୃତକ ଜଟଣୀ ବିକାଶ ନଗରର ମାନସ ଡକାଇ ବୋଲି ଜଣାପଡିଛି ।
ଖବର ଅନୁସାରେ, ଗତକାଲି…
ରାଜଧାନୀରେ ଦୁଇଟି ଏନକାଉଣ୍ଟର, ୨ ଚେନ ଲୁଟେରାଙ୍କୁ କାବୁ କଲା ପୋଲିସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରେ ଡବଲ ଏନକାଉଣ୍ଟର । ୨ ଚେନ୍ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ ।
ଭୁବନେଶ୍ୱର ବାଙ୍ଗୁଆଳର ଦୁଇଜଣଙ୍କୁ ଚିହ୍ନଟ କରି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ।
ଆହତ…
କନିଆଁର ପସନ୍ଦ ଆସିଲାନି ବର, ରାସ୍ତାରୁ ହଟାଇ ଦେବାକୁ ଦେଲା ଦେଢ ଲକ୍ଷ ଟଙ୍କାର ସୁପାରୀ
ମହାରାଷ୍ଟ୍ର: ଯେତେବେଳେ ଆପଣମାନଙ୍କର କେଉଁଠି ବାହାଘର ପ୍ରସ୍ତାବ ପଡେ ଆଉ ପୁଅ ପସନ୍ଦ ଆସେନି। ସେତେବେଳେ ଆପଣ କ'ଣ କରନ୍ତି। ନିଶ୍ଚିତ ଭାବରେ ବାହାଘର ଭାଙ୍ଗି ଦେଉଥିବେ। ହେଲେ ଏଠି ଜଣେ ଝିଅର ବର ପସନ୍ଦ ଆସିଲାନି।…
Breaking: ପୁଣି ସ୍କୁଲରେ ରାଗିଂ, ଷଷ୍ଠ ପିଲାର ଦେହକୁ ବ୍ଲେଡରେ କାଟିଲେ, କଟା ସ୍ଥାନରେ ଲୁଣ ଘସି ନିର୍ଯ୍ୟାତନା ଦେଲେ
ଉଦଳା: ଛୋଟ ଛୋଟ ପିଲାଙ୍କ ବର୍ବରୋଚିତ ମାନସିକତା। ସ୍କୁଲରେ ଜୀବନ ଗଢ଼ିବା ବଦଳରେ ଅପରାଧ ଦିଗରେ ପାଦ ଦେଉଛନ୍ତି। ପୂର୍ବରୁ କଲେଜରେ ରାଗିଂ ଘଟଣା ଦେଖିବାକୁ ମିଳୁଥିବା ବେଳେ, ଏବେ ଦିନକୁ ଦିନ ସ୍କୁଲରେ ରାଗିଂ ଘଟଣା…
ମରିବା ପାଇଁ ଘରକୁ ବୋହୂ ଆଣିଥିଲା ଶାଶୁ, ଶାଶୁକୁ ମାରି ବସ୍ତାରେ ପୁରାଇ ଚମ୍ପଟ ମାରିଲା ନୂଆ ବୋହୂ
ଜଲନା: ମହାରାଷ୍ଟ୍ର ଜଲନାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ କାଣ୍ଡ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୁଅ ବାହାଘରର ମାତ୍ର ୬ ମାସରେ ଆଖିବୁଜିଲା ମା’ ।
ଜଲନାର ଏକ ଭଡ଼ା ଘରୁ ମିଳିଛି ୪୫…
୧୨% ସୁଧ ସହିତ ଦରମା ଫେରାଇବେ ଶିକ୍ଷକ, ସାନି ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସୁପ୍ରିମ କୋର୍ଟଙ୍କ ଝଟକା । ୨୫ ହଜାର ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ରଦ୍ଦ ନିର୍ଦ୍ଦେଶ କାଏମ ରଖିଲେ ସୁପ୍ରିମକୋର୍ଟ ।
କୋଲକାତା ହାଇକୋର୍ଟ…
୮ ବର୍ଷର ପିଲାକୁ ସ୍କୁଲ ହଷ୍ଟେଲରେ ରାଗିଂ, ଲୁହା ରଡରେ ପିଟି ଦେହ-ହାତ କାଟି ଦେଇଛନ୍ତି
ଉଦଳା: ଚତୁର୍ଥ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ର ସେହି ସ୍କୁଲର କୁନି ପିଲାକୁ ରାଗିଂ କରିଥିବା ଘଟଣା ସାମ୍ନାକୁ ଆସିଛି ।
ଏକ ସ୍କୁଲ ହଷ୍ଟେଲରେ ୮ ବର୍ଷର ପିଲାକୁ ରାଗିଂ…
Breaking: ସକାଳୁ ସକାଳୁ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକ ଆହତ
ଅନୁଗୁଳ: ଅନୁଗୁଳରେ ସକାଳୁ ସକାଳୁ ଏନକାଉଣ୍ଟର କରିଛି ପୋଲିସ । କୁଖ୍ୟାତ ଅପରାଧୀ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରାଯାଇଛି ।
ତାଳଚେରର ସ୍କଟଲାଣ୍ଡପୁର ଜଙ୍ଗଲରେ ପୋଲିସ ଏହି ଏନକାଉଣ୍ଟର କରିଥିବା ସୂଚନା । ଗୁରୁତର…
Breaking: ଜାଳ ପାଇଁ ଚାଲିଗଲା ପ୍ରାଣ, ସାନ ଯାଆ ମାଡ଼ରେ ବଡ଼ ଯାଆ ମୃତ
ଦେବଗଡ଼: ଜାଳ ପାଇଁ ବଡ଼ ଯାଆକୁ ମାରିଦେଲା ସାନ ଯାଆ । ଦେବଗଡ଼ ଥାନା ନୀଳବେର୍ଣ୍ଣି ସାହିରେ ଘଟିଛି ଏହି ଅଭାବନୀୟ ଅଘଟଣ ।
ଜାଳ ପାଇଁ ଦୁଇ ଯାଆଙ୍କ ଭିତରେ ଯୁକ୍ତଭକ୍ତ ହେବା ପରେ ଦୁହେଁ ପିଟାପିଟି ହୋଇଥିଲେ । ଯାହାପରେ…