Browsing Category

ମନୋରଞ୍ଜନ

ଦ୍ୱିତୀୟ ସନ୍ତାନ ‘ଅକାୟ’କୁ ସ୍ୱାଗତ କଲେ ବିରାଟ-ଅନୁଷ୍କା: ଭାମିକାକୁ ମିଳିଗଲା ସାନ ଭାଇ

ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରକୁ ଆସିଛି ଏକ ନୂଆ ଅତିଥି । ନିଜର ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି ଏହି ଷ୍ଟାର ଦମ୍ପତ୍ତି । ଏନେଇ ବିରାଟ ନିଜର ଇନଷ୍ଟାଗ୍ରାମ…

ଦୀପିକା ପାଦୁକୋନ ଗର୍ଭବତୀ! ଖୁବ୍ ଶୀଘ୍ର ପିତା ହେବେ ରଣବୀର

ମୁମ୍ବାଇ: ଦୀପିକା ପାଦୁକୋନ୍ ନିକଟରେ BAFTA ଚଳଚ୍ଚିତ୍ର ଆଓ୍ୱାର୍ଡ ସେରେମୋନିରେ ନଜର ଆସିଥିଲେ । ଏଥିରେ ସେ ସବ୍ୟସାଚୀଙ୍କ ଡିଜାଇନର ଶାଢ଼ି ପିନ୍ଧି ରେଡ୍‌ କାର୍‌ପେଟ୍‌ରେ ଓହ୍ଲାଇଥିଲେ। ଏହି ସମୟରେ ସେ ନିଜ ପେଟ…

ଅବରାମଙ୍କ ପାଖେ ଦେଖାଦେଲା ଶାହରୁଖ ଖାନଙ୍କ ଝଲକ, ପିତାଙ୍କ ପରି ବଜାଉଛନ୍ତି ଗିଟାର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ସୁପରଷ୍ଟାର ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ସାନପୁଅ ଅବରାମ ଖାନ। ଅବରାମ ଘରର ସବୁଠାରୁ ସାନ, ତେଣୁ ସେ ପରିବାରର ସବୁଠାରୁ ପ୍ରିୟ ବୋଲି କୁହାଯାଉଛି। ଏଥିସହ ସେ ମଧ୍ୟ ପ୍ରଶଂସକଙ୍କ ପ୍ରିୟ ଷ୍ଟାର୍ କିଡ୍।…

ଟିଭି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ, ହାର୍ଟଆଟାକରେ ଚାଲିଗଲା ପ୍ରାଣ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଋତୁରାଜ ସିଂହ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ଘରେ…

(Video) ଅନୁଭବଙ୍କ ବାପାଙ୍କ ଦେହାନ୍ତର ୪ ଦିନ ପରେ ମୁହଁ ଖୋଲିଲେ ବର୍ଷା; କହିଦେଲେ ଏଭଳି କଥା…

ଭୁବନେଶ୍ୱର: ଶେଷରେ ମୁହଁ ଖୋଲିଛନ୍ତି ବର୍ଷା । ଦୀର୍ଘ ଦିନର ନୀରବତାକୁ ଆଜି ଭାଙ୍ଗିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କହିଛନ୍ତି ମାତ୍ର ପଦିଏ କଥା । ହେଲେ ସେହି ଗୋଟିଏ କଥା ଭିତରେ ଲୁଚି ରହିଛି ଅନେକ…

ବାହା ହେଲେ Devon Ke Dev…Mahadevର ପାର୍ବତୀ ଅଭିନେତ୍ରୀ ସୋନାରିକା ଭଦୁରିଆ

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତ୍ରୀ ସୋନାରିକା ଭଦୁରିଆଙ୍କ ବିବାହ ହୋଇଛି। ଦୀର୍ଘଦିନର ପ୍ରେମିକ ବିକାଶ ପରାଶରଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି…

ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ କାହାଣୀ ନେଇ ଆସୁଛନ୍ତି ରିତେଶ ଦେଶମୁଖ, ଘୋଷଣା କରିଲେ ଫିଲ୍ମର ନାଁ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ରିତେଶ ଦେଶମୁଖ । ବର୍ତ୍ତମାନ ସେ ତାଙ୍କ ନୂଆ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ସେ ତାଙ୍କ ନୂତନ ପ୍ରୋଜେକ୍ଟ ବିଷୟରେ ଏକ ପୋଷ୍ଟ ଶେୟାର…

ଆରପାରିରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ… ସୁପରଷ୍ଟାରଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ଭାଇରାଲ

ଓଡ଼ିଶା ଭାସ୍କର: ବଲିଉଡ ସିନେମାର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମିଥୁନଙ୍କର…

(Video) ବିବାହ ପାଇଁ ଗୋଆରେ ପହଞ୍ଚିଲେ ରାକୁଲ ପ୍ରୀତ ଏବଂ ଜ୍ୟାକୀ ଭଗନାନୀ, ପରିବାର ସହ ଏୟାରପୋର୍ଟରେ ସ୍ପଟ ହେଲେ ଏହି ବର-ବଧୂ

ନୂଆଦିଲ୍ଲୀ: ରାକୁଲ ପ୍ରୀତ ସିଂହ ଏବଂ ଜ୍ୟାକୀ ଭଗନାନୀ କିଛିଦିନ ମଧ୍ୟରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ୨୧ ଫେବୃଆରୀ ଦିନ ବଲିଉଡର ଏହି କପଲଙ୍କର ବିବାହ ହେବ । ଯେଉଁଥିରେ ତାଙ୍କ ପରିବାର ବ୍ୟତୀତ କିଛି…

ମୃତ୍ୟୁ ମୁଖରୁ ବର୍ତ୍ତିଲେ ରଶ୍ମିକା, ଜରୁରୀକାଳୀନ ଅବତରଣ କଲା ଫ୍ଲାଇଟ୍

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସୋସିଆଲ ମିଡ଼ିଆରେ ସେ ସବୁବେଳେ ଆକ୍ଟିଭ୍ ରୁହନ୍ତି । ନିକଟରେ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଯେଉଁଥିପାଇଁ ବିମାନକୁ…