CHARIDHAM
Browsing Category

ମନୋରଞ୍ଜନ

ରାତାରାତି ଷ୍ଟାର.. ତା ପରେ ଗାଏବ !

ନୂଆଦିଲ୍ଲ : ଇଣ୍ଟରନେଟ୍ ରେ ଅନେକ ରାତାରାତି ଷ୍ଟାର ହୋଇଛନ୍ତି । କେତେକଙ୍କୁ ନେମ୍ ଫେମ୍ ସବୁ ମିଳିଛି , ଅନ୍ୟ କେହି ଖ୍ୟାତି ସମ୍ଭାଳି ପାରିଲେ ନାହିଁ । ଅନେକ ଆଜି ବି ହିଟ୍ ଅଟନ୍ତି ଏବଂ କିଛି ଲାଇମଲାଇଟ୍ ଠାରୁ…

ଶାହରୁଖଙ୍କ ସୁରକ୍ଷା ଉପରେ ଉଠିଲା ବଡ ପ୍ରଶ୍ନ: ‘ମନ୍ନତ’ର ତୃିତୀୟ ମହଲାରେ ପଶିଗଲେ ୨ ଯୁବକ

ମୁମ୍ବାଇ: ଫିଲମ 'ପଠାନ'କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ବାଦଶାହ ଶାହରୁଖ । କିନ୍ତୁ କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷାକୁ ନେଇ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ମୁମ୍ବାଇର ବାନ୍ଦ୍ରାରେ ଥିବା ଶାହରୁଖଙ୍କ…

ଏମିତି କିଛି ଥିଲା ପିଣ୍ଟୁଙ୍କ ଶେଷ ଇଚ୍ଛା: ଯେଉଁ ସ୍ପପ୍ନ ତାଙ୍କର ସ୍ୱପ୍ନ ହୋଇ ରହିଗଲା

ଭୁବନେଶ୍ୱର: ଝୁରୁଛି ଓଲିଉଡ ଜଗତ । ଝୁରୁଛି ଓଡିଶାର ଅଗଣିତ ଦର୍ଶକ ଆଉ ଝୁରୁଛନ୍ତି ପରିବାର, ପ୍ରିୟଜନ । କାରଣ ତାଙ୍କ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ମାତ୍ର ୪୭ ବର୍ଷ ବୟସରେ ପିଣ୍ଟୁଙ୍କର ହୋଇଛି ପରଲୋକ…

Double Meaning ଭୋଜପୁରୀ ଗୀତ ଉପରେ ପ୍ରତିବନ୍ଧକ: ନିୟମ ଭାଙ୍ଗିଲେ ନିଆଯିବ କଡା କାର୍ଯ୍ୟନୁଷ୍ଠାନ

ପାଟନା: ଭୋଜପୁରୀ ଇଣ୍ଡଷ୍ଟ୍ରି ଉପରେ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଡବଲ ମିନିଙ୍ଗ ଗୀତ ଉପରେ ପ୍ରତିବନ୍ଧକ ଲାଗିବାକୁ ଯାଉଛି । ବିହାର ସରକାର ଏ ନେଇ ନୂଆ ନିୟମ ଲାଗୁ କରିବାକୁ ଯାଉଥିବା ଜାଣିବାକୁ ମିଳିଛି…

ହୋଲିରେ ଘଟିଥିଲା ଏପରି କିଛି ଅଜବଗଜବ ଘଟଣା , ନିଶ୍ୱାସ ନେଇ ପାରିପାରିନଥିଲେ ଏହି ଅଭିନେତ୍ରୀ, ଖେଳିଥିଲେ ଜୀବନ ମୃତ୍ୟୁର ଖେଳ

ନୂଆଦିଲ୍ଲୀ : ପ୍ରତ୍ୟେକ ପର୍ବ ପରି ବଲିଉଡରେ ହୋଲି ସହ ମଧ୍ୟ ନିଆରା କନେକ୍ସନ ରହିଛି । ବଲିଉଡରେ ଚଳଚ୍ଚିତ୍ର ହେଉ ଅବା ଟିଭି ସିରିଏଲ୍ ହୋଲଲ ସେଲିବ୍ରେସନ ଅତି ଧୁମଧାମରେ ହୁଏ । ଏମିତିରେ ବଲିଉଡ ଚଳଚ୍ଚିତ୍ରରେ…

ଏମାନଙ୍କ ଭିତରେ ଚାଲିଛି କ’ଣ? ଦୁଇ କୁମ୍ଭୀରଙ୍କ ଏହି ଭିଡିଓ ଦେଖି ଦ୍ୱନ୍ଦ୍ୱରେ ୟୁଜର୍ସ

ନୂଆଦିଲ୍ଲୀ: ପଶୁ ପକ୍ଷୀଙ୍କର ଏମିତିରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ । କେବେ ସେମାନଙ୍କର କିଛି ମଜାଦାର ଭିଡିଓ ଥାଏ ତ ଆଉ କେବେ ସେମାନେ ଲଢେଇ କରୁଥିବାର ଭିଡିଓ ଇଣ୍ଟରନେଟରେ ଧୁମ ମଚାଇଥାଏ ।…

ଅଳ୍ପ ବିଦ୍ୟା ଭୟଙ୍କରୀ…ୟୁଟ୍ୟୁବରେ ନିବେଶକଙ୍କୁ ବିଭ୍ରାନ୍ତକରି ଫସିଲେ ଅର୍ଶଦ ୱାର୍ସି, ବର୍ଷେ ଯାଏଁ ଚ୍ୟାନେଲ ବ୍ୟାନ୍, ପତ୍ନୀ ଓ ସଳା…

ନୂଆଦିଲ୍ଲୀ : ଯଦି ଆପଣ ସେୟାର ମାର୍କେଟ ଏବଂ ୟୁଟ୍ୟୁବରେ ଷ୍ଟକ୍ ସହିତ ଜଡିତ ଜ୍ଞାନ ଦେଉଛନ୍ତି, ତେବେ ସାବଧାନ୍ । ଏବେ ଠୁଁ ସତର୍କ ହୋଇଯାଆନ୍ତୁ ନହେଲେ ଆପଣ ଫସି ଯାଇପାରନ୍ତି । ଏଭଳି ଏକ ମାମଲାରେ ବଲିଉଡ ଅଭିନେତା…

ସୁସ୍ମିତା ସେନ୍‌ଙ୍କୁ ଆସିଲା ହାର୍ଟ ଆଟାକ୍‌, ଜାଣନ୍ତୁ ଅପରେସନ୍ ପରେ କ’ଣ କହିଲେ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ପ୍ରଶଂସକଙ୍କୁ ନିଜ ବିଷୟରେ ବଡ଼ ଖବର ଦେଇଛନ୍ତି। ସୁସ୍ମିତା ସେନ୍ ନିକଟରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ, ତାଙ୍କୁ ହାର୍ଟ ଆଟାକ ଆସିଛି। ତେବେ…

ପିଣ୍ଟୁଙ୍କ ଦେହାନ୍ତ ପରେ ମନେ ପଡୁଛି ପୁରୁଣା ସ୍ମୃତି: ଭାଇରାଲ ହେଉଛି ଏହି ସବୁ ଗୀତ

ଭୁବନେଶ୍ୱର: ଓଲିଉଡ ଜଗତର ଆଉ ଜଣେ ଆଗ ଧାଡିର ଅଭିନେତା ପିଣ୍ଟୁ ନନ୍ଦ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚିକିତ୍ସିତ ଅବସ୍ଥାରେ ସାରା ଓଡିଶାବାସୀଙ୍କୁ ଏକା କରି ଦେଇଛନ୍ତି ଓଲିଉଡର ଅନନ୍ତା । ଓଡିଆ ସିନେ ଜଗତକୁ ପୁଣି…

ଥରେ ଫେରିଆ ଗଉରା… କାନ୍ଦୁଛି ଓଡ଼ିଶା: ପିଣ୍ଟୁଙ୍କ ସହିତ ବିଜୟ, ମିହିର, ରାଇ, ହରଙ୍କୁ ଆଜି ବି ଝୁରୁଛି ଓଲିଉଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଆମ ଓଡ଼ିଶାର ଘରେ ଘରେ ପରିଚିତ ସଭିଙ୍କ ପ୍ରିୟ ଗଉରା ପିଣ୍ଟୁ ନନ୍ଦ । ପ୍ରଥମେ ଭୁବନେଶ୍ୱର, ତା’ପରେ ଦିଲ୍ଲୀ, ଆଉ ଏବେ…