fbpx
Browsing Category

ମନୋରଞ୍ଜନ

ପୁତ୍ର ଶିଶୁକୁ ଜନ୍ମ ଦେଲେ ୟାମୀ ଗୌତମ, ପୁଅର ୟୁନିକ୍ ନାମ ରଖି ଇନଷ୍ଟାଗ୍ରାମରେ କଲେ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମୀ ଗୌତମ ମାଆ ହୋଇଛନ୍ତି । ସେ ଏକ ପୁତ୍ର ଶିଶୁକୁ ଜନ୍ମ ଦେଇଛନ୍ତି । ଅଭିନେତ୍ରୀ ଏହାକୁ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ସେୟାର କରିଛନ୍ତି । ଏଥିସହ ସେ ନିଜ ପୁଅର ନାମକୁ ମଧ୍ୟ…

‘ଖତରୋଂ କେ ଖିଲାଡ଼ି ୧୪’ର ଅଫରକୁ କାହିଁକି ମନା କରିଥିଲେ ପାର୍ଥ ସାମଥନ୍, କରିଲେ ଏହି ବଡ଼ ଖୁଲାସା

ମୁମ୍ବାଇ: ଟିଭି ପରଦାରେ ଲୋକପ୍ରିୟ ରିଅଲିଟି ଷ୍ଟଣ୍ଟ ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ଆରମ୍ଭ ହେବା ପୂର୍ବରୁ ହିଁ ଚର୍ଚ୍ଚାର ବିଷୟ ପାଲଟିଛି । ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟି ‘ଖତରୋଂ କେ ଖିଲାଡ଼ି’ ଶୋ ହୋଷ୍ଟ…

ଦେହଜୀବି ଉପରେ ଆଧାରିତ ଫିଲ୍ମ କାହିଁକି ନିର୍ମାଣ କରିଥାନ୍ତି, ଖୁଲାସା କଲେ ସଞ୍ଜୟ ଲୀଲା ଭନସାଲୀ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମର କଣ୍ଟେଣ୍ଟ୍‌, ଡାଏଲଗ୍ ଏବଂ ଷ୍ଟାର କାଷ୍ଟଙ୍କ ନିକ୍ଷୁଣ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥାନ୍ତି । ନିକଟରେ…

ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାର ବଡ଼ ଅପଡେଟ୍: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୁମ୍ବାଇ ହୋର୍ଡିଂ ଦୁର୍ଘଟଣାରେ ଏକ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ଗତ ୧୫ ତାରିଖ ଦିନ ଘଟଣାସ୍ଥଳରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତକ ଦ୍ୱୟ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ…

ଅନୁଭବଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି: NBW ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା…

ବାରାଣସୀରୁ ମିଳିଲା Rejection: ନିର୍ବାଚନ ପାଇଁ ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ଖାରଜ

ବାରାଣସୀ: ହାସ୍ୟ କଳାକାର ଶ୍ୟାମ ରଙ୍ଗିଲାଙ୍କ ନିର୍ବାଚନୀ ନାମାଙ୍କନକୁ ଖାରଜ କରାଯାଇଛି । ବାରାଣସୀରୁ ନିର୍ବାଚନ ପାଇଁ ନୋମିନେସନ କରିଥିବା ବେଳେ ଏଥିରେ ଫେଲ ମରିଛନ୍ତି ରଙ୍ଗିଲା । ଯାଞ୍ଚ ପ୍ରକ୍ରିୟା ସମୟରେ ଶ୍ୟାମ…

ଓଟିଟି କୁଇନ୍ ଭାବେ ପରିଚିତ ରାଧିକା ଆପ୍ଟେ, ଗୋଟିଏ ଶୋ’ ପାଇଁ ଚାର୍ଜ କରିଥାନ୍ତି ଏତିକି ଟଙ୍କା

ଓଡ଼ିଶା ଭାସ୍କର: ବଲିଉଡ଼ର ଜଣାଶୁଣା ଏବଂ ଟ୍ୟାଲେଣ୍ଟେଡ୍ ଚେହେରା ଭାବେ ପରିଚିତ ଅଭିନେତ୍ରୀ ରାଧିକା ଆପ୍ଟେ । ରାଧିକା ଆପ୍ଟେ ନିଜ କ୍ୟାରିୟରେ ଅନେକ ସିନେମା କରିଛନ୍ତି କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ଓଟିଟିରେ…

ରିଲିଜ ହେଲା ‘ଚନ୍ଦୁ ଚାମ୍ପିୟନ’ର ପ୍ରଥମ ଲୁକ୍ ପୋଷ୍ଟର; ଲଙ୍ଗୋଟ ପିନ୍ଧି ନଜର ଆସିଲେ କାର୍ତ୍ତିକ

ମୁମ୍ୱାଇ: କାର୍ତ୍ତିକ ଆର୍ୟନ ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା । ବର୍ତ୍ତମାନ କାର୍ତ୍ତିକ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିୟନ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ଏହି ଅଭିନେତାଙ୍କ…

୬ କିଲୋ ସୁନା, ୬୦ କିଲୋ ଚାନ୍ଦି ସହ ଦାମି କାର, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକିଆଣି କଙ୍ଗନା ରଣାୱତ ?

ନୂଆଦିଲ୍ଲୀ: ମଙ୍ଗଳବାର ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହିମାଚଳୀ ଟୋପି ପିନ୍ଧି ବିଜେପି ପ୍ରାର୍ଥୀ କଙ୍ଗନା ନିର୍ବାଚନ…

(Video) ରାଜନୀତିକୁ ଆସିବେ କି ମେଗା ଷ୍ଟାର ବାବୁସାନ୍? ଦେଖନ୍ତୁ କ’ଣ କହିଲେ ଚକଲେଟ ବୟ

ଭୁବନେଶ୍ୱର: ‘ଦମନ୍’ ଏବଂ ‘ମାଲ୍ୟଗିରି’ ଚଳଚ୍ଚିତ୍ରର ଅପୂର୍ବ ସଫଳତା ପରେ ଏବେ ଆଉ ଏକ ରୂପରେ ଆସୁଛନ୍ତି ମେଗାଷ୍ଟାର ବାବୁସାନ୍ । ବର୍ତ୍ତମାନ ରିଲିଜ ଅପେକ୍ଷାରେ ରହିଛି ବାବୁସାନଙ୍କ କମେଡି ଡ୍ରାମା ଫିଲ୍ମ ‘ପାବାର’ ।…