fbpx
Browsing Category

ମନୋରଞ୍ଜନ

(Video) Pushpa 2 ର ରିଲିଜ ହେଲା Couple Song, ଦେଖନ୍ତୁ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ କିଲର ମୁଭସ୍‌

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନଙ୍କ ଅପକମିଙ୍ଗ ଫିଲ୍ମ ପୁଷ୍ପା ୨: ଦି ରୁଲର ଦି କପଲ ସଙ୍ଗ ରିଲିଜ ହୋଇଛି । ଏହି ଗୀତରେ ନେସନାଲ ଆୱାର୍ଡ ୱିନର ଅଲ୍ଲୁ ଅର୍ଜୁନଙ୍କୁ ପୁଷ୍ପାରାଜ ଏବଂ ସୁନ୍ଦରୀ ରଶ୍ମିକା ମନ୍ଦାନାଙ୍କୁ…

କାଜଲଙ୍କ ଫିଲ୍ମକୁ ଦେଖିବାକୁ ପସନ୍ଦ କରନ୍ତିନି ପୁଅ ୟୁଗ, ଜାଣନ୍ତୁ କାରଣ

ମୁମ୍ବାଇ: ସାଧାରଣତଃ ଲୋକେ ବୁଲିବା, ଖାଇବା ଏବଂ ଫିଲ୍ମ ଦେଖିବାକୁ ପସନ୍ଦ କରିଥାନ୍ତି । ଆଉ ଅନେକ ଲୋକ ନିଜ ମନ ପସନ୍ଦର ହିରୋ-ହିରୋଇନଙ୍କ ଫିଲ୍ମ ଦେଖିବାକୁ ଅନେଇ ବସିଥାନ୍ତି ତାହା କେବେ ଆସିବ । କିନ୍ତୁ ଅଭିନେତ୍ରୀ…

ଆଲ୍ଲାଙ୍କ ଠାରେ ମୃତ୍ୟୁ ଭିକ୍ଷା କଲେ ବିଗ୍ ବସ୍ ୧୬ ବିଜୟୀ, ପୋଷ୍ଟ ଦେଖିବା ପରେ ଫ୍ୟାନ୍ସ ଚିନ୍ତାରେ

ଓଡ଼ିଶା ଭାସ୍କର: ବିଗ୍ ବସ୍ ୧୬ ବିଜୟୀ ଏମ୍‌ସି ଷ୍ଟାନ୍ ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏପରି କିଛି ଲେଖି ଦେଇଛନ୍ତି ଯାହାକୁ ନେଇ ଫ୍ୟାନ୍ସଙ୍କ ହୋସ୍ ଉଡିଯାଇଛି । କିଛି…

ଆଉ ନାହାନ୍ତି ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ‘ଭାବି ଜୀ ଘର ପର୍ ହୈ’ର ଅଭିନେତା ଫିରୋଜ ଖାନ୍ ଆଉ ନାହାନ୍ତି । ଉତ୍ତରପ୍ରଦେଶର ବଦାଉଁଠାରେ ଫିରୋଜଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ଗତ ଗୁରୁବାର ଦିନ…

ଫାଇନାଲରେ ଦଳ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହେଲେ ଶାହରୁଖ: ଜାଣନ୍ତୁ ସମସ୍ୟା

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଟ ରାଇଡର୍ସ । କିନ୍ତୁ ଏହାପରେ ଦଳ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଅଚାନକ ଅସୁସ୍ଥ ହୋଇ ମେଡିକାଲରେ…

ବନ୍ଦ ହୋଇଗଲା YouTube! ଟେନସନରେ ୟୁଜର୍ସ, ଏହିସବୁ କାମରେ ହେଉଛି ସମସ୍ୟା

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଖୁବ ବ୍ୟସ୍ତ । ସେହିପରି ମନୋରଞ୍ଜନର ଆଉ ଏକ ମାଧ୍ୟମ ପାଲଟିଛି ୟୁଟ୍ୟୁବ । କିନ୍ତୁ ଅଚାନକ ଏବେ ୟୁଟ୍ୟୁବ ବନ୍ଦ ହୋଇଯାଇଛି । ଯାହାଫଳରେ ଅନେକ ୟୁଜର…

(Video) ରାଇନାଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଶାହରୁଖ: ଫାଇନାଲରେ ଏଣ୍ଟ୍ରି ପରେ କାହିଁକି ଏପରି କଲେ କିଙ୍ଗ ଖାନ୍?

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ପ୍ରଥମ ଫାଇନାଲିଷ୍ଟ ମିଳିସାରିଛି । କ୍ୱାଲିଫାୟାର-୧ରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଫାଇନାଳରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ତେବେ ଏହି ସପଳତାକୁ ନେଇ ଖେଳାଳି ଖୁସି…

ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିଜେପିରୁ ବହିଷ୍କୃତ

ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିଜେପିରୁ ବହିଷ୍କୃତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନହୀନ କାର୍ଯ୍ୟ ପାଇଁ ପବନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିହାର ଭାଜପା…

ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଯୋଜକ ବିଜୟ ପଟ୍ଟନାୟକ ଆଉ ନାହାନ୍ତି । ଏକ ହସ୍ପିଟାଲରେ…

(video)ପ୍ରେଗନାନ୍ସୀ ଅବସ୍ଥାରେ ଭୋଟ ଦେବାକୁ ପହଞ୍ଚିଲେ ଦୀପିକା, ହାତ ଧରି ଯତ୍ନର ସହ ବୁଥ୍ ମଧ୍ୟକୁ ନେଇଗଲେ ରଣବୀର

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ୨୦୨୪ ଲାଗି ମେ’ ୨୦ରେ ୫ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି । ମହାରାଷ୍ଟ୍ରରେ ଆଜି ଭୋଟିଂ ହେଉଛି । ତେବେ ମୁମ୍ବାଇର ସମସ୍ତ ସେଲିବ୍ରିଟି ନିଜର ଏହି ଗଣତାନ୍ତ୍ରିକ ଅଧିକାରକୁ ଉପଭୋଗ…