Browsing Category
Featured
ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା: ଡିହାଇଡ୍ରେସନ ଓ ଫିଭର ପରେ ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ବିହାରର ସେଲିବ୍ରେଟୀ ଟିଚର ଖାନ୍ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ଡିହାଇଡ୍ରେସନ ଓ ଫିଭର ପରେ ତାଙ୍କୁ ପ୍ରଭାବତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ବିହାର ଲୋକସେବା…
ଐଶ୍ୱର୍ଯ୍ୟାଙ୍କ ଏହି ଫ୍ଲପ୍ ମୁଭି ପାଇଁ ନିର୍ଦ୍ଦେଶକଙ୍କୁ ଲାଗିଥିଲା ବଡ଼ ଝଟକା, ୧୨ ବର୍ଷ କରିପାରିନଥିଲେ କୌଣସି ଫିଲ୍ମ
ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କ ଏହି ଫ୍ଲପ୍ ମୁଭି ପାଇଁ ନିର୍ଦ୍ଦେଶକଙ୍କୁ ବଡ଼ ଝଟକା ଲାଗିଥିଲା। ରିପୋର୍ଟ ମୁତାବକ, ଏଥିପାଇଁ ୧୨ ବର୍ଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକ କୌଣସି ଫିଲ୍ମ କରିପାରିନଥିଲେ। କହିବାକୁ ଗଲେ ‘ଅମରାୱ…
PM ମୋଦୀଙ୍କୁ ମାରିବା ପାଇଁ ଆସିଲା ଧମକ: ମୁମ୍ବାଇ ପୋଲିସକୁ ମେସେଜ୍ ପରେ ତନାଘନା
ମୁମ୍ବାଇ: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହତ୍ୟା କରିବା ନେଇ ଆସିଛି ଧମକପୂର୍ଣ୍ଣ ମେସେଜ୍ । ମୁମ୍ବାଇ ପୋଲିସକୁ ଏ ନେଇ ଏକ ମେସେଜ୍ ମିଳିଥିବା ସୂଚନା ମିଳିଛି । କେହି ଜଣେ ମୁମ୍ବାଇ ପୋଲିସକୁ ଫୋନକୁ…
ଜାନୁଆରୀ ୮ରୁ ଜନତା ମଇଦାନରେ ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ: ଡିଜିପିଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହି ଦିବସକୁ ଶୃଙ୍ଖଳିତ ତଥା…
Thank You Modi Ji: ରାଜ୍ୟରେ ୮ଟି ନୂଆ KV ସ୍ଥାପନ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ…
ନୂଆଦିଲ୍ଲୀ: ଓଡ଼ିଶାରେ ୮ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରୀୟ ଆର୍ôଥକ ବ୍ୟାପାର କ୍ୟାବିନେଟ କମିଟି ମଞ୍ଜୁରୀ ପ୍ରଦାନ କରିଥିବାରୁ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
B.O Collection: ‘ଝୁକେଗା ନେହିଁ’ ପୁଷ୍ପାରାଜ, ଦ୍ୱିତୀୟ ଦିନରେ କେତେ ଆୟ କଲା ପୁଷ୍ପା-୨?
ନୂଆଦିଲ୍ଲୀ: ଅଲ୍ଲୁ-ଅର୍ଜୁନଙ୍କ ସିନେମା ପୁଷ୍ପା-୨ ଏବେ ବକ୍ସ ଅପିସରେ ଧମାଲ କରୁଛି । ବର୍ତ୍ତମାନ ଭାରତର ସବୁଠୁ ବଡ଼ ଓପନିଙ୍ଗ କରିଥିବା ଫିଲ୍ମ ପାଲଟିଛି ପୁଷ୍ପା-୨ । ବହୁ ପ୍ରତିକ୍ଷୀତ ଏହି ସିନେମା ବିଶ୍ୱବ୍ୟାପୀ…
ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ହେବା ପର୍ଯ୍ୟନ୍ତ ବାଂଲାଦେଶୀ ନାଗରିକଙ୍କର ବ୍ୟାନ୍ ହେଲା ଏଣ୍ଟ୍ରି!
ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ଏବଂ ମନ୍ଦିର ଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଛି। କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ, ଏଠାରେ ପ୍ରଦର୍ଶନକାରୀମାନେ ଇସ୍କନ ଦ୍ୱାରା ପରିଚାଳିତ ଏକ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି।…
ଏମ୍ସ ଭୁବନେଶ୍ୱରରେ ଗତ ତିନି ମାସରେ ପରୀକ୍ଷା ହୋଇଥିବା ୮୫୧୮ ମଧ୍ୟରୁ ୩୧ ଜଣ HIV ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ତିନିମାସ ମଧ୍ୟରେ, ଏମ୍ସ ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି) ୮୫୧୮ ଜଣ ବ୍ୟକ୍ତିଙ୍କର ଏଚଆଇଭି ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରୁ ୩୧…
ଖୁସି ଖବର, ପ୍ରତି ମାସ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା: ଏହି ଯୋଜନାରେ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି । ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଜରିଆରେ ମହିଳାଙ୍କୁ ଆର୍ତିକ ସହାୟତା ଯୋଗାଇ ଦେଉଛନ୍ତି ସରକାର । ସେହିଭଳି ଏକ ଯୋଜନାରେ…
୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ସ୍କୁଲ ଛୁଟି ଘୋଷଣା: ୮୨ ଦିନ ବନ୍ଦ ରହିବ ସ୍କୁଲ, ତାଲିକା ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୫ କ୍ୟାଲେଣ୍ଡର ବର୍ଷ ପାଇଁ ମାଧ୍ୟମିକ ସ୍କୁଲ ଛୁଟି ତାଲିକା ଘୋଷଣା କରିଛନ୍ତି ରାଜ୍ୟ ସରକାର । ୨୦୨୫ରେ ମୋଟ ୮୨ ଦିନ ସ୍କୁଲ ଛୁଟି ରହିବ । ସେଥିମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ…