Browsing Category

Featured

ଗ୍ୟାରୀ କ୍ରିଷ୍ଟେନ୍‌ଙ୍କୁ କହିଲେ ହରଭଜନ ସିଂହ: ‘ପାକିସ୍ତାନ ଦଳ ସହ ସମୟ ନଷ୍ଟ କର ନାହିଁ, ଭାରତ ପଳାଇ ଆସ’

ନୂଆଦିଲ୍ଲୀ : ଗ୍ୟାରି କ୍ରିଷ୍ଟେନ୍‌ଙ୍କୁ ପାକିସ୍ତାନ ଦଳର କୋଚିଂ ଛାଡ଼ିବା ଉଚିତ୍ ବୋଲି କହିଲେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ହରଭଜନ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, "ଗ୍ୟାରୀ…

ହତ୍ୟା କରି କୁମ୍ଭୀରକୁ ଖୁଆଇଦେଲେ ମୃତଦେହ, ଭଉଣୀ ପ୍ରେମକୁ ଭାଇ ଏପରି କଲା THE END

ନୂଆଦିଲ୍ଲୀ: ରାଜସ୍ଥାନର ଘୋଲପୁର ଜିଲ୍ଲାରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ହତ୍ୟାକାଣ୍ଡର ଦେଢ ମାସ ପରେ ବି ପୋଲିସକୁ ମିଳିପାରିନି ମୃତଦେହ । ହେଲେ ହତ୍ୟାକାରୀ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ପୂର୍ବରୁ…

(Video) ଅମାନିଆ ଗ୍ରାହକଙ୍କୁ ପାନେ ଶିଖାଇଲେ ମହିଳା ଦୋକାନୀ; କଫି ଫିଙ୍ଗିବାରୁ ହାତୁଡ଼ିରେ ଦେଲେ ପାହାରେ…

ଓଡ଼ିଶା ଭାସ୍କର: ଇଣ୍ଟରନେଟ୍ ରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। କେତେବେଳେ ଏହା ବ୍ୟଙ୍ଗାତ୍ମକ ତ କେତେବେଳେ ଭାବବିହ୍ୱଳ କରିଦେବା ଭଳି ଭିଡିଓ, ହେଲେ ଏହି ଭିଡିଓ କିନ୍ତୁ ଟିକିଏ…

ସାବୁନ-ସାମ୍ପୁ ଏବଂ ଡିଟର୍ଜେଣ୍ଟ ବି ହେଲା ମହଙ୍ଗା, FMCG କମ୍ପାନୀଗୁଡ଼ିକ ବଢାଇଲେ ମୂଲ୍ୟ

ନୂଆଦିଲ୍ଲୀ: ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିବା ସ୍ୱପ୍ନ ହୋଇଯାଇଛି । ପରିବା ଦରରେ ବୃଦ୍ଧି ଘଟିବା ଲୋକଙ୍କୁ ଚିନ୍ତାରେ ପକାଇଛି । ହେଲେ ବର୍ତ୍ତମାନ ଏଫଏମସିଜି କମ୍ପାନୀମାନ ସାଧାରଣ ଲୋକଙ୍କୁ ମହଙ୍ଗା ଝଟକା ଦେଇଛନ୍ତି ।…

ଏୟାର ଇଣ୍ଡିଆ ଫ୍ଲାଇଟରେ ବଡ଼ ଅବହେଳା, ଖାଦ୍ୟରୁ ବାହାରିଲା ବ୍ଲେଡ, ଭୁଲ ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେଙ୍ଗାଲୁରୁ ସାନ୍ ଫ୍ରାନ୍ସିସ୍କୋ ଯିବାକୁ ଥିବା ବିମାନରେ ବଡ଼ ଅବହେଳା ଖବର ସାମ୍ନାକୁ ଆସିଛି । ଏହି ଫ୍ଲାଇଟର ଜଣେ ଯାତ୍ରୀଙ୍କ ଖାଦ୍ୟରେ ବଡ଼ ବ୍ଲେଡ ବାହାରିଛି । ଏହି ଘଟଣା ୯ ଜୁନର ଅଟେ ।…

ରାଜ୍ୟରେ ଆକାଶ ଛୁଆଁ ହେଲାଣି ପରିବା ଦର; ଖାଉଟି ହନ୍ତସନ୍ତ, ସବୁ ଦେଖିକି ଚୁପ୍ ବସିଛି ଯୋଗାଣ ବିଭାଗ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନିର୍ବାଚନ ସରୁ ସରୁ ବଢ଼ିଲାଣି ପରିବା ଦର । ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ ।…

ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଘୋଷଣା; ୱାୟନାଡ଼ରୁ ଇସ୍ତଫା ଦେବେ ରାହୁଲ ଗାନ୍ଧୀ, ନିର୍ବାଚନ ଲଢ଼ିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବଡ଼ ଘୋଷଣା, ଇସ୍ତଫା ଦେବେ ରାହୁଲ ଗାନ୍ଧୀ । ସେପଟେ ୱାୟନାଡ଼ରୁ ନିର୍ବାଚନ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ । ସୋମବାର ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ…

ଖାଲି EVM ନୁହେଁ! AI, ChatGPT ଏବଂ Recall ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏଲନ ମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ସର୍ବଦା ନିଜ ଅଜବ ବିବୃତ୍ତି ପାଇଁ ଚର୍ଚ୍ଚାରେ ରହିଥାଆନ୍ତି । ମସ୍କ ଭାରତର ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ ମେସିନର ଆଲୋଚନା କରିଛନ୍ତି । ମସ୍କଙ୍କ ମୁତାବକ ଇଭିଏମକୁ ମଣିଷମାନେ ଏବଂ…

(Video)କରୋନା ପରେ କାୟା ମେଲଉଛି ଏହି ଜୀବାଣୁ… ହୁ ହୁ ହେଇ ବଢୁଛି ସଂକ୍ରମିତ ସଂଖ୍ୟା.. ଅଚଳ ହେଇ ଯାଉଛି ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ: କାୟା ବିସ୍ତାର କରି ଡରେଇବା ଆରମ୍ଭ କରିଛି ଗୋଟିଏ ବିରଳ ମାଂସ ଖିଆ ଜୀବାଣୁ। ଏହି ଜୀବାଣୁ ଦ୍ୱାରା ହେଉଥିବା ରୋଗ ମାତ୍ର ୪୮ ଘଣ୍ଟା ଭିତରେ ମଣିଷର ଜୀବନ ନେଇ ଯାଉଛି। ବର୍ତ୍ତମାନ ଜାପାନରେ ଏହି ଜୀବାଣୁ ହୁ…

ସୋସିଆଲ ମିଡିଆର ଅଧିକ ବ୍ୟବହାର ବିଗାଡିଦେଇଥାଏ ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ, ଏପରି ପାଆନ୍ତୁ ମୁକ୍ତି

ଓଡ଼ିଶା ଭାସ୍କର: ଆମ ମଧ୍ୟରୁ ଅଧିକାଂଶ ଲୋକ ସକାଳୁ ନିଦରୁ ଉଠିବା ମାତ୍ରେ ସୋସିଆଲ ମିଡିଆ ଚେକ୍ କରିଥାନ୍ତି । ଏହା ନ କରିବା ପର୍ଯ୍ୟନ୍ତ ସେମାନଙ୍କ ମନ ଅସ୍ଥିର ରହିଥାଏ । ଆଜିର ଏହି ଡିଜିଟାଲ ଯୁଗରେ ମଣିଷ ସୋସିଆଲ…