Browsing Category
Featured
(Video) ଅପେକ୍ଷାର ଅନ୍ତ ଘଟିଲା: ଘୋଷଣା ହେଲା ମୁଖ୍ୟମନ୍ତ୍ରୀଙ୍କ ନାମ, ଜାଣନ୍ତୁ କିଏ ସେହି ନୂଆ ଚେହେରା
ଭୁବନେଶ୍ୱର: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ନିର୍ବାଚନର ଫଳାଫଳ ୪ ଜୁନରେ ପ୍ରକାଶ ପାଇଛି । ଏଥିରେ ବିଜେପିକୁ ବହୁମତ ମିଳିଛି । ଗତ ରବିବାର ଦିନ ଲଗାତାର ତୃତୀୟ ଥର ପାଇଁ ପିଏମ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ…
ନିର୍ବାଚନ ପରେ ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ଼ ଉପହାର
ନୂଆଦିଲ୍ଲୀ: ଦେଶରେ ବିଜେପି ନେତୃତ୍ୱରେ ଗଠନ ହୋଇଛି ମେଣ୍ଟ ସରକାର । ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ମନ୍ତ୍ରୀ ଭାବେ ଅନେକ ନେତା ଶପଥ ଗ୍ରହଣ କରିଛନ୍ତି । ଏହା…
୬ ଜଣ ନେତାଙ୍କୁ ଦଳରୁ ବହିଷ୍କାର କଲା ରାଜ୍ୟ କଂଗ୍ରେସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବାକୁ ଯାଉଛି । ଆସନ୍ତା ୧୨ ତାରିଖରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ…
(Video) ସାମ୍ବାଦିକ ରଜତ ଶର୍ମାଙ୍କ ଉପରେ ଅଭିଯୋଗ ଅଣିଲେ କଂଗ୍ରେସ ପ୍ରବକ୍ତା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ଟିଭି ସାମ୍ବାଦିକ ରଜତ ଶର୍ମା ଏକ ବିବାଦରେ ଫସିଯାଇଛନ୍ତି । କଂଗ୍ରେସ ପ୍ରବକ୍ତା ରାଗିନୀ ନାୟକ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ରଜତ ଶର୍ମାଙ୍କ ଉପରେ ଅଭଦ୍ର ଭାଷା ଏବଂ ବ୍ୟବହାରକରିବାର ଅଭିଯୋଗ…
ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି: ଜୁଲାଇ ୧୪ରେ ହେବ ଲିଖିତ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାପକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଏହି ପଦ ପାଇଁ ଲିଖିତ ପରୀକ୍ଷା ତାରିଖ ଘୋଷଣା କରିଛି ଓଡ଼ିଶା ଲୋକସେବା…
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ୨ ପର୍ଯ୍ୟବେକ୍ଷଙ୍କ ନାମ ଘୋଷଣା କଲା ବିଜେପି
ନୂଆଦିଲ୍ଲୀ: କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ସହ ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯାଇଛି । ଏହାପରେ ଆସନ୍ତା ୧୨ ତାରିଖରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ…
(Video) ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବା ପଡିଲା ମହଙ୍ଗା, ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ରାସ୍ତା ମଝିରେ କରାଗଲା ହତ୍ୟା
ନୂଆଦିଲ୍ଲୀ: ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକରୁ ଆସିଛି । ଏଠାରେ ମଙ୍ଗଲୁରୁ ରାସ୍ତାରେ ଭାରତ ମାତାକୀ ଜୟ ସ୍ଲୋଗାନ ଦେଉଥିବା ଦୁଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରାଯାଇ ଜୀବନରୁ…
ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ; ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚନ୍ଦ୍ରବାବୁ ନାଇଡୁ
ଅମରାବତୀ: ତେଲୁଗୁ ଦେଶମ ପାର୍ଟି ର ସଭାପତି ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶରେ ଏନଡିଏ ମେଣ୍ଟର ନେତା ନିର୍ବାଚିତ ହୋଇଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଲୋକସଭା…
(Video) ଏଥର ପାଳନ ହେବନି ରଜ ମଉଜ! ଘରୁ ବାହାରିବାକୁ ବାରଣ, ଜାରି ହେବ ହାଇ ଆଲର୍ଟ
ଓଡ଼ିଶା ଭାସ୍କର: ଆଗକୁ ଆସୁଛି ରଜ ପରବ । ଏଥିପାଇଁ ରାଜ୍ୟସାରା ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶାର ଗଣପର୍ବ ରଜକୁ ପାଳନ କରିବା ପାଇଁ ଆବାଳ ବୃଦ୍ଧ ବନିତା ପ୍ରସ୍ତୁତି ଆରମ୍ଭ କରିଦେଲେଣି । କିନ୍ତୁ ଏଥର ରଜ ପାଳନ ଫିକା…
ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କଲା ସିଙ୍ଗାପୁର ଏୟାରଲାଇନ୍ସ
ନୂଆଦିଲ୍ଲୀ: ଗତ ମାସରେ ଏୟାର ଟର୍ବୁଲେନ୍ସରେ ଆହତ ହୋଇଥିବା ଲୋକଙ୍କ ପାଇଁ କ୍ଷତିପୂରଣ ପ୍ରଦାନ କରିଛି ସିଙ୍ଗାପୁର ଏୟାରଲାଇନ୍ସ । ସିଙ୍ଗାପୁର ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛି, ଯେଉଁମାନେ…