Browsing Category
Featured
ଆପଣମାନେ ଜାଣନ୍ତି କି: ସଚିନ-ଧୋନୀ-ବିରାଟଙ୍କର ମୋଟ ସମ୍ପତ୍ତି ମିଶି ଯେତିକି, ତା’ଠାରୁ ବହୁ ଅଧିକ ଟଙ୍କାର ମାଲିକ ଅଟନ୍ତି ଜଣେ ପୂର୍ବତନ…
ନୂଆଦିଲ୍ଲୀ: କ୍ରିକେଟ ଭାରତରେ ବେଶ୍ ଲୋକପ୍ରିୟ ଖେଳ ହୋଇଥିବା ବେଳେ ଥରେ ଜଣେ ଭଲ ଖେଳାଳି ହୋଇ ସୁନାମ ଅର୍ଜନ କରିବା ପରେ ଯଶ, କୀର୍ତ୍ତି ସାଙ୍ଗକୁ ଟଙ୍କାର ବର୍ଷା ହୋଇଥାଏ । ଭାରତରେ ଜଣେ ଷ୍ଟାର କ୍ରିକେଟର ବିଭିନ୍ନ…
‘ରେମାଲ’ ପ୍ରଭାବରେ ଉତ୍ତର-ପୂର୍ବ ଭାରତରେ ବ୍ୟାପକ କ୍ଷୟକ୍ଷତି; ୪ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ନୂଆଦିଲ୍ଲୀ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସାମୁଦ୍ରିକ ଝଡ଼ 'ରେମାଲ'ରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମିଜୋରାମରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବୁଧବାର…
ଆଇପିଏଲ୍ ଟ୍ରଫି ଜିତିବା ପରେ କେକେଆର୍କୁ ନେଇ କ’ଣ କହିଲେ ଶାହାରୁଖ୍ ଖାନ୍
ମୁମ୍ୱାଇ: କୋଲକାତା ନାଇଟ୍ ରାଇଟର୍ସ ଆଇପିଏଲ୍ ଚାମ୍ପିୟନ ହେବା ପରେ ଦଳର ମାଲିକ ଶାହାରୁଖ ଖାନ୍ ପ୍ରତିକ୍ରିୟା ରଖିଛନ୍ତି । ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ ଏକ ଦଳ ଭାବରେ ବିଜୟ ହାସଲ…
ବିଜେପି ଲୋକସଭା ପ୍ରାର୍ଥୀଙ୍କ କାର ଦୁର୍ଘଟଣାଗସ୍ତ: ଦୁଇ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ ସମାପ୍ତ ହେଉଛି । ଆସନ୍ତା ମାସ ପହିଲାରେ ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ୍ ୪ରେ ଫଳାଫଳ ଘୋଷଣା…
(Video) ମା’ ପଣିଆର ଶ୍ରେଷ୍ଠ ଉଦାହରଣ; ଛୁଆର ଜୀବନ ପାଇଁ ବାଘ ସହ ଲଢ଼େଇ କଲା ମା’ ହରିଣ
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ହୃଦୟସ୍ପର୍ଶୀ…
ପ୍ରକାଶ ପାଇଲା ବିଜ୍ଞପ୍ତି: ଜୁନ୍ ୩ରୁ UG ନାମଲେଖା ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ୩ରୁ ୟୁଜି ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ଆଡମିଶନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ରେ ପଢ଼ିବାକୁ ଇଚ୍ଛୁକ ଥିବା…
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ: ୨୦୧୯ରେ କେଦାରନାଥ ଓ ୨୦୨୪ରେ ରକ୍ ମେମୋରିଆଲ
ନୂଆଦିଲ୍ଲୀ: ଆଉ ମାତ୍ର ୨ ଦିନ ପରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ । ଜୁନ୍ ୧ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଜୁନ୍ ୪ରେ ଫଳାଫଳ ସାମ୍ନାକୁ ଆସିବ । ଏଥର କିଏ ସରକାର ଗଠନ କରିବ ଆଉ…
ରାଜ୍ୟରେ ସବୁ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆଦେଶ, ୧୦୦ ଛାତ୍ରଛାତ୍ରୀ ବେହୋସ ହେବା ପରେ ଆସିଲା ଆଦେଶ
ପାଟନା: ବିହାରରେ ସମସ୍ତ ସ୍କୁଲ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ପାଟନାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁର ୨ ଦିନ ପରେ ବୁଧବାର ୮…
ଆକାଶରୁ ନିଆଁ ବର୍ଷୁଛି; ଦେହକୁ ପଥର କରି ଭାରତୀୟ ଯବାନ ଜଗିଛନ୍ତି ଭାରତ-ପାକିସ୍ତାନ ବର୍ଡ଼ର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୫୫ ଡ଼ିଗ୍ରୀ ଖରାରେ ଯବାନ ଜଗିଛନ୍ତି ବୋର୍ଡ଼ର। ସହପାରୁନି ଦେହ କିନ୍ତୁ ଭାରତକୁ ଦେଉଛନ୍ତି ସୁରକ୍ଷା । ଏମିତି ଖରାଯେ ମିନଟରେ ଅଣ୍ଡା ପାମ୍ପଡ଼ବି ସିଝିଯାଉଛି । ଏମିତି ଖରାକୁ ସହୁଛନ୍ତି…
ପ୍ରକୃତିର କରିସ୍ମା, ୫୨ ଡିଗ୍ରୀ ତାପମାତ୍ରାରେ ଜଳୁଥିଲା ଦିଲ୍ଲୀ, ଅଚାନକ ବର୍ଷା ଓ ତୋଫାନ ଆଣିଦେଲା ଆଶ୍ୱସ୍ତି
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ତାପମାତ୍ରା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ରାଷ୍ଟ୍ରୀୟ ରାଜଧାନୀର ତାପମାତ୍ରା ଆଜି ୫୨ ଡିଗ୍ରୀ ସେଲସିୟସ ଟପିଯାଇଥିଲା । ପ୍ରଚଣ୍ଡ ରୌଦ୍ରତାପରେ ଦିଲ୍ଲୀ ଜଳୁଥିବା ବେଳେ ହଠାତ୍…