Browsing Category

Featured

ଅବସର ନେବେ କି M.S Dhoni? କ’ଣ ହେବ ମାହିଙ୍କ ପରବର୍ତ୍ତୀ ପଦକ୍ଷେପ? କ୍ୟାରିୟରକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ପରାଜୟ ପରେ ଆଇପିଏଲ-୨୦୨୪ ପ୍ଲେ-ଅଫ୍ ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ । ରନ୍ ରେଟ୍ ଅନୁସାରେ ପଛରେ ରହିଯିବାରୁ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି…

ଶିଶୁଙ୍କୁ କଜଳ ଲଗାଇଲେ ଆଖି ବଡ଼ ହୋଇଯାଏ କି? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ନଜର ଲାଗିବା ଠାରୁ ବଞ୍ଚିବା ପାଇଁ ଛୋଟ ପିଲାଙ୍କୁ କଜଳର ଟୀକା ଲଗାଯାଏ । ସେହିପରି ଭାରତୀୟଙ୍କ ଘରେ ନବ ଜାତ ଶିଶୁକୁ କଳା ଲଗାଯାଏ । ଏହା ଅନେକ ସ୍ଥାନରେ ପରମ୍ପରା ମଧ୍ୟ ରହିଛି । ଅନେକ ଲୋକଙ୍କ…

ଗ୍ରୀଷ୍ମପ୍ରବାହ ଫେରିବା ପରେ କରନ୍ତୁନି ଏହିସବୁ ଭୁଲ: ଭୋଗିପାରନ୍ତି ଅନେକ ସମସ୍ୟା

ଓଡ଼ିଶା ଭାସ୍କର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ପେରିଛି ଗ୍ରୀଷ୍ମପ୍ରବାହ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହୋଇଥିବା ବେଳେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ଲୋକଙ୍କ ପାଇଁ ଏହା ଖୁବ…

ଆଇସ୍ ବିରିୟାନୀ ଠାରୁ ଆଇସ୍ ମ୍ୟାଗି ପର୍ଯ୍ୟନ୍ତ, ଗରମରୁ ଆରାମ ଦେବାକୁ AI ପ୍ରସ୍ତୁତ କଲା ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ଏବେ ଭାରତର ବହୁ ସହରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗରମରୁ ଆରାମ ପାଇବା ଲାଗି ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଥଣ୍ଡା ଖାଦ୍ୟ ଖାଉଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଏପରି ଇମେଜ୍…

କାଲି ଅପରାହ୍ନ ୪ଟାରେ ନବୀନଙ୍କ ରୋଡ୍ ଶୋ’, ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ୱର: କାଲି ଭୁବନେଶ୍ୱରରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ । ଏଥିପାଇଁ କାଲି ସହରର କିଛି ସ୍ଥାନରେ ଟ୍ରାଫିକ୍ କଟକଣା ରହିବ ବୋଲି ଘୋଷଣା କରିଛି କମିଶନରେଟ୍ ପୋଲିସ୍ । କାଲି ନବୀନଙ୍କ ରୋଡ୍…

ସୋମବାର ଏହି ସବୁ ସହରରେ ବନ୍ଦ ରହିବ ବ୍ୟାଙ୍କ: ବ୍ରାଞ୍ଚ ଯିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ

ଓଡ଼ିଶା ଭାସ୍କର: ଆସନ୍ତାକାଲି ମେ’ ୨୦ ତାରିଖରେ ସପ୍ତାହର ପ୍ରଥମ ବ୍ୟବସାୟିକ ଦିବସରେ ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଦେଶର ପ୍ରାୟ ୪୯ଟି ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ ବୋଲି ଜାଣିବାକୁ ମିଳିଛି । ଓଡ଼ିଶା…

(Video) ଲୋକସଭା ନିର୍ବାଚନ ମଝିରେ ରଶ୍ମିକା ମନ୍ଦାନାଙ୍କୁ କାହିଁକି ଟାର୍ଗେଟ କଲା କଂଗ୍ରେସ? କହିଲେ ‘ଏହା ଇଡି..’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଟଳ ସେତୁର ଏକ ପ୍ରମୋଶନାଲ ଭିଡିଓ ପୋଷ୍ଟ କରିବା ନେଇ ଟ୍ରୋଲିଙ୍ଗର ସାମ୍ନା କରିବାକୁ ପଡିଛି । କେବଳ ଏତିକି ନୁହେଁ ବରଂ ଏଥର…

‘ମୋତେ ଜେଲ୍‌ରେ ରହିବାକୁ ଦିଅ, ମୁଁ ଏହି ଜେଲ୍‌ରୁ ମୁକ୍ତ ହେବାକୁ ଚାହୁଁନାହିଁ’: ଆବୁ ସଲେମ କୋର୍ଟରେ କଲା ଏପରି ଆବେଦନ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଦୁନିଆର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଆବୁ ସଲେମର ନାଁକୁ ନେଇ ଏକଦା ପୁରା ମୁମ୍ବାଇ ଥରୁଥିଲା । କିନ୍ତୁ ଏବେ ସଲେମ ନିଜେ ନିଜ ଜୀବନକୁ ନେଇ ଭୟଭୀତ ରହିଛି । ୧୯୯୩ ମୁମ୍ବାଇ ବମ୍ ବ୍ଲାଷ୍ଟ କେସ୍‌ରେ…

ଟ୍ୱିନ୍ ସିଟିରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ! ମେ ୨୧ ଓ ୨୨ରେ ଦେଖାଯିବନି କାହାର ଛାଇ, ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଆମକୁ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଆପଣମାନେ ଯଦି…

ଫେସବୁକ ପ୍ରେମରେ ପ୍ରତାରଣା : ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ

ଭୁବନେଶ୍ୱର : ଚନ୍ଦକା ଅଞ୍ଚଳର ଜଣେ ଯୁବକ ବିଦେଶିନୀଙ୍କ ପ୍ରେମରେ ପଡି ୧୦ ଲକ୍ଷ ଟଙ୍କା ହରାଇଛନ୍ତି । ଏହି ଠକାମୀରେ ଫସି ଥିବା ଯୁବକ ସାଇବର ଥାନା ଦ୍ୱାରସ୍ଥ ହୋଇଛନ୍ତି । ଟଙ୍କା କଟିଯାଇଥିବା ଆକାଉଣ୍ଟକୁ ପୋଲିସ ଫ୍ରିଜ…