fbpx
BJD SKY
BJD SKY
Browsing Category

Featured

ଆଇପିଏସ୍ ସାଗରିକା ନାଥଙ୍କ ପିତାମାତାଙ୍କୁ ଅଟକାଇ ଲୁଟପାଟ କରିଛନ୍ତି ଦୁବୃର୍ତ୍ତ, ଭରତପୁର ଥାନାରେ ଅଭିଯୋଗ ପରେ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର:ଆମ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ବିପର୍ଯ୍ୟସ୍ତ ହୋଇପଡିଛି ତାହା ଅତୀତରେ ବହୁ ଘଟଣାରୁ ପ୍ରମାଣିତ ହୋଇଥିବା ବେଳେ ଏବେ ପୁଣି ଥରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଆଇନ ଶୃଙ୍ଖଳା ଦାୟିତ୍ୱରେ…

ଗୁରୁ ପୂର୍ଣ୍ଣିମାରେ ରହିଛି ଏକାଧିକ ଶୁଭ ଯୋଗ, ଆଜିର ଦିନରେ ଏହି ଉପାୟ ଆପଣାଇଲେ ଭାଗ୍ୟ ଫେରିଯିବ

ନୂଆଦିଲ୍ଲୀ:ହିନ୍ଦୁ ଧର୍ମରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଥାଏ । ଚଳିତ ବର୍ଷ ୩ ଜୁଲାଇ ଅର୍ଥାତ୍ ଆଜି ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି । ଏହିଦିନ ମହର୍ଷି ବେଦ ବ୍ୟାସଙ୍କର ମଧ୍ୟ ପୂଜା କରାଯାଇଥାଏ ।…

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ: ୮୦ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଚଳିତବର୍ଷ ମାଟ୍ରିକରେ ଫେଲ ହୋଇଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାରେ ଏହି ପରୀକ୍ଷା ଦେଇପାରିବେ । ଆଜିଠାରୁ ଆସନ୍ତା ୮…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏହି ଚାଷୀଙ୍କୁ ମିଳିବନି ୧୪ତମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଅଧୀନରେ ସରକାର ପ୍ରତି ଚାରିମାସରେ ଚାଷୀଙ୍କୁ ୨୦୦୦ ଟଙ୍କା କିସ୍ତି ପ୍ରଦାନ କରୁଛନ୍ତି । ଏହି ରାଶି ବାର୍ଷିକ ୬ ହଜାର ଟଙ୍କା ଦିଆଯାଏ । ଏହି ସ୍କିମ୍ ଅଧୀନରେ…

୪ରୁ ପବିତ୍ର ଶ୍ରାବଣ ମାସ : ଷ୍ଟେସନରେ ଯାତ୍ରୀଙ୍କୁ ମିଳିବ ସଂପୂର୍ଣ୍ଣ ସାତ୍ତ୍ୱିକ ଭୋଜନ

ନୂଆଦିଲ୍ଲୀ: ୪ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ରହିବ । ପବିତ୍ର ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ବିହାରର ଭାଗଲପୁର ରେଲୱେ ଷ୍ଟେସନରେ ନନ୍ ଭେଜ୍ ଖାଦ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଛି । ଏହି…

ଅଣ୍ଡା ଦାମରେ ଲଗାମ ନାହିଁ: ସରକାରୀ ଅର୍ଥ ୫ ଟଙ୍କା, କିନ୍ତୁ କିଣା ପଡୁଛି ୭ ଟଙ୍କା

ଧର୍ମଗଡ଼ : ଦରଦାମ ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଲୋକଙ୍କ ଭିତରେ ଅତିଷ୍ଠ ଦେଖିବାକୁ ମିଳିଛି । ଏପରିକି ସରକାରୀ ସଂସ୍ଥାମାନଙ୍କ ମଧ୍ୟରେ ଏହାର ପ୍ରଭାବ ପଡିଛି । ସରକାର ଯୋଗାଇ ଦେଉଥିବା ଅର୍ଥ ରାଶି ଠାରୁ କିଣା ଅର୍ଥ…

ଓଡ଼ିଶାର ଏହି ଜିଲ୍ଲାରେ ବଢୁଛି ସିକିଲ୍ ସେଲ୍ ରୋଗ: ମାଗଣାରେ ଔଷଧ ଓ ରକ୍ତ ବ୍ୟବସ୍ଥା କରାଯିବାକୁ ସରକାରଙ୍କ ନିଷ୍ପତ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଗତ କିଛି ବର୍ଷ ହେଲା ସିକିଲ ସେଲ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ହେଲେ ରକ୍ତହୀନତା ଓ ସିକିଲ ସେଲ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ରକ୍ତଦାତାଙ୍କ ସଂଖ୍ୟା…

ଥମୁନି ମଣିପୁର ରକ୍ତପାତ: ପୁଣି ୪ ଜଣଙ୍କୁ ନିର୍ମମ ହତ୍ୟା, ଗୁଳି କରି ମୁଣ୍ଡ କାଟି ନେଲେ

ମଣିପୁର: ମଣିପୁର ହିଂସାକୁ ନେଇ ଥମୁନି ରକ୍ତପାତ । ଦିନକୁ ଦିନ ହତ୍ୟା ଏବଂ ହିଂସ୍ରତା ବୃଦ୍ଧି ପାଇବାରେ ଲାଗିଛି । ଆଜି ନିକଟସ୍ଥ ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ବର୍ବର କାଣ୍ଡ ଘଟିଯାଇଥିବା ଦେଖିବାକୁ ମିଳିଛି ।…

ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟର ୨୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ସକ୍ରିୟ ହୋଇଛି ମୌସୂମୀ ବାୟୁ । ଆଗାମୀ କିଛି ଦିନ ମଧ୍ୟ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଜାରି ହୋଇଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୨୦ଟି…

ଅଙ୍ଗୁଳିରୁ କିଭଳି ଜାଣିପାରିବେ ବ୍ୟକ୍ତିତ୍ୱ ? ଜାଣନ୍ତୁ

ମନୁଷ୍ୟର ଶାରୀରିକ ଗଠନ ବ୍ୟକ୍ତିତ୍ୱ କଥା କହିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଅଙ୍ଗୁଳିରୁ କିଭଳି ବ୍ୟକ୍ତିତ୍ୱ କଥା ଜାଣିହୁଏ ଆସନ୍ତୁ ଜାଣିବା। - ଯେଉଁ ବ୍ୟକ୍ତିଙ୍କ ତର୍ଜନି ଅଙ୍ଗୁଳି…