Browsing Category
Featured
ଟିମ ଇଣ୍ଡିଆର Sixer King ହେଲେ ଯଶସ୍ୱୀ: ବିରାଟ-ଯୁବରାଜ ନିଜ କ୍ୟାରିୟରରେ ବି କରିନାହାନ୍ତି ଏହି ରେକର୍ଡ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ୯ଟି ଟେଷ୍ଟ ଖେଳିଛନ୍ତି । କିନ୍ତୁ ଏହାରି ଭିତରେ ସେ ଅନେକ ଷ୍ଟାର ଖେଳାଳିଙ୍କୁ ପଛରେ ପକାଇ ବଡ଼ ବଡ଼ ରେକର୍ଡ ନିଜ ନାମରେ…
କାହିଁକି ଏହି ୨ ମହିଳାଙ୍କ ଫଟୋ ସେୟାର କଲେ ସଚିନ ତେନ୍ଦୁଲକର? ଜାଣନ୍ତୁ, ଏହା ପଛର ଏକ କାହାଣୀ
International women's Day: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ମହିଳାଙ୍କ ସାମାଜିକ, ଆର୍ଥିକ,…
ଜଣାଶୁଣା ଟିଭି ଅଭିନେତ୍ରୀ ଡ଼ଲି ସୋହିଙ୍କ ପରଲୋକ; ୬ ମାସ ହେବ ସର୍ଭିକାଲ କ୍ୟାନସର୍ରେ ଥିଲେ ପୀଡ଼ିତ
ମୁମ୍ବାଇ: 'ଝନକ୍' ଏବଂ 'ଭାବି'ରେ ଅଭିନୟ କରି ଜଣାଶୁଣା ଅଭିନେତ୍ରୀ ଡଲି ସୋହିଙ୍କ ପରଲେକ। ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ହୋଇଥିଲା।…
ହୋଟେଲରେ ଚିକେନ ତରକାରୀ ଖାଇବା ପରେ ଯୁବକଙ୍କ ହେଲା ମୃତ୍ୟୁ, କାରଣ ଜାଣିଲେ ଆପଣ ବି ହେବେ ଚକିତ
ନୂଆଦିଲ୍ଲୀ: ପୁରା ଦୁନିଆରେ ନନ୍ ଭେଜ୍ଙ୍କ ସଂଖ୍ୟା ବହୁତ ଅଧିକ । ଭାରତରେ ଲୋକମାନେ ବେଶ୍ ଆନନ୍ଦର ସହ ଚିକେନ୍ ଓ ମଟନରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି । ଆଜିକାଲି ସୋସିଆଲ ମିଡିଆରେ ବି ଏହି ସବୁ ଖାଦ୍ୟ ତିଆରି କରିବାର…
ଦଶମ ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ
ନୂଆଦିଲ୍ଲୀ: ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପୁଣିଥରେ ହେବ ଇଂରାଜୀ ପରୀକ୍ଷା । ବୋର୍ଡ ପରୀକ୍ଷାର ଇଂରାଜୀ ପେପର୍ ରଦ୍ଦ ହେବା ନେଇ ଜାଣିବାକୁ ମିଳିଛି । ହରିୟାଣା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ନୁହ ଜିଲ୍ଲାର ପରୀକ୍ଷା…
ଅମୃତପାଲ ସିଂହଙ୍କ ନିକଟରୁ ନିଶା ଦ୍ରବ୍ୟ ଜବତ ଘଟଣାରେ ଗିରଫ ହେଲେ ଡିବ୍ରୁଗଡ଼ ଜେଲ୍ ଅଧୀକ୍ଷକ
ନୂଆଦିଲ୍ଲୀ: ଗୁରୁବାର ରାତିରେ ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ୍ ଅଧୀକ୍ଷକ ନିପେନ ଦାସଙ୍କୁ ଆସାମ ପୁଲିସ ଗିରଫ କରିଛି। ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା 'ଓ୍ଵାରିସ୍ ପଞ୍ଜାବ ଦେ' ସଂଗଠନର ମୁଖ୍ୟ ତଥା ଖାଲିସ୍ତାନ…
ଜାଗରରେ ବିରଳ ସଂଯୋଗ: ମହାନଦୀରୁ ୬୦ ନାଗ ଓ ୨ଟି ବୃଷଭ ମୂର୍ତ୍ତି ଉଦ୍ଧାର
ଓଡ଼ିଶା ଭାସ୍କର: ଆଜି ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ତେଣୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶିବ ମନ୍ଦିର। ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଉପବାସ…
ବିଜେଡି ଛାଡିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଏକାଧିକ କାରଣ ଦର୍ଶାଇ ଦେଲେ ଇସ୍ତଫା
ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସିଛି ବିଭିନ୍ନ ରାଜନୈତିକ ଦଳରୁ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏବେ ବାଲେଶ୍ୱରରେ ବିଜେଡିରୁ ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରେମୁଣାର ପୂର୍ବତନ ବିଧାୟକ…
ଇଂଲଣ୍ଡ ଦେଖିଲା ପ୍ରକୃତ Bazball Test: ଇଂରେଜର ନୂଆ ଫର୍ମାଟରେ ଟିମ ଇଣ୍ଡିଆ
ଓଡ଼ିଶା ଭାସ୍କର: ପଞ୍ଚମ ଟେଷ୍ଟରେ ଇଂଲଣ୍ଡକୁ ଆଇନା ଦେଖାଇଛି ଟିମ ଇଣ୍ଡିଆ । ଇଂରେଜ ଦଳ ଆରମ୍ଭ କରିଥିବା ବାଜବଲ୍ ଟେଷ୍ଟ ଫର୍ମାଟରେ ଭାରତ ନିଜର ଦମ୍ ଦେଖାଇଛି । ଟିମ ଇଣ୍ଡିଆର ଟପ୍ ଅର୍ଡର ଇଂଲଣ୍ଡକୁ ବାଜବଲ ଟେଷ୍ଟର…
ମାର୍ଚ୍ଚ ୮ରେ କାହିଁକି ପାଳନ କରାଯାଏ ମହିଳା ଦିବସ? ଏହା ପଛରେ ବି ଥିଲା ଏକ ସଂଘର୍ଷ କାହାଣୀ
ଓଡ଼ିଶା ଭାସ୍କର: ନାରୀର ଜୀବନ ସଂଘର୍ଷ ପୂର୍ଣ୍ଣ। ଆଉ ଯେତେ ସମୟ ବିତିଗଲେ ମଧ୍ୟ ଏଥିରେ ପରିବର୍ତ୍ତନ ହେବ ନାହିଁ । ବରଂ ଏହି ସଂଘର୍ଷ ବଢ଼ି ଚାଲିବ । କିନ୍ତୁ ନାରୀ ଏବେ ଲଢ଼ିବା ଶିଖିଲାଣି। ନିଜକୁ ଆତ୍ମନିର୍ଭର କରିବା…