Browsing Category

Featured

DA ବୃଦ୍ଧି, ଇଣ୍ଡିଆ AI ମିଶନ ଏବଂ ମହିଳା ଦିବସ ଉପହାର: କେନ୍ଦ୍ର କ୍ୟାବିନେଟ ବୈଠକରେ ଘୋଷଣା କରାଗଲା ୬ଟି ନିଷ୍ପତ୍ତି

ନୂଆଦିଲ୍ଲୀ: ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ୬ଟି ପ୍ରମୁଖ ନିଷ୍ପତ୍ତିକୁ ଅନୁମୋଦନ କରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଆସନ୍ତାକାଲିର ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ମହିଳାମାନଙ୍କୁ ଉପହାର ବୋଲି କେନ୍ଦ୍ର…

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ କ୍ରିକେଟର ଶୁଭମନ ଗିଲଙ୍କ ମଧ୍ୟରେ ସମ୍ପର୍କ କ’ଣ? ଭାଇରାଲ ହେଲା ଏପରି ଫଟୋ

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ପ୍ରାୟ ଦୀର୍ଘଦିନ ହେଲାଣି ଏହି ଚର୍ଚ୍ଚା ଲାଗିରହିଛି। ତେବେ…

୪୦ କେଜି ସୁନା, ୬ କେଜି ରୂପା ସହ ନଗଦ ୫.୪୩ କୋଟି ଟଙ୍କା ଜବତ କଲା ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥନୈତିକ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଜବତ କରିଛି ବିପୁଳ ପରିମାଣର ସୁନା, ରୂପା ଏବଂ ନଗଦ ଟଙ୍କା । ଏଥିରେ ଆଖି ଲାଖିଲା ପରି କଳାଧନ ଜବତ ହୋଇଛି। ଏହା ସହ ଏହି…

୧୮ ରୁ ୫୯ ବର୍ଷୀୟ ମହିଳାମାନଙ୍କୁ ପ୍ରତି ମାସରେ ମିଳିବ ୧,୫୦୦ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ…

ବିଜେଡି-ବିଜେପି ମେଣ୍ଟ ନେଇ ଆଲୋଚନା: ଦିଲ୍ଲୀ ଗଲେ ପାଣ୍ଡିଆନ, ବବି!

ଓଡ଼ିଶା ଭାସ୍କର: ବିଜେଡି-ବିଜେପି ମହାମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ଏହା ମଧ୍ୟରେ ମେଣ୍ଟକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର। ବିଜେପି ରାଜ୍ୟ ଶୀର୍ଷ ନେତୃତ୍ୱ…

କିଏ ଏହି ନାଜିମ ନାଜିର? ଯାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ନିଜ ସାଙ୍ଗ, କାଶ୍ମୀର ଗସ୍ତରେ ସେଲଫି ମଧ୍ୟ ଉଠାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀର ଗସ୍ତରେ ପହଁଚିବା ମାତ୍ରେ ସମସ୍ତେ ଉତ୍ସାହର ସହ ସ୍ୱାଗତ କରିଥିଲେ । ପିଏମ ମୋଦୀ ଶ୍ରୀନଗରର ବକ୍ସି ଷ୍ଟାଡିୟମରେ ବିକଶିତ ଭାରତ କାର୍ଯ୍ୟକ୍ରମର…

ବିଜେଡି-ବିଜେପି ମେଣ୍ଟରେ କଂଗ୍ରେସକୁ ମିଳିବ କେଉଁ ଫାଇଦା?

ଓଡ଼ିଶା ଭାସ୍କର: ପୁଣିଥରେ ବିଜେଡି ଓ ବିଜେପି ମଧ୍ୟରେ ହୋଇପାରେ ମହାମେଣ୍ଟ। ଏନେଇ ବର୍ତ୍ତମାନ ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ଯଦି ଆସନ ଭାଗବଣ୍ଟା ଠିକ୍ ହୋଇଗଲା ତାହେଲେ ମେଣ୍ଟ ହେବା ନେଇ କୌଣସି…

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଲା ଏଆଇସିସି

ଓଡ଼ିଶା ଭାସ୍କର: ଗୋଟିଏ ପଟେ ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ନିର୍ବାଚନ ପରିଚାଳନା ନେଇ କଂଗ୍ରେସ କରୁଛି ସ୍ୱତନ୍ତ୍ର ରଣନୀତି। ଏଥିପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ…

ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଗି ଖୁସି ଖବର, ଜାରି ରହିବ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାର ଆସିବା ପରଠାରୁ ଗତ ୯ ବର୍ଷ ଧରି ଜନତାଙ୍କୁ ବିଜୁଳି ବିଲ୍‌ରେ ରିହାତି ଦିଆଯାଉଛି । ଏହି ରିହାତି ଆଗକୁ ବି ଜାରି ରହିବ । ଏହାକୁ ନେଇ ଆଜି ଦିଲ୍ଲୀ…

Alopecia Areata: ମୁଣ୍ଡରୁ ଛୋଟ ଛୋଟ ପ୍ୟାଚ ପରି କେଶ ଉପୁଡୁଛି କି? ଜାଣନ୍ତୁ ଏହି ରୋଗ ବିଷୟରେ..

ଓଡ଼ିଶା ଭାସ୍କର: କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। କିନ୍ତୁ ଅତ୍ୟଧିକ କେଶ ଝଡ଼ିବା ଚିନ୍ତାର ବିଷୟ। କିଛି ଲୋକ ଅଛନ୍ତି ଯାହାର କେଶ ପ୍ୟାଚ ପରି ଉପୁଡିଯାଏ। କେଶ କୁଣ୍ଡାଇବା ସମୟରେ, କେଶର ଏକ ମୋଟା ଅଂଶ ହାତକୁ…