Browsing Category

Featured

ଥାଇରଏଡ୍ କ’ଣ; ଜାଣନ୍ତୁ ଏହାର ମୁଖ୍ୟ କାରଣ ଓ ଲକ୍ଷଣ, କିପରି ପାଇବେ ରକ୍ଷା

ଓଡ଼ିଶା ଭାସ୍କର: ଏବେ ଥାଇରଏଡ୍ ସମସ୍ୟା ବହୁଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ମାତ୍ରାରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଥାଇରଏଡ୍ ହେଉଛି ଏକ ଛୋଟ ଗ୍ରନ୍ଥି ଯେଉଁଥିରୁ…

BJD-BJP ମଧ୍ୟରେ ହେବ ମହା ଗଠବନ୍ଧନ! ସିଟ୍ ଭାଗବଣ୍ଟା ଫର୍ମୁଲାକୁ ନେଇ ଆଲୋଚନା…

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଗଠବନ୍ଧନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି । ଓଡ଼ିଶାର ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୁନର୍ମିଳନ ହେବ ବୋଲି ଚର୍ଚ୍ଚା…

କିଛି ଖାଇବା ପରେ ତୁରନ୍ତ ମେଡ଼ିସିନ ନେଉଛନ୍ତି କି? ଜାଣନ୍ତୁ ଏହାର ପରିଣାମ

ଆଜିକାଲି ଲୋକମାନେ ମେଡ଼ିସିନ ଖାଉଥିବା ବେଳେ କିଛି ଭୁଲ କରିବସନ୍ତି । କିଛି ଔଷଧ ଖାଲି ପେଟରେ ନିଆଯାଉଥିବା ବେଳେ ଅନେକ କିଛି ଔଷଧ ଖାଦ୍ୟ ଖାଇବା ପରେ ନେବାକୁ ପଡିଥାଏ। ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଯାୟୀ ଔଷଧ…

କିପରି ଦୂର କରିବେ ମଙ୍ଗଳ ଦୋଷ ? ଯେଉଁଥିପାଇଁ ବୈବାହିକ ଜୀବନରେ ଦେଖାଦିଏ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଗ୍ରହମାନେ ରାଶିଫଳରେ ଶୃଙ୍ଖଳିତ ଭାବରେ ରହନ୍ତି ତେବେ ଜୀବନରେ କୌଣସି ପ୍ରକାରର ସମସ୍ୟା ହୁଏନାହିଁ। ଯଦି କୁଣ୍ଡଳୀରେ ଦୋଷ ଥାଏ, ତେବେ ବ୍ୟକ୍ତିର ଜୀବନ ନଷ୍ଟ ହୋଇଯାଏ। ବିଶ୍ବାସ…

(Video) ଶିବରାତ୍ରୀ ପୂର୍ବରୁ ନୂଆ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି; ଦେଖିଲେ ଆଖି ଝଲସି ଉଠୁଛି

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠ । ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬…

ଏହି ମାମଲାରେ କେଜ୍ରିୱାଲଙ୍କୁ ହାଇକୋର୍ଟ ପକ୍ଷରୁ ବଡ ଝଟ୍‌କା , ବିଜେପି ବିଧାୟକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ପରିଚାଳିତ ଦିଲ୍ଲୀର ଦଳ ଆପ୍ ସରକାରକୁ ବୁଧବାର ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ବଡ ଝଟକା ଲାଗିଛି । ବଜେଟ୍ ଅଧିବେଶନ ଆରମ୍ଭରେ ଉପରାଜ୍ୟପାଳ ଭି.କେ ସକ୍‌ସେନାଙ୍କ ଅଭିଭାଷଣ…

ବଡ଼ ଖବର; ରାଜନୀତି ଜଗତରେ ନୂଆ ମାଷ୍ଟରଷ୍ଟ୍ରୋକ: ବିଜେଡି-ବିଜେପି ଭିତରେ ମହା ଗଠବନ୍ଧନ!

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ମାହୋଲ ସରଗରମ ହୋଇଛି । ନିର୍ବାଚନି ପ୍ରଚାର ପୂର୍ବରୁ ଜୋର ଧରିଛି ମିଶ୍ରଣ ପର୍ବ । ତେବେ ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଆଉ ଏକ ପ୍ରସଙ୍ଗ ଏବେ ରାଜନୀତି ମାହୋଲରେ ଚହଳ…

ଶେଷ ମ୍ୟାଚରେ ବାଦ୍ ପଡ଼ିଲେ ସଙ୍କଟମୋଚକ: ପଞ୍ଚମ ଟେଷ୍ଟ ପାଇଁ ଘୋଷଣା ହେଲା ପ୍ଲେଇଙ୍ଗ-୧୧

ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ଏହି ସିରିଜକୁ ୩-୧ରେ କବଜା କରି ସାରିଥିବା ବେଳେ ଏହି ମ୍ୟାଚକୁ ମଧ୍ୟ ବିଜୟ ଲକ୍ଷ୍ୟରେ ଓହ୍ଲାଇବ ଟିମ ଇଣ୍ଡିଆ…

ବେଙ୍ଗାଲୁରୁ କାଫେ ବିସ୍ଫୋରଣ ମାମଲା; ଅପରାଧୀ ବିଷୟରେ ସୂଚନା ଦେଲେ ୧୦ଲକ୍ଷ ଟଙ୍କା ପୁରସ୍କାର ଦେବ NIA

ବେଙ୍ଗାଲୁରୁ: ରାମେଶ୍ୱର କ୍ୟାଫେ ବିସ୍ଫୋରଣ ମାମଲାରେ ୱାଣ୍ଟେଡ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦେବ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏନ୍ ଆଇଏ କହିଛି ଯେ, ୱାଣ୍ଟେଡ୍ ବ୍ୟକ୍ତିଙ୍କ ବିଷୟରେ…

ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା, ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ

ଭୁୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା । ପୁଣି କଂଗ୍ରେସରେ ସାମିଲ ହେଲେ ଶ୍ରୀକାନ୍ତ ଜେନା । ୬ ବର୍ଷ ପରେ କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା । ୨୦୧୯ରେ ଦଳରୁ ବହିଷ୍କୃତ…