Browsing Category
Featured
ଏଲ୍ ନିନୋ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ, ଅପ୍ରେଲରେ ଟାଣଖରା ଓ ତାତି ଅଧିକ – ପାଣିପାଗ ବିଭାଗର…
ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତମାସରୁ ମଇମାସ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ…
ଗୁଗୁଲ୍ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା: କହିଲେ- ”ଏହାକୁ ଅନୁମତି ଦେଇ ପାରିବୁ…
ନୂଆଦିଲ୍ଲୀ: ଗୁଗୁଲ ମାର୍ଚ୍ଚ ୧ ଶୁକ୍ରବାର ଦିନ ୧୦ ଟି ଭାରତୀୟ ଆପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୁଗୁଲ ଏହାର ପ୍ଲେ ଷ୍ଟୋରରୁ ୧୦ ଟି ଭାରତୀୟ ଆପ୍ ହଟାଇଛି । ଆପ ମାଲିକମାନେ ସେବା ଦେୟ ଦେଉ ନାହାଁନ୍ତି…
କେନ୍ଦ୍ରାପଡା: ଡାକ୍ତରଖାନାରେ ଅଗ୍ନିକାଣ୍ଡ
ଓଡ଼ିଶା ଭାସ୍କର: କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଡାକ୍ତରଖାନାରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ହେବା ଫଳରେ ଡାକ୍ତରଖାନାର ଅନେକ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହାର ଖବର ପାଇ ଘଟଣାସ୍ଥଳରେ…
Mahashivratri 2024: ମହାଶିବରାତ୍ରୀରେ କେଉଁ ରାଶିର ଲୋକେ କିପରି କରିବେ ଅଭିଶେକ? ଜାଣନ୍ତୁ ଶୁଭ ମୂହୁର୍ତ୍ତ
ଓଡ଼ିଶା ଭାସ୍କର: ମହାଶିବରାତ୍ରୀ ହିନ୍ଦୁମାନଙ୍କ ପାଇଁ ପ୍ରମୁଖ ପର୍ବ । ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଚଳିତ ବର୍ଷ ମହାଶିବରାତ୍ରୀ ୮ ମାର୍ଚ୍ଚରେ ପାଳନ କରାଯିବ । ଏହି ଦିନ…
Live-In Relationରେ ରହି ପାରିବେନି ଏହି ମହିଳା… ‘ହରାମ’ ବୋଲି କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ଲିଭ୍ ଇନ୍ ରିଲେସନ୍ ରେ ରହୁଥିବା ମହିଳାମାନଙ୍କ ପାଇଁ ଏକ ବଡ଼ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ମୁସଲିମ ଆଇନ୍ ଅନୁସାରେ, ମୁସଲିମ ମହିଳା କୌଣସି ବ୍ୟକ୍ତିଙ୍କ ସହ ଲିଭ୍-ଇନ୍ ରିଲେସନରେ ରହିପାରିବେ…
ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ‘ଅନଫଲୋ’ କଲେ ନୟନ ତାରା, ଲେଖିଲେ-ନିଜ ଆଖିରେ ଲୁହ ଥିଲେ ମଧ୍ୟ..
ନୂଆଦିଲ୍ଲୀ: ସାଉଥ ଲେଡି ସୁପରଷ୍ଟାର ନୟନତାରାଙ୍କୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାମୀଙ୍କୁ ଅନଫଲୋ କରିଛନ୍ତି । ଅଭିନେତ୍ରୀଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଯାଇଛି…
ସାବଧାନ! ମହିଳାଙ୍କୁ ‘ଡାର୍ଲିଙ୍ଗ’ ଡାକିଲେ ମିଳିବ ଜେଲଦଣ୍ଡ: ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଅନେକ ସମୟରେ କଥା କଥାରେ ପୁଅମାନେ ଝିଅଙ୍କୁ ‘ଡାର୍ଲିଙ୍ଗ’ ବୋଲି ସମ୍ବୋଧନ କରିଥାନ୍ତି । କିନ୍ତୁ ଏବେ ଏହି ଅଭ୍ୟାସ ପୁରୁଷଙ୍କ ଉପରେ ଖୁବ ମହଙ୍ଗା ପଡ଼ିବ । କୌଣସି ମହିଳାଙ୍କୁ ‘ଡାର୍ଲିଙ୍ଗ’ ବୋଲି କହିବା…
ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳିକରି ହତ୍ୟା
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଣେ ନୃତ୍ୟଶିଳ୍ପୀଙ୍କୁ ଆମେରିକାରେ ଗୁଳିମାଡ ହୋଇଛି। ଗୁଳିମାଡ କାରଣରୁ ମୃତ୍ୟୁବରଣ କରିଛନ୍ତି ଭାରତନାଟ୍ୟମ ଏବଂ କୁଚୁପୁଡ଼ି ନୃତ୍ୟଶିଳ୍ପୀ ଅମରନାଥ ଘୋଷ । ଅଭିନେତ୍ରୀ ଦେବୋଲୀନା…
ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିଶ୍ରମିକ ବୃଦ୍ଧି, ଜାଣନ୍ତୁ କେତେ?
ଭୁବନେଶ୍ବର: ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାରିତୋଷିକ ୧୦ ହଜାର ଟଙ୍କାକୁ ବୃଦ୍ଧି,…
ଭୁବନେଶ୍ବର : ରାଜ୍ୟର ଜନଜାତି ବହୁଳ ଜିଲ୍ଲା ମାନଙ୍କରେ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବହୁଭାଷୀ ଶିକ୍ଷା ସ୍ବେଚ୍ଛାସେବୀ (MLE(EV))…