Browsing Category

Featured

BIG BREAKING: ବିଜେଡ଼ି ଛାଡିଲେ ଦେବାଶିଷ ନାୟକ

ଓଡିଶା ଭାସ୍କର: ରାଜ୍ୟ ରାଜନୀତିରେ ବଡ଼ ଧରଣର ହଟଚମଟ । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ଆଜି ସେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ବିଜେଡି ସୁପ୍ରିମୋ ନବୀନ…

ଭାରତକୁ ୧୯୨ ରନର ଟାର୍ଗେଟ ଦେଲା ଇଂଲଣ୍ଡ: ସିରିଜ ହାତେଇବା ଲକ୍ଷ୍ୟରେ ରୋହିତ ସେନା

ନୂଆଦିଲ୍ଲୀ: ରାଞ୍ଚି ଟେଷ୍ଟର ତୃତୀୟ ଦିନରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ୪୬ ରନ୍ ପଛୁଆ ରହିଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଉପରେ ଭାରୀ ପଡ଼ିଛି ସ୍ପିନ ଡିପାର୍ଟମେଣ୍ଟ । ଅଶ୍ୱୀନ ଏବଂ କୁଳଦୀପ…

ମମତା ବାନାର୍ଜୀ ଆଉ ଦିଦି ନୁହଁନ୍ତି, ସେ ବର୍ତ୍ତମାନ ଆଣ୍ଟି ହୋଇଗଲେଣି…ତେଣୁ ତାଙ୍କୁ ଦିଦି କହିବା ବନ୍ଦ କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା…

୩ ମାସ ପାଇଁ ବନ୍ଦ ରହିବ ମୋଦୀଙ୍କ ‘Maan Ki Baat’ କାର୍ଯ୍ୟକ୍ରମ: ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ଚଳିତବର୍ଷର ଲୋକସଭା ନିର୍ବାଚନ ପାଇଁ ଦେଶର ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । ଏତିରେ ଖୁବ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଏହି ନିର୍ବାଚନର ପ୍ରସ୍ତୁତି ପାଇଁ ଆଜି…

ଏକ ଦଶନ୍ଧି ମଧ୍ୟରେ ପରିବାରର ମାସିକ ଖର୍ଚ୍ଚ ଦ୍ୱିଗୁଣିତ ହୋଇଛି : NSSO ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ଦ୍ୱାରା ହୋଇଥିବା ତାଜା ଅଧ୍ୟୟନରୁ ଜଣାପଡିଛି ଯେ, ୨୦୧୧-୧୨ ତୁଳନାରେ ୨୦୨୨-୨୩ ମସିହାରେ ଦେଶରେ ମୁଣ୍ଡପିଛା ଘରୋଇ ଖର୍ଚ୍ଚ ଦୁଇଗୁଣରୁ ଅଧିକ ହୋଇଛି ।…

କର୍ଣ୍ଣାଟକ କଂଗ୍ରେସ ବିଧାୟକ ରାଜା ଭେଙ୍କଟପ୍ପା ନାୟକଙ୍କ ପରଲୋକ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ…

୨୦୦୦ ଟଙ୍କା ନୋଟ ଫେରାଇ ନେବାରେ ବ୍ୟାଙ୍କକୁ ମିଳିଲା ଫାଇଦା, RBI ସେୟାର କଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ: ବଜାରରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରାଯିବା ନିଷ୍ପତ୍ତିର ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳିଛି । କେନ୍ଦ୍ରୀୟ ବ୍ୟାଙ୍କ ୧୯ ମେ ୨୦୨୩ରେ ୨ ହଜାର ଟଙ୍କା ନୋଟ ପ୍ରଚଳନକୁ ବନ୍ଦ କରିଥିଲା ।…

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ: ପଞ୍ଚମ ଥର ଚାମ୍ପିୟନ ହେଲେ ଓଡ଼ିଆ ପୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚମକିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଫାଇନଲରେ ପ୍ରମୋଦ…

ସମୁଦ୍ରରେ ବୁଡି ଦ୍ୱାରିକା ନଗରୀ ପର୍ଯ୍ୟନ୍ତ ପହଞ୍ଚିଲେ ମୋଦୀ, ଆରାଧନା କରି ସମସ୍ତଙ୍କ ସହ ବାଣ୍ଟିଲେ ନିଜର ଦିବ୍ୟ ଅନୁଭବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଦ୍ୱାରକାରେ ସମୁଦ୍ରରେ ଗଭୀର ପାଣିକୁ ଯାଇ ସେହି ସ୍ଥାନରେ ପ୍ରାର୍ଥନା କରିଛନ୍ତି ଯେଉଁଠି ଜଳମଗ୍ନ ଦ୍ୱାରକା ରହିଛି । ସେ କହିଛନ୍ତି ଏହି ଅନୁଭବ ମୋ ସାମ୍ନାରେ…

ଚାରି ମାସରେ Multibagger ହେଲା ଏଲଆଇସିର ସେୟାର, ନିବେଶକ ହେଲେ ମାଲାମାଲ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ସରକାରୀ ବୀମା କମ୍ପାନୀ ଏଲଆଇସିର ସେୟାରରେ ବୃଦ୍ଧି ହେବା ଦେଖିବାକୁ ମିଳିଛି । ଗତ ମାସଗୁଡିକରେ ଏଲଆଇସିର ସେୟାରଗୁଡିକ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ପ୍ରଥମ ଥର ସିଏମପି ପାଇଁ…