Browsing Category

Featured

ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ଶୁଣାଇଲେ ଦଣ୍ଡ: ଲୋକସଭା ନିର୍ବାଚନ ପୂର୍ବରୁ ଝଟକା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶର ମେରଠ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ଏମପି-ଏମଏଲଏ କୋର୍ଟ ଦଣ୍ଡ ଶୁଣାଣି…

ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ମୁସଲିମ୍ ପକ୍ଷ କଲେ ଏପରି ଦାବୀ, ତୁରନ୍ତ ମାନିଗଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପି ମାମଲାରେ ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଚରେ ଶୁଣାଣୀ ହୋଇଛି । ଜ୍ଞାନବ୍ୟାପି ମାମଲାରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟଙ୍କ ୧୯ ଡିସେମ୍ବର ଆଦେଶ…

Video: ଟାଇଟନ ସବମର୍ସିବଲ ସହିତ ଜଡିତ ଭୟଙ୍କର ଶବ୍ଦ ହେଲା ଭାଇରାଲ, ସାଧାରଣ ଲୋକଙ୍କ ଲୋମ ଟାଙ୍କୁରି ଦେବ ସାଉଣ୍ଡ

ନୂଆଦିଲ୍ଲୀ: ଗତ ବର୍ଷ ଟାଇଟାନିକ୍ ଧ୍ୱଂସାବଶେଷକୁ ଦେଖିବା ପାଇଁ ଆଟଲାଣ୍ଟିକ୍ ମହାସାଗରରେ ଯାଇଥିବା ଟାଇଟନ୍ ବୁଡ଼ାଜାହାଜ (ସବମର୍ସିବଲ) ବୁଡିଯିବା କାରଣରୁ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଏହି ଦୁର୍ଘଟଣା ସହ ଜଡିତ…

ଆରଜେଡି ବିଧାୟକ ଭରତ ବିନ୍ଦ ଏନଡିଏରେ ସାମିଲ: ବର୍ତ୍ତମାନ ସୁଦ୍ଧା ୫ ଜଣ ବିଧାୟକ ଦଳ ଛାଡ଼ି ସାରିଲେଣି

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ସ୍ଥିତି ସେତିକି ସରଗରମ୍ ହେବାରେ ଲାଗିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୋଟିଏ ପଟେ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ…

ଖରା ଲାଗି ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି

ଭୁୁବନେଶ୍ୱର: ଚଳିତ ବର୍ଷ ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେବ ବୋଲି ପାଣିିପାଗ ବିଭାଗ ସୂଚନା ଦେଇସାରିଛି । ଫେବୃୟାରୀରୁ ଖରାର ପ୍ରକୋପ ଆରମ୍ଭ ହୋଇଯାଇଥିବା ବେଳେ ସମସ୍ତେ ଏହାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ଏହି…

ମନ୍ଦିରରୁ ଆସିଲା ଅଜବ ଶବ୍ଦ, ଦ୍ୱାର ଖୋଲି ଯାହା ଦେଖିଲେ ସେଥିରେ ନିଜ ଆଖିକୁ ବି ବିଶ୍ୱାସ କରିହେବନି

ଗୁରୁଗ୍ରାମ: ଗୁରୁଗ୍ରାମରୁ ଈଶ୍ୱରୀୟ ଲୀଳାର ଏକ ଅଭିନବ ଚିତ୍ର ସାମ୍ନାକୁ ଆସିଛି । ମନ୍ଦିରରେ ଲଡୁ ଗୋପାଳଙ୍କ ଚମତ୍କାରୀ ଲୀଳା ସମସ୍ତଙ୍କୁ ଅଭିଭୂତ କରିଛି । ସାଇବର ସିଟି ଗୁରୁଗ୍ରାମର ଏମଜି ରୋଡ୍ ସ୍ଥିତ ଏସେଲ୍ ଟାୱାରର…

୪୦୦ ଆସନ ଜିତିବା ବିଜେପିର ଲକ୍ଷ୍ୟ: ଲାଗୁ ହୋଇପାରେ ‘ନୋ-ରିପିଟ୍’ ଫର୍ମୂଲା, ୭୦ ଜଣ ସାଂସଦଙ୍କ ଟିକେଟ କଟିପାରେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବାବେଳେ ସେନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ ଦଳ ୩୭୦ଟି ଆସନରେ…

୮୮ ବର୍ଷୀୟ ଧର୍ମେନ୍ଦ୍ରଙ୍କର କ’ଣ ହେଲା କେଜାଣି ଅଧରାତିରେ ଉଠି ଖାଇବାକୁ ଲାଗିଲେ ବାସି ରୁଟି, ଚିନ୍ତାରେ ପଡିଗଲେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍ ହି-ମ୍ୟାନ୍ ଧର୍ମେନ୍ଦ୍ର ଦମଦାର ଆକ୍ଟିଂ ସହିତ ନିଜର ମଜାଳିଆ ସ୍ୱଭାବ ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସେ ସୋସିଆଲ ମିଡିଆରେ ଯେତେବେଳେ ବି କୌଣସି ପୋଷ୍ଟ କରିଥାନ୍ତି ସେଥିରେ ମଜାକ୍…

ଭାରତୀୟ ଯୁବକଙ୍କ ପାଇଁ ଦ୍ୱାର ଖୋଲିଲେ ୧୫ ଟି ଦେଶ : ବିଦେଶରେ ଚାକିରି ପାଇଲେ ୨୬ ହଜାର ଯୁବକ

ନୂଆଦିଲ୍ଲୀ: ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ମିଶନରେ ଦକ୍ଷତା ତାଲିମ ନେଇ ଯୁବକମାନେ ବିଦେଶରେ ଟଙ୍କା ରୋଜଗାର କରୁଛନ୍ତି । ଆନ୍ତର୍ଜାତୀୟ ଭ୍ରମଣର ଏହି ପଦକ୍ଷେପ ଅନୁଯାୟୀ, ଗତ ଦେଢ଼ ବର୍ଷରେ ୨୬ ହଜାରରୁ ଅଧିକ ଯୁବକ…

୨୦ ବର୍ଷର ପ୍ରତୀକ୍ଷାର ଘଟିଲା ଅନ୍ତ, ୨୦୦୨ରୁ ବନ୍ଦ ପଡିଥିବା ଦେଶର ପ୍ରଥମ ସାର କାରଖାନାକୁ ମୋଦୀ ଦେଲେ ନୂଆ ଜୀବନ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଝାଡଖଣ୍ଡ ଗସ୍ତକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହର୍ଲ କାରଖାନାକୁ ନେଇ ହେଉଛି । ୨୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ହର୍ଲ କାରଖାନାକୁ ନୂଆ ଜୀବନ ଦେଇଛନ୍ତି । ୨୦…