Browsing Category

Featured

ସରକାରଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୩୧ ପରେ ମଧ୍ୟ ଏପରି ଚାଉଳ ରପ୍ତାନୀରେ ଜାରି ରହିବ ୨୦ ପ୍ରତିଶତ ଏକ୍ସପୋର୍ଟ ଡ୍ୟୁଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କିଛି ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି । ଏଥିରେ ଆଖୁର କିଣା ମୂଲ୍ୟ ୨୫ ଟଙ୍କା ବଢିବାକୁ ନେଇ ଚାଉଳର ରପ୍ତାନୀ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ୩୧ ମାର୍ଚ୍ଚ ୨୦୨୪ ପରେ…

ସକାଳୁ ଉଠି ଖାଲିପେଟରେ ପିଅନ୍ତୁ ଭୃସଙ୍ଗ ପତ୍ରର ପାଣି, ମିଳିବ ଏହି ଅବିଶ୍ୱସନୀୟ ଫାଇଦା, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ତୁଳସୀ ପରି ପ୍ରତ୍ୟେକଙ୍କ ଘରେ ଅନେକ ଔଷଧୀୟ ବୃକ୍ଷ ରହିଥାଏ । ଯାହା ଆମକୁ ଅନେକ ରୋଗ ବୈରାଗରୁ ରକ୍ଷା କରିଥାଏ । ଏଥି ମଧ୍ୟରୁ ଭୃସଙ୍ଗ ପତ୍ର ଅନ୍ୟତମ । ଏହାକୁ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଇଥାଏ ।…

Breaking ଆକ୍ସନ ମୋଡରେ କମିଶନରେଟ ପୋଲିସ: ମଦ୍ୟପ ଡ୍ରାଇଭରଙ୍କୁ ନିସ୍ତାର ନାହିଁ

ଭୁବନେଶ୍ୱର: ରାଜଧାନୀରୁ କମିବ ହିଟ୍ ଆଣ୍ଡ ରନ୍ ମାମଲା । ମଦ ପିଇ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଉତ୍ପାତ କମାଇବା ପାଇଁ ପଦକ୍ଷେପ ନେଉଛି କମିଶନରେଟ ପୋଲିସ । ରସ୍ତାରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ…

ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ESMA

ଓଡ଼ିଶା ଭାସ୍କର: ରାଜ୍ୟରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା । ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ଲାଗିଲା ଏସ୍‌ମା । ଅତ୍ୟାବଶ୍ୟକ ସେବା ଆଇନ ଏସ୍‌ମା ଲଗାଇଲେ ରାଜ୍ୟ ସରକାର। ଏସ୍‌ମା ଆଗାମୀ…

(Video) “ମୋତେ ଦେଖିବାକୁ ଲୋକମାନେ ଆସୁଛନ୍ତି ,ମୁଁ ସ୍ୱାର୍ଥପର ନୁହେଁ ..ସେଥିପାଇଁ ମୁଁ ଖାଇବାକୁ ଦେଲି”;ରାଣୀ ପଣ୍ଡା

ଭୁବନେଶ୍ୱର: ଦର୍ଶକଙ୍କ ପାଇଁ ରାନୀ ପଣ୍ଡାଙ୍କ ଯାତ୍ରା ଦେଖିବା ସହ ୪୦୦୦ରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କ ପାଇଁ ଖାଦ୍ୟର ଆୟୋଜନ କରିଛନ୍ତି ରାନୀ ପଣ୍ଡା । ଖଣ୍ଡଗିରି ଯାତ୍ରାରେ ଯାହା ଅର୍ଥ ରୋଜଗାର ହେଉଛି ଗରିବ ଅସହାୟ…

ଆଖୁ କ୍ରୟ ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି, କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଖୁ କ୍ରୟ ମୂଲ୍ୟରେ ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଆଖୁ ର ଏଫଆରପି କୁଇଣ୍ଟାଲ ପିଛା ୨୫ ଟଙ୍କା ବୃଦ୍ଧି…

ଖଜୁରୀରେ କ’ଣ ସବୁ ଉପଲବ୍ଧ ଥାଏ ଓ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ…

ଓଡିଶା ଭାସ୍କର: ହଜାର ହଜାର ବର୍ଷ ପୂର୍ବେ ଖଜୁରୀ ଗୁଡ଼ିକରେ ମ୍ୟାଜିକ୍ ଆରୋଗ୍ୟ ଶକ୍ତି ଥିବା ବିଶ୍ୱାସ କରାଯାଉଥିଲା । ଆଉ ଆଜି ସେହି ସୁସ୍ୱାଦୁ ଖଜୁରୀ ସମସ୍ତଙ୍କ ଖାଦ୍ୟରେ ଏକ ମୁଖ୍ୟ ହେବା ଉଚିତ୍ । କେବଳ ଆରୋଗ୍ୟ…

ବସି ବସି ଶୋଇବା ଦ୍ୱାରା ବିଗିଡ଼ିଥାଏ ସ୍ୱାସ୍ଥ୍ୟ, ମୃତ୍ୟୁ ହେବାର ରହିଛି ସମ୍ଭାବନା !

ଅଧିକାଂଶ ସମୟରେ କାମ ବ୍ୟସ୍ତତା ଓ ସମୟର ଅଭାବ ଯୋଗୁଁ ଲୋକମାନେ ବସିବା ଅବସ୍ଥାରେ ଶୋଇପଡ଼ନ୍ତି । ଅଫିସରରେ କାମ ଲୋଡ୍ ଅଧିକ ହେବାରୁ ମଧ୍ୟ ଲୋକମାନେ ଚେୟାରେ ଉପରେ ବସି ବସି ଶୋଇପଡିଥିବାର ମଧ୍ୟ ଦେଖିବାକୁ ମିଳିଥାଏ ।…

IND vs ENG: ବୁମ୍ରାଙ୍କ ବଦଳରେ ଖେଳିବେ ଏହି ବୋଲର; ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ପାଇଁ ସାଜିବେ କାଳ

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ୪୩୪ ରନ୍ ରେ ଇଂଲଣ୍ଡ ଶୋଚନୀୟ ପରାଜୟ ହୋଇଥିଲା। ଏହି ବିଜୟ ପରେ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଭାରତ-ଇଂଲଣ୍ଡ ସିରିଜର…

ଜେଫେରୀର ଭବିଷ୍ୟବାଣୀ :, ୨୦୨୭ ମସିହାରେ ଭାରତ ୫ ଟ୍ରିଲିୟନ ଡଲାର ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ

ଭାରତ ଜିଡିପି: ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହୋଇପାରେ । ଗ୍ଲୋବାଲ୍ ଦଲାଲ୍ ସଂସ୍ଥା ଜେଫେରୀ ଏହି ଦାବି କରିଛି । ଜେଫେରୀ ଏହାର ରିପୋର୍ଟରେ କହିଛି ଯେ, ଅର୍ଥନୈତିକ ଅଭିବୃଦ୍ଧି ହାରରେ ଲଗାତାର…