CHARIDHAM
Browsing Category

Featured

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ

ଓଡ଼ିଶା ଭାସ୍କର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ । ସମାରୋହରେ ପ୍ରଧାନମନ୍ତ୍ରୀ…

ପଇସା ଖର୍ଚ୍ଚକୁ ନେଇ ରହିଛି କି ଏହି ୫ଟି ଖରାପ ଅଭ୍ୟାସ, ବଦଳାଇଦେଲେ ଆପଣ ବି ହୋଇପାରିବେ ଧନୀ

ଓଡ଼ିଶା ଭାସ୍କର: କୌଣସି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିରତା ତାଙ୍କ ଆର୍ଥିକ ବ୍ୟବହାର ଉପରେ ନିର୍ଭର କରିଥାଏ । ଯଦି ଆପଣ ବି ସେହି ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଯିଏ ପଇସା ସଞ୍ଚୟ କରିପାରୁ ନାହାନ୍ତି ଏବଂ କୌଣସି ବଡ ଧରଣର…

ରାଜ୍ୟରେ ଧୀରେଧୀରେ ବଢୁଛି ଥଣ୍ଡା: ୧୫ ଡିଗ୍ରୀ ତଳେ ୨୪ଟି ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଥଣ୍ଡା ଧୀରେଧୀରେ ବଢ଼ିବାରେ ଲାଗିଛି । ୨୪ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । କେନ୍ଦୁଝର ୯ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ ସହସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ…

ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା: ଜାରି ହେଲା Exam Schedule

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି…

ଫାଷ୍ଟାଗ୍ ଲଗାଇବା ପରେ ମଧ୍ୟ ଟୋଲ୍ ପ୍ଲାଜାରେ ଲାଗିପାରେ ପେନାଲ୍ଟି,  ଆପଣ କରନ୍ତୁ ନାହିଁ ଏହି ଭୁଲ 

ନୂଆଦିଲ୍ଲୀ: ଗାଡିରେ ଫାଷ୍ଟାଗ୍ ଇନଷ୍ଟଲ୍ କରିବା ପରେ ମଧ୍ୟ ଟୋଲ୍ ପ୍ଲାଜାରେ ଆପଣଙ୍କ ଉପରେ ପେନାଲ୍ଟୀ ଲାଗିପାରେ । ଯଦିଓ ଏହା ବହୁତ ଅଜବ ଲାଗୁଛି କିନ୍ତୁ ସତ୍ୟ  । କିଛି ଡ୍ରାଇଭର ଫାଷ୍ଟାଗ୍ ପ୍ରୟୋଗ କରିବା ପରେବି…

ଶୀତ ଦିନେ ଏହି ୪ଟି ଉପାୟରେ ଖାଆନ୍ତୁ ହଳଦୀ: ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବ ଦୂର

ଶୀତ ଋତୁରେ ଥଣ୍ଡା, କାଶ ଏବଂ ଫ୍ଲୁ ପରି ୠତୁକାଳୀନ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ସବୁରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟପେୟ ପରିବର୍ତ୍ତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ଦୈନନ୍ଦିନ…

ବିଜେପି ସାଂସଦଙ୍କୁ ନେଇ ଗୃହରେ ଚର୍ଚ୍ଚା, ଅଜଣା ବ୍ୟକ୍ତିକୁ କାବୁ କରି ହେଲେ ‘ହିରୋ ଅଫ୍ ଦି ହାଉସ୍‌’

ନୂଆଦିଲ୍ଲୀ: ଆଜି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ହଠାତ୍ ଚାଲିଆସି ହଙ୍ଗାମା ସୃଷ୍ଟି କରିଥିଲେ । ଏମାନଙ୍କୁ ସୁରକ୍ଷା କର୍ମୀ କାବୁ କରିବାକୁ ଚେଷ୍ଟା…

ଦ୍ରୁତ ଗତିରେ ପହଁରିଥାଏ ‘ବ୍ଲାକ୍ ମର୍ଲିନ୍‌’

‘ବ୍ଲାକ୍ ମର୍ଲିନ୍‌’ ବିଶ୍ୱ ସବୁଠାରୁ ଦ୍ରୁତ ଗତିରେ ପହଁରୁଥିବା ମାଛ । ଏହି ମାଛର ତୀବ୍ରତା ସ୍ପୋର୍ଟ୍ସ କାରକୁ ମଧ୍ୟ ପଛରେ ପକାଇପାରେ । ଏହି ମାଛକୁ Sword fish ସହ ତୁଳନା କରାଯାଇଛି । ଏହି ମାଛର ଥଣ୍ଟ ଖଣ୍ଡା ପରି…

ସଂସଦ ଭବନ ପରିସରରେ ହଙ୍ଗାମା କରିଥିବା ଅଜଣା ବ୍ୟକ୍ତିଙ୍କ ମିଳିଲା ପରିଚୟ, ଜଣେ ମହିଳା ବି ସାମିଲ

ନୂଆଦିଲ୍ଲୀ: ଆଜିର ଦିନରେ ଠିକ୍ ୨୨ ବର୍ଷ ତଳେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା । ଆଜି ପୁଣି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ଚାଲିଆସିବା ୨୨ ବର୍ଷ…

ସଂସଦ ଭବନର ସୁରକ୍ଷା ଅବହେଳା ପାଇଁ ଦାୟୀ କିଏ? ଆଜିକୁ ଠିକ୍ ୨୨ ବର୍ଷ ତଳେ ସହିଦ ହୋଇଥିଲେ ଅନେକ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଆଜି ସଂସଦ ଭବନରେ ଏକ ବଡ଼ ଧରଣର ସୁରକ୍ଷା ଅବହେଳା ଘଟଣା ଦେଖିବାକୁ ମିଳିଛି । ଲୋକସଭାରେ କାର୍ଯ୍ୟ ଚାଲିଥିବା ବେଳେ ଅଚାନକ ଗୃହ ମଧ୍ୟକୁ ଦୁଇଜଣ ଅଜ୍ଞାତ ଯୁବକ ପ୍ରବେଶ କରିଥିଲେ । ଏହି ଘଟଣା ପରେ…