Browsing Category
Featured
GPay ଏବଂ Paytmରେ ମୋବାଇଲ୍ ରିଚାର୍ଜ କରିବା ଆଉ ମାଗଣା ନୁହେଁ, ଆପଣଙ୍କୁ ଏତିକି ଦେବାକୁ ପଡିବ ଅଧିକ ପ୍ଲାଟଫର୍ମ ଚାର୍ଜ
ନୂଆଦିଲ୍ଲୀ: ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଆପ୍ ଭାରତରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏଗୁଡ଼ିକ ହେଉଛି ଦେଶର ପ୍ରମୁଖ UPI ଆପ୍। ଏହି ଆପ୍ସ ମାଧ୍ୟମରେ ଲୋକମାନେ ଭଡା, ବିଲ୍ ପେମେଣ୍ଟ, ଗ୍ୟାସ୍, ଫ୍ଲାଇଟ୍, ବୀମା,…
Ponzi-schemeରେ ବଢିପାରେ ଅଭିନେତା ପ୍ରକାଶ ରାଜଙ୍କ ସମସ୍ୟା, ଜେରା ପାଇଁ ସମନ ପଠାଇଲା ED
ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ଗୁରୁବାର ଦିନ ପୋଞ୍ଜି ଯୋଜନା ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଇଛି। ଏହାପୂର୍ବରୁ ତାମିଲନାଡୁର ତିରୁଚିରାପଲ୍ଲୀରେ ଅବସ୍ଥିତ ପ୍ରଣବ ଜୁଏଲର୍ସ…
ରାହୁଲ ଗାନ୍ଧୀଙ୍କ ଇସି ନୋଟିସକୁ ନେଇ ଏଭଳି କହିଲେ କଂଗ୍ରେସ ସଭାପତି ମଲ୍ଲୀକା ଅର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନ(ଇସି) ଏକ ନୋଟିସ ଜାରି କରିଛନ୍ତି। ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି “ପନୌତି”…
କରୋନା ପରି ଆଉ ହେବନି ଭୁଲ! ଚୀନରେ ବ୍ୟାପୁଥିବା ରହସ୍ୟମୟୀ ରୋଗକୁ ନେଇ ରିପୋର୍ଟ ମାଗିଲା WHO
ନୂଆଦିଲ୍ଲୀ: କରୋନା ପରେ ଚୀନରେ ପୁଣି ଏକ ନୂଆ ରୋଗର ଖବର ଆସୁଛି। ଉତ୍ତର ଚୀନରେ ନିମୋନିଆ ବ୍ୟାପୁଥିବା ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବେଜିଂରୁ ଅଧିକ ରିପୋର୍ଟ ମାଗିଛି। ଏହି ରୋଗ ଦ୍ୱାରା ପିଲାମାନେ ଅଧିକ…
ଆହତଙ୍କୁ ଥାନାରେ ମିଳିଲାନି ନ୍ୟାୟ, ଶେଷରେ ଆମ୍ବୁଲାନ୍ସରେ ପହଞ୍ଚିଲେ ପୋଲିସ କାର୍ଯ୍ୟାଳୟ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀରେ ଆଜି ଦ୍ୱିପ୍ରହରରେ ପୋଲିସ କମିଶନର କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ଏଠାରେ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଆମ୍ବୁଲାନ୍ସରେ ପୋଲିସ ଅଧିକାରୀଙ୍କୁ ଭେଟିବାକୁ ଆସିଛନ୍ତି । ଆହତ…
BIG BREAKING: ପୁଣି ଭାରତ-ଅଷ୍ଟ୍ରେଲିଆ ମୁକାବିଲା, ଟସ ଜିତିଲା ଭାରତ
ଓଡିଶା ଭାସ୍କର; ବିଶ୍ୱକପ ମହାଲଢେଇ ପରେ ଆରମ୍ଭ ହୋଇଛି ଟି-୨୦ ମୁକାବିଲା। ଆଜି ବିଶାଖାପାଟଣାମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଅଷ୍ଟ୍ରେଲିଆ। ତେବେ ପ୍ରଥମେ ଟସ ଜିତି ବୋଲିଂର…
ଶରୀରରେ ଦେଖାଯାଉଛି କି ଏହିସବୁ ସଂକେତ, ତେବେ ଜାଣନ୍ତୁ ଆପଣଙ୍କ କିଡନୀ ଖରାପ ହେବାକୁ ଯାଉଛି
ନୂଆଦିଲ୍ଲୀ: କିଡନୀ ଆମ ଶରୀରର ବହୁତ ଛୋଟ ଅଙ୍ଗ ହୋଇଥାଏ । କିନ୍ତୁ ଆମ ସ୍ୱାସ୍ଥ୍ୟ ଲାଗି ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହା ପ୍ରତି ୩୦ ମିନିଟ୍ରେ ଆମ ଶରୀରରେ ରକ୍ତକୁ ପରିଷ୍କାର କରିଥାଏ । ଏହାଦ୍ୱାରା…
ବିଜେପି ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ଯୋଜନା କରୁଛି; ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଓଡିଶା ଭାସ୍କର; ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ପଛ ଛାଡି ଯାଉନି ବିବାଦ। ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଛନ୍ଦି ହୋଇ…
ଲାଇଭ୍ ଶୋ’ କରୁଥିବା ସମୟରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ, ଗୀଟାର ବଜାଇ ମଞ୍ଚରେ ଗାଉଥିଲେ ଗୀତ
ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଶାନ୍ତ ହେବାର ନାଁ ଧରୁନାହିଁ । ପ୍ରାୟ ୨ ବର୍ଷ ଧରି ଜାରି ରହିଥିବା ଏହି ଯୁଦ୍ଧରେ ଏବେ ଜଣେ ଅଭିନେତ୍ରୀଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣା ଲାଇଭ୍…
(video)ପୋଲିସକୁ ଫୋନ୍ କରି ଜେଲ୍ ଯିବାକୁ କଲେ ଜିଦ୍, କାରଣ ଜାଣିଲେ ଆପଣଙ୍କର ବି ଉଡିଯିବ ହୋସ୍
ଅପରାଧୀ ହେଉ କି ସାଧାରଣ ବ୍ୟକ୍ତି ସମସ୍ତେ ପୋଲିସ ଠାରୁ ଦୂରେଇ ରହିବାକୁ ଚାହାନ୍ତି । ଯଦି ବି ପୋଲିସ କାହାକୁ ଧରିବାକୁ ଯାଏ ତେବେ ସେହି ବ୍ୟକ୍ତି ଦୌଡିବା କିମ୍ବା ଲୁଚିବାକୁ ଚେଷ୍ଟା କରିଥାଏ । କାରଣ କେହି ବି କେବେ…