Browsing Category

Featured

ଭାବିବା ମାତ୍ରେ କାମ କରିବା ଆରମ୍ଭ କରିବ ଇଲେକ୍ଟ୍ରୋନିକ ଡିଭାଇସ : ନ ଛୁଇଁ ଚଲାଇ ପାରିବେ ସ୍ମାର୍ଟ ଫୋନ

ନୂଆଦିଲ୍ଲୀ : ଅନେକ ସମୟରେ ମଣିଷ ଭାବେ କୌଣସି ପ୍ରୟାସ ନକରି ସେ ଭାବୁଥିବା କାମ ଆପେ ଆପେ ହେଇଯାଉ । ଯାହାଫଳରେ ମଣିଷକୁ କଷ୍ଟ କରିବାକୁ ପଡିବ ନାହିଁ । ଏବେ ଏହି ଭାବନା ସତ ହେବାକୁ ଯାଉଛି । ଚିନ୍ତା କରିବା ମାତ୍ରେ…

ସାରା ବିଶ୍ୱରେ ମୋଦୀ ଏତେ ଲୋକପ୍ରିୟ କାହିଁକି? ଜାଣନ୍ତୁ ଏହା ପଛର ୧୦ଟି ବଡ଼ କାରଣ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ବିଶ୍ମର ଜଣେ ଶ୍ରେଷ୍ଠ ରାଜନେତା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ରୁଷିଆ ହେଉ କି ଆମେରିକା, ଜାପାନ ହେଉ କି ଇସ୍ରାଏଲ ସବୁଠି ଶୁଭୁଛି କେବଳ…

ଆଉ ନାହିଁ ପୁରୁଣା ଏବଂ ନୂଆ ପେନସନ୍ ସ୍କିମର ଚିନ୍ତା! ଅବସର ବେଳେ ସରକାରୀ କର୍ମଚାରୀଙ୍କୁ ମିଳିବ ଫିକ୍ସ ପେନସନ୍

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ନୂଆ ପେନସନ ସ୍କିମର ବିରୋଧକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ସରକାରୀ କର୍ମଚାରୀମାନଙ୍କୁ ଅବସର ବେଳେ ଫିକ୍ସ ପେନସନ ଦେବାର ଯୋଜନା ଉପରେ କାମ ଚଳାଇଛନ୍ତି ।…

ବେକରେ ସାପ ଗୁଡାଇ ଶିବ ବେଶ ଧରି ନାଚୁଥିଲେ ଯୁବକ, ବିନ୍ ର ସ୍ୱର ଶୁଣି ଚୋଟ ମାରିଲା ସାପ

ମାଧେପୁରା: ଭଗବାନ ଶିବ ସର୍ବଦା ବେକରେ ବିଷଧର ସାପ ଗୁଡାଇ ହୋଇଥାନ୍ତି । ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ବାହାରିଥିବା ହଳାହଳ ବିଷ ପାନ କରିଥିବାରୁ ସେ ନୀଳକଣ୍ଠ ଭାବରେ ଜଣାଶୁଣା । କିନ୍ତୁ ଶିବଙ୍କୁ ସାପ ଚୋଟ ମାରିବା…

୨୦୦୦ ଟଙ୍କିଆ ନୋଟକୁ ନେଇ ଆସିଲା ବଡ଼ ଖବର: ଏବେ ଆପଣ ଏଠାରେ କରିପାରିବେ ବ୍ୟବହାର !

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ଏବେବି ୨୦୦୦ ଟଙ୍କିଆ ନୋଟ୍ ଅଛି, ତେବେ ଆପଣ ଏହାକୁ ଆମାଜନ ପେ ୱାଲେଟରେ ମଧ୍ୟ ବ୍ୟବହାର କରିପାରିବେ । ଇ-କମର୍ସ କମ୍ପାନୀ ଆମାଜନର ଗ୍ରାହକମାନେ ବର୍ତ୍ତମାନ ଆମାଜନ ପେ ଆକାଉଣ୍ଟକୁ…

ଗରିବ ହେବେ ଉପକୃତ: ରାଜ୍ୟର ବିଭିନ୍ନ ଆହାର କେନ୍ଦ୍ରର ପରିଚାଳନା ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗମନାଗମନର ସୁବିଧା…

ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା କାହିଁକି ରହିଛି ଅଧିକ ? ଜାଣନ୍ତୁ ଉତ୍ତର

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ଅଧିକ ରହିଥାଏ। ଋତୁସ୍ରାବ ବିରତି ପରେ କିଛି ମହିଳାଙ୍କଠାରେ ଏହି ସମସ୍ୟା ପ୍ରାୟତଃ ଅଧିକ ଦେଖାଯାଏ। ୧୫ରୁ ୪୫ ବର୍ଷ ମଧ୍ୟରେ ମହିଳାମାନଙ୍କ ଶରୀରରେ…

ରାତିରେ ଗାଢ ନିଦ ଚାହୁଁଥିଲେ ଏସିର ତାପମାତ୍ରା କେତେ ରଖିଲେ ଆପଣଙ୍କ ପାଇଁ ଭଲ ହେବ ଜାଣି ନିଅନ୍ତୁ

ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ଲାଗି ଏବେ ଘରେ ଘରେ ଏସିର ବ୍ୟବହାର କରାଯାଉଛି । ବିଶେଷକରି ରାତି ସମୟରେ ବିନା ଏସିରେ ତ ଲୋକଙ୍କୁ ନିଦ ହେଉନାହିଁ । ବାସ୍ତବରେ ରୁମ୍ ର ତାପମାତ୍ରା ଆପଣଙ୍କ ନିଦକୁ ସର୍ବାଧିକ ପ୍ରଭାବିତ…

ଗ୍ରାମୀଣ ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବେଦାନ୍ତର ଶୁଭଲକ୍ଷ୍ମୀ କୋଅପରେଟିଭ୍

ଝାରସୁଗୁଡା: ଭାରତର ଆତ୍ମା ରହିଛି ଗ୍ରାମରେ । ଆଉ ଗ୍ରାମର ଛବି ବଦଳାଇବା କ୍ଷେତ୍ରରେ ମହିଳାମାନଙ୍କର ବିଶେଷ ଭୂମିକା ରହିଛି । ଏଣୁ ମହିଳାଙ୍କୁ ସଶକ୍ତିକରଣ ଓ ସବୁ ଦିଗରୁ ସମର୍ଥ କରିବା ଦ୍ୱାରା କେବଳ ପରିବାରର ନୁହେଁ…

ସିଲଭେଷ୍ଟର ଡାକୁନହାଙ୍କ ପରଲୋକ: ଅମୂଲ ବ୍ରାଣ୍ଡର ବିଜ୍ଞାପନ ଗୁରୁ ଆଉ ନାହାନ୍ତି

ନୂଆଦିଲ୍ଲୀ: ଅମୂଲ ପ୍ରଡକ୍ଟ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ପ୍ୟାକେଟରେ ଛପା ଯାଇଥିବା ଅମୂଲ ଗାର୍ଲର ଫଟୋକୁ ଭଲ ଭାବେ ଚିହ୍ନିଥିବେ । ପାଖାପାଖି ୬୦ ବର୍ଷ ପୂର୍ବରୁ ଏହି ବ୍ରାଣ୍ଡର ଶୁଭାରମ୍ଭ କରାଯାଇଥିଲା । ତେବେ…