Browsing Category

Featured

ଲୋକସେବା ଭବନରେ ୨୬୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ; କହିଲେ-୨୦୩୬ ସୁଦ୍ଧା ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢିବା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆୟୋଜିତ ‘ନିଯୁକ୍ତି ପର୍ବ’ କାର୍ଯ୍ୟକ୍ରମରେ ୨ ଶହ ଅଣସ୍ତରି ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ…

ମୁମ୍ବାଇରେ ହୃଦୟ ବିଦାରକ ଘଟଣା: ଚଳନ୍ତା ଅଟୋରେ ପ୍ରେମିକାର ଗଳାକାଟି ହତ୍ୟା କଲା ଯୁବକ

ମୁମ୍ବାଇ: ମୁମ୍ବାଇର ସାକିନାକାରେ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଅଟୋରେ ଜଣେ ଯୁବକ ତାଙ୍କ ପ୍ରେମିକାର ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଏହି ସୂଚନା ଦେଇଛି। ସାକିନାକା…

ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଧ୍ୟାନ ଦିଅନ୍ତୁ ଏହି ୫ଟି କଥା, ନଚେତ ଭୋଗୀପାରନ୍ତି ଅସୁବିଧା

ଭୁବନେଶ୍ୱର: ଓଡ଼ିଶା ତଥା ଉତ୍ତରପ୍ରଦେଶ ଏବଂ ବିହାରରେ ଗ୍ରୀଷ୍ମପ୍ରବାହ ଲାଗି ରହିଛି । ଯେଉଁ କାରଣରୁ ଅଂଶୁଘାତରେ ୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ସମୟ ପୂର୍ବରୁ ଯଦି ଆପଣ ଏଥିପ୍ରତି ଧ୍ୟାନ ନ ଦେବେ ତେବେ ଆପଣ…

ଶରୀର ପାଇଁ ଲାଭଦାୟକ ସାରୁ, ହାଇ ବ୍ଲଡ ପ୍ରେସରକୁ କମ୍‌ କରିବାରେ କରିଥାଏ ସାହାଯ୍ୟ

ସାରୁ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି ନାହିଁ। ହେଲେ ଏହା ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ସାରୁରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଛି। ଏକ କପ୍‌…

ଜୁଲାଇ ୧ ରୁ ଜୋତା, ଚପଲ ପାଇଁ ଲାଗୁ ହେବ ନୂଆ ନିୟମ, ଖରାପ ଗୁଣବତ୍ତା ଥିଲେ ଉତ୍ପାଦ ଓ ଆମଦାନୀ ବନ୍ଦ

ନୂଆଦିଲ୍ଲୀ: ବଡ଼ ଏବଂ ମଧ୍ୟମ ଧରଣର ଉତ୍ପାଦକ ଏବଂ ଜୋତା ଏବଂ ଚପଲ ଉତ୍ପାଦର ସମସ୍ତ ଆମଦାନୀକାରୀଙ୍କୁ ଜୁଲାଇ ୧ ରୁ ୨୪ ଉତ୍ପାଦ ପାଇଁ ବାଧ୍ୟତାମୂଳକ ଗୁଣାତ୍ମକ ମାନ ମାନିବାକୁ ପଡିବ। ଚୀନ୍ ପରି ଦେଶରୁ ଖରାପ ଗୁଣବତ୍ତା…

ରଥଯାତ୍ରା ଅବସରରେ ପୁରୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ

ପୁରୀ: ପବିତ୍ର ପୁରୀ ରଥଯାତ୍ରା-୨୦୨୩ ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ…

ଜାତୀୟ ପେନ୍ସନ୍ ସ୍କିମ୍: PFRDA ଅଧୀନରେ ଆକାଉଣ୍ଟଧାରୀମାନେ ପାଇବେ ନୂତନ ସୁବିଧା

ନୂଆଦିଲ୍ଲୀ: ଜାତୀୟ ପେନ୍ସନ୍ ଯୋଜନା ଅଧୀନରେ ବର୍ତ୍ତମାନ ପେନସନଭୋଗୀଙ୍କ ପାଇଁ ଅନେକ ନୂତନ ସୁବିଧା ବ୍ୟବସ୍ଥା କରାଯାଉଛି। ପେନ୍ସନ୍ ପାଣ୍ଠି ନିୟନ୍ତ୍ରକ PFRDA କହିଛି ଯେ, ଆମେ ଏକ ନୂତନ ସ୍କିମ୍ ଉପରେ କାମ କରୁଛୁ…

ଆସନ୍ତା କାଲି ଅହମ୍ମଦାବାଦରେ ମଧ୍ୟ ପାଳନ ହେବ ରଥଯାତ୍ରା: ପ୍ରଧାନମନ୍ତ୍ରୀ ପଠାଇଲେ ପ୍ରସାଦ, ଗୃହମନ୍ତ୍ରୀ କରିବେ ମଙ୍ଗଳ ଆରତୀ

ଅହମ୍ମଦାବାଦ: ଆସନ୍ତା କଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବ୍ୟତୀତ ରାଜ୍ୟ ଏବଂ ଦେଶ ବାହାରେ ମଧ୍ୟ ମହାପ୍ରଭୁଙ୍କ ଏହି ରଥଯାତ୍ରା ଖୁବ ଆଡମ୍ବର ସହ…

ତମନ୍ନା ଭାଟିଆଙ୍କ ନାମକୁ ନେଇ ୟୁଜର୍ସ କଲେ କମେଣ୍ଟ, ବିଜୟ ଭର୍ମା ଦେଲେ ଏହି ଉତ୍ତର

ନୂଆଦିଲ୍ଲୀ: ଅଭିନେତା ବିଜୟ ଭର୍ମା ଏବଂ ଅଭିନେତ୍ରୀ ତମନ୍ନା ଭାଟିଆ ଆଜିକାଲି ସେମାନଙ୍କ ସମ୍ପର୍କ ଏବଂ ଆଗାମୀ ପ୍ରକଳ୍ପ ବିଷୟରେ ଆଲୋଚନା କରୁଛନ୍ତି। ତାଙ୍କର ୱେବ୍ ସୋ 'ଲଷ୍ଟ ଷ୍ଟୋରୀ ୨' କିଛି ଦିନ ମଧ୍ୟରେ OTT କୁ…

Video: କେଦାରନାଥର ଗର୍ଭଗୃହରେ ମହିଳା ଉଡାଇଲେ ନୋଟ, ମନ୍ଦିର ସମିତି ତଦନ୍ତ ପାଇଁ ଦେଲେ ଆଦେଶ

ନୂଆଦିଲ୍ଲୀ: କେଦାରନାଥ ମନ୍ଦିରର ଗର୍ଭଗୃହରେ ନୋଟ ଉଡାଉଥିବା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେଣୁ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତିର ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ସୋମବାର ଦିନ ଏହି ସମ୍ବନ୍ଧରେ…