fbpx
BJD SKY
BJD SKY
Browsing Category

Featured

କଏଦୀମାନେ ହେବେ Radio Jockey: ରାଜ୍ୟର ଦୁଇଟି ଜେଲରେ ଖୋଲିବ FM Radio ଷ୍ଟେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କଏଦୀମାନେ ହେବେ ରେଡିଓ ଜକି । ରାଜ୍ୟର ଚୌଦ୍ୱାର ସର୍କଲ ଜେଲ ଓ ଭୁବନେଶ୍ୱର ସ୍ୱତନ୍ତ୍ର ଜେଲରେ ଖୁବଶୀଘ୍ର ଖୋଲିବ ଏଫଏମ ଷ୍ଟେସନ । କଏଦୀମାନେ ନିଜର କଳାକୌଶଳ ମାଧ୍ୟମରେ ସେମାନଙ୍କର…

Traffic Rulesରେ ଆସିଲା ବଡ ପରିବର୍ତ୍ତନ: କ୍ୟାବ-ଅଟୋ ବୁକିଂ ବାତିଲ କଲେ ଦେବେ ଜରିମାନା

ତାମିଲନାଡୁ: ଆଜିକାଲିର ଡିଜିଟାଲ ଦୁନିଆରେ ଓଲା-ୟୁବର ଭଳି କିଛି ଟ୍ରାନ୍ସପୋର୍ଟିଂ କମ୍ପାନୀର ଚାହିଦା ବେଶ ବୃଦ୍ଧି ପାଇଛି । ସହର ଭିତରର କୌଣସି ଅଞ୍ଚଳକୁ ଯିବା ପାଇଁ ହେଲେ କ୍ୟାବ-ଅଟୋ ଇତ୍ୟାଦିର ବହୁଳ ବ୍ୟବହାର…

DRDO ପକ୍ଷରୁ ବାହାରିଲା ୧୦୬୧ଟି ପଦବୀ

ନୂଆଦିଲ୍ଳୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଆସିଛି ଏକ ବଡ଼ ନିଯୁକ୍ତି ନିଯୋଗ । ୧୦୬୧ଟି ପଦବୀରେ ନିଯୁକ୍ତି ପାଇଁ ଆସିଛି…

କରୋନା ପଜିଟିଭ ହେଲେ ଅଷ୍ଟ୍ରେଲିଆର ଆଉ ଜଣେ ଖେଳାଳି: ଇଂଲଣ୍ଡ ବିପକ୍ଷରେ ଖେଳିବା ନେଇ ପ୍ରଶ୍ନବାଚୀ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ଦ୍ୱିତୀୟ ଖେଳାଳିଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ୱିକେଟ କିପର ମାଥ୍ୟୁ ୱେଡ । ତେଣୁ ସେ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି ।…

ଚୀନର ବୁହାନ ସହରରୁ ଜନ୍ମ ନେଇଥିଲା କରୋନା: ୩ ବର୍ଷ ପରେ ପୁଣି ଥରେ ଲାଗୁହେଲା ଲକଡାଉନ୍

ନୂଆଦିଲ୍ଲୀ: ୨୦୧୯ ମସିହାରେ ବିଶ୍ୱର କରୋନା ମାମଲା ଚୀନର ବୁହାନ ସହରରୁ ଆସିଥିଲା । ତେବେ ପୁଣି ଥରେ ସେଠାରୁ କିଛି ମାମଲା ସାମ୍ନାକୁ ଆସିଛି । ୨୦ରୁ ୨୫ ମାମଲା ଚିହ୍ନଟ ହେବା ପରେ ବୁହାନ ସହରରେ ଲକଡାଉନ ଲାଗୁ…

୧୩୦୦ରୁ ଅଧିକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ସହ ସ୍ୱିଗିର ସମ୍ପର୍କ: ବ୍ୟବସାୟକୁ କରୁଛି ଲାଭବାନ

ଭୁବନେଶ୍ୱର: ଆଜିକାଲି ଲୋକମାନେ ବିଭିନ୍ନ କାମ ପାଇଁ ଅନଲା?ଇନ ସେବା ଉପରେ ନିର୍ଭର କରାୁଛନ୍ତି । ବିଶେଷ କରି ସପିଙ୍ଗ ଏବଂ ଫୁଡିଙ୍ଗରେ ବିଭିନ୍ନ ଅନଲାଇନ ଆପ ବ୍ୟବହାର କରୁଛଥିବାର ଦେଖାଯାଉଛି । ଅନଲାଇନରେ ଖାଦ୍ୟ ଅର୍ଡ଼ର…

Twitterର ନୂଆ ମାଲିକ ଏଲନ ମସ୍କ: କମ୍ପାନୀରୁ ବିଦାହେଲେ CEO ଓ CFO

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରର ନୂଆ ମାଲିକ ବନିଛନ୍ତି ଏଲନ ମସ୍କ । ତେବେ ଟ୍ୱିଟର ନିଜ ହାତକୁ ଆସୁଆସୁ ଏଲନ କମ୍ପାନୀର କିଛି ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଦେଇଛନ୍ତି । ଟ୍ୱିଟର ସିଇଓ…

ଯୌନ ଜୀବନକୁ ପ୍ରଭାବିତ କରୁଛି କି ଆସ୍ଥମା ? ଜାଣନ୍ତୁ ଏହାର କାରଣ ଏବଂ ପ୍ରତିଷେଧକ ବ୍ୟବସ୍ଥା

ବଢୁଥିବା ବାୟୁ ପ୍ରଦୁଷଣ ସାଧାରଣ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ସ୍ୱାସ ସମ୍ବନ୍ଧୀୟ ସମସ୍ୟାରେ ଜଡ଼ିତ ଲୋକାମାନଙ୍କୁ ପାଇଁ ଏହା ଆହୁର ଭୟଙ୍କର ହୋଇପାରେ। କାରଣ କୌଣସି ପ୍ରକାର ପ୍ରଦୁଷଣ କିମ୍ବା ଧୁଳି କଣା…

(Video) ଗୋଟିଏ ହାତରେ ଏକା ସାଙ୍ଗରେ କରିଦେଲେ ୧୫ ଜଣ ମହାପୁରୁଷଙ୍କ ଚିତ୍ର: ଯୁବତୀ ଭାଙ୍ଗିଲେ ସବୁ ରେକର୍ଡ

ନୂଆଦିଲ୍ଲୀ: ଆମ ଚାରିପାଖରେ ଅନେକ ଲୋକ ଭିନ୍ନ ଭିନ୍ନ ଟାଲେଣ୍ଟର ଅଧିକାରୀ ହୋଇଥାନ୍ତି । ତେବେ ସୋସିଆଲ ମିଡିଆ ଏବେ ଏହି ବ୍ୟକ୍ତି ଏବଂ ସେମାନଙ୍କ ଟାଲେଣ୍ଟକୁ ଲୋକଲାଚନରେ ଆଣିବାର ମାଧ୍ୟମ ପାଲଟିଛି । ଏହାମଧ୍ୟରେ ଜଣେ…

(Video) ପୂଣ୍ୟ କରିବା ପାଇଁ ନେମାଳ ଯାଉଛି ମାଙ୍କଡ: ଯାହା କେବେ କରିନି ମଣିଷ ତାହା କରି ଦେଲା ପଶୁ଼

ଶ୍ରୀକ୍ଷେତ୍ରରୁ କଟକ ଜିଲ୍ଲା ଅଚ୍ୟୁତାନନ୍ଦଙ୍କ ପୀଠ ନେମାଳ । ଦୁରତା ହେବ ୧୨୦ କିଲୋ ମିଟରରୁ ଅଧିକ । ଡେଇଁ ଡେଇଁ ନୁହେଁ, ମଣିଷଙ୍କ ଭଳି ଚାଲି ଚାଲି ଅଚ୍ୟୁତାନନ୍ଦଙ୍କ ପୀଠକୁ ଯାଉଛି ବୁଢ଼ା ପାତି ମାଙ୍କଡ଼ । ସେଠାରେ…