fbpx
Browsing Category

Featured

ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜ୍ୟର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଗୋଟିଚାଳନା ଆରମ୍ଭ ହୋଇଯାଇଛି । କଳେବଳେ କୌଶଳେ ଧାମନଗର ହାତେଇବାକୁ ତିନି ଦଳ…

NTPCରେ ବାହାରିଲା ୮୦୦ ପଦବୀ, ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଆ ସୁଯୋଗ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଏଥିରେ ଚାକିରି…

ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ,

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏ ନିର୍ବାଚନ ନେଇ ପୁରୀରେ ବୈଠକ ଶେଷ ହୋଇଥିବା ବେଳେ ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ…

ରାଶିଫଳ(ଶନିବାର,୧୫ ଅକ୍ଟୋବର,୨୦୨୨)

ମେଷ - ଆଜି ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରି ପାରିବେ ନାହିଁ । ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାନ୍ତୁ, ଅବଶ୍ୟ ଆଶା ପୂରଣ ହୋଇଯିବ, ଏଥିରେ ଆଦୌ…

ଧାମନଗର ଉପନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୩ ତାରିଖରେ ଅନୁଷ୍ଠିତ ହେବ ଧାମନଗର ଉପନିର୍ବାଚନ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା…

Big Breaking: ତୁର୍କୀରେ ଭୟଙ୍କର ବିସ୍ଫୋରଣ; ଦୁର୍ଘଟଣା ୨୫ ମୃତ ୨୦ ଗୁରୁତର

ଅଙ୍କାରା :ଶୁକ୍ରବାର ବିଳମ୍ବିତ ରାତିରେ ତୁର୍କୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ତୁର୍କୀର ଏକ କୋଇଲା ଖଣିରେ ବ୍ୟାପକ ବିସ୍ଫୋରଣରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶହଜାର ଖଣି ରେ ବର୍ତ୍ତମାନ ଫସି…

U-17 ମହିଳା ବିଶ୍ୱକପ: ମରୋକୋଠାରୁ ୩-୦ ଗୋଲରେ ହାରି କ୍ୱାର୍ଟର ଫାଇନାଲ ଦୌଡରୁ ବାଦ୍ ପଡିଲା ଭାରତ

ଭୁବନେଶ୍ୱର:୧୭ ବର୍ଷରୁ କମ୍ ମହିଳା ବିଶ୍ୱକପରେ ପୁଣି ପରାଜୟର ସମ୍ମୁଖୀନ ହେଲା ଭାରତୀୟ ଟିମ। ଆଜି ଆମେରିକା ବିପକ୍ଷ ମ୍ୟାଚ ତୁଳନାରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମରୋକୋଠାରୁ ୩-୦ ଗୋଲରେ ପରାଜୟର ସାମ୍ନା କରିଛି…

ରାଜ୍ୟ ସରକାର କଲେ ବଡ଼ ଘୋଷଣା: ପରିବାରରେ ୪ ରୁ ଅଧିକ ପିଲା ଥିଲେ ପାଇବେ ନାହିଁ ଏସବୁ ସୁବିଧା

ନୂଆଦିଲ୍ଲୀ: ୪ ରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ସୁବିଧା। ଏଭଳି ଯୁଗାନ୍ତକାରୀ ନିଷ୍ପତି ନେଇଛନ୍ତି ମଣିପୁର ସରକାର। ସରକାରୀ ଚାକିରୀ କିମ୍ବା ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଗୋଟିଏ ପରିବାରର ପିଲାଙ୍କ…

ଦୀପାବଳିରେ ଯାତ୍ରୀଙ୍କୁ ମାଗଣାରେ ମିଳିବ ଖାଦ୍ୟ: ଭାରତୀୟ ରେଲୱେର ନୂଆ ଉପହାର

ନୂଆଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ଯାତ୍ରୀମାନଙ୍କୁ ଧମାକାଦାର ଉପହାର ପ୍ଲାନ କରିଛି ଇଣ୍ଡିଆନ ରେଲୱେ । ଏଣିକି ଟ୍ରେନରେ ଆପଣଙ୍କୁ ମିଳିବ ମାଗଣା ଖାଦ୍ୟ । ଯାତ୍ରା ସମୟରେ ଟ୍ରେନରେ ଖାଦ୍ୟ ପାଇଁ ଦେବାକୁ ପଡିବନି…

Video: କଲେଜ ଛାତ୍ରୀଙ୍କୁ ଅସଦାଚରଣ, ଅଟୋ ରିକ୍ସାରେ ଘୋଷାଡ଼ି ନିର୍ଯାତନା ଦେଲେ ଡ୍ରାଇଭର

ମହାରାଷ୍ଟ୍ର: ମରିଗଲା ମାନବିକତା, କଲେଜ ଛାତ୍ରୀଙ୍କୁ ରାସ୍ତା ମଝିରେ ଘୋଷାଡ଼ି ଘୋଷାଡ଼ି ନିର୍ଯାତନା ଦେଲା ଅଟୋ ଡ୍ରାଇଭର। ମାଟିରେ ମିଶିଗଲା ନାରୀର ଇଜ୍ଜତ ଆଉ ମା'ର ସମ୍ମାନ। ଏଭଳି ଏକ ହୃଦୟ ବିଦାରକ ଜଘନ୍ୟ କାଣ୍ଡ ଘଟିଛି…