Browsing Category

Featured

ସାବଧାନ୍! ପରିଚୟ ଲୁଚାଇ ବିବାହ କରିବା ଆଇନ ଅନୁସାରେ ଅପରାଧ: ଅମିତ ଶାହ

ନୂଆଦିଲ୍ଲୀ: ପରିଚୟ ଲୁଚାଇ କୌଣସି ମହିଳାଙ୍କୁ ବିବାହ କରିବା ଏବେ ପଡ଼ିବ ମହଙ୍ଗା । ପଦୋନ୍ନତି ଏବଂ ରୋଜାଗରର ମିଛ ପ୍ରତିଶ୍ରୁତି କରି ଯୌନ ସମ୍ବନ୍ଧ ରଖିବା ମଧ୍ୟ ଏକ ବଡ଼ ଅପରାଧ ହେବ ବୋଲି କହିଛନ୍ତି କେନ୍ଦ୍ର…

୭୨୭୬ ଡାକ୍ତର ପଦବୀ ପାଇଁ ଓପିଏସସିର ବିଜ୍ଞପ୍ତି : ତୁରନ୍ତ କରନ୍ତୁ ଆବେଦନ

କଟକ : ରାଜ୍ୟରେ ମୋଟ ୭୨୭୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଆବେଦନପତ୍ର ଆହ୍ୱାନ କରାଯାଇଛି । ଚଳିତ ମାସ ୧୮ ତାରିଖରୁ ଆବେଦନ…

‘ହର ଘର ତିରଙ୍ଗା’ ଅଭିଯାନ: ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ଯାଏଁ ସମଗ୍ର ଦେଶରେ ଆରମ୍ଭ ହେଉଛି ହର ଘର ତ୍ରୀରଙ୍ଗା ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା ମାନଙ୍କୁ ଏହି…

ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଏବେ ରଶ୍ମିକା : କହିଲେ ମୁଁ ବାହା ହେଇଛି ……..

ନୂଆଦିଲ୍ଲୀ : ରଶ୍ମିକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଚର୍ଚ୍ଚାକୁ ଆସିଛନ୍ତି । ଶାରଭାନ୍ ଶାହାଙ୍କ ଦ୍ୱାରା ନିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରା ଯାଇଥିଲା । ରଶ୍ମିକା…

ଗଜରାଜ୍ୟ ଆଜି ଗଜଶୂନ୍ୟ! ୧୨ ବର୍ଷରେ ୯୫୪ଟି ହାତୀଙ୍କ ମୃତ୍ୟୁ: ଆଜି ହେଉଛି ବିଶ୍ୱ ହାତୀ ଦିବସ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ହସ୍ତୀ ଦିବସ । ପ୍ରତିବର୍ଷ ଅଗଷ୍ଟ ମାସ ୧୨ ତାରିଖଟିକୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଇଥାଏ । ପରିବେଶ ସନ୍ତୁଳନରେ ଏହି ବୃହତ୍ ବନ୍ୟ ପ୍ରାଣୀଟି ପ୍ରମୁଖ ଭୂମିକା ନେଇଥାଏ ।…

ସ୍କୁଲରେ ବ୍ୟାପୁଛି ଝାଡ଼ାବାନ୍ତି: ୮୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁରର ଜାବାହାରଲାଲ ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡ଼ାବାନ୍ତିର ଆତଙ୍କ । ଅନେକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍…

ନାଇଜର ହିଂସା: ଯଥାଶୀଘ୍ର ସ୍ୱଦେଶ ଫେରି ଆସିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ…

ହଜିଯାଇଛି ବର୍ଷା, ଝାଉଁଳିଲାଣି ତଳ; ଉତ୍ତରକୁ ଘୁଞ୍ଚିଯାଇଛି ନିମ୍ନ ଚାପରେଖା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ନିଷ୍କ୍ରିୟ ହୋଇପଡିଛି। ଆକାଶରୁ ବର୍ଷା ଗାଏବ ହୋଇଯାଇଛି। ଅଗଷ୍ଟ ମାସର ପ୍ରଥମ ସପ୍ତାହରେ ବର୍ଷା ବିତ୍ପାତ ଓ ବନ୍ୟା ଡର ପରେ ହଜିଯାଇଛି ବର୍ଷା। ମୌସୁମୀରେ ଟାଇଁଟାଇଁ ଖରା। ପ୍ରବଳ ଗରମ ସହ…

ଗାଈଗୋରୁଙ୍କୁ ଏଣେତେଣେ ଛାଡିଲେ ମାଲିକଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଡିଶା ଭାସ୍କର; ନୂଆ ନୂଆ ଢଙ୍ଗରେ ନୂଆ ନୂଆ ଗାଇଡ଼ଲାଇନ ପ୍ରସ୍ତୁତ କରୁଛି ଭୁବନେଶ୍ୱର ମହାନଗର ନିଗମ ବା ବିଏମସି । ଘରୁ କିମ୍ୱା ଅଫିସରୁ ମଶା ବାହାରିଲେ ଫାଇନ କଟାଯିବ ବୋଲି ଗତକାଲି ଏକ ଅଭିନବ ପଦକ୍ଷେପ ଗ୍ରହଣ…

ଶହୀଦ ସୁଶାନ୍ତ ଖୁଣ୍ଟିଆଙ୍କୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର; ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହୀଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ । ଏନେଇ ନେଇ ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…