Browsing Category
Featured
କ୍ଷୀର ସହ ଫଳ ମିଶାଇ ଖାଇବା ଠିକ ନା ଭୁଲ ? ଆସନ୍ତୁ ଜାଣିବା
ଭୁବନେଶ୍ୱର : ଯେତେବେଳେ ଆପଣ ଫଳକୁ କ୍ଷୀର ସହ ମିଶାନ୍ତି ସେତେବେଳେ କିଛି କେମିଲାଲ ରିଆକ୍ସନ ହୋଇଥାଏ । ଏପରିସ୍ଥିତିରେ ଶରୀରରେ ସାଇଡ ଇଫେକ୍ଟସ ହେବାର ସମ୍ଭାବନା ରହିଥାଏ । ମିଳିଥିବା ଏକ ରିପୋର୍ଟ ଅନୁସାରେ ଫଳ ଏବଂ…
ପ୍ରଥମେ ସାଇକେଲ କିଣିବା ଲାଗି ବ୍ୟାଙ୍କରୁ ନେଇଥିଲେ ଲୋନ୍, ଏବେ ଟ୍ରେନ୍ କିଣିବାକୁ ମାଗୁଛନ୍ତି ୩୦୦ କୋଟି
ନୂଆଦିଲ୍ଲୀ: ପ୍ରାୟ ସମୟରେ ବ୍ୟାଙ୍କ ଗ୍ରାହକମାନେ ଲୋନ୍ ଲାଗି ବ୍ୟାଙ୍କକୁ କଲ୍ କରିଥାନ୍ତି । ଲୋନ୍ ନେବା ଲାଗି ବ୍ୟାଙ୍କ ଗ୍ରାହକକୁ ବହୁୁ ଲୋଭନୀୟ କଥାସବୁ କହିଥାଏ । ଏହାକୁ ନେଇ ବହୁ ଗ୍ରାହକ ବ୍ୟାଙ୍କ ବାଲାଙ୍କ ଉପରେ…
ପଶ୍ଚିମବଙ୍ଗ ଲୋକେ ମମତା ବାନାର୍ଜୀଙ୍କୁ କାହିଁକି ଦେବେ ଝଟକା? ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ NDAକୁ ମିଳିବ ଏତିକି ଆସନ: ସର୍ଭେରୁ ଖୁଲାସା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି । ଏନଡିଏର ମିଳିତତା ମଞ୍ଚ ପ୍ରତିଯୋଗୀତାକୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଏଥର ନୂଆ ଫର୍ମୁଲା ‘ଇଣ୍ଡିଆ’ ମିଳିତତା ସହିତ…
ପାରିବାରିକ କଳହର କରୁଣ ପରିଣତି : ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଲା ପିଶାଚ ବାପା
ନୂଆପଡା : ପିଶାଚ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ଘଟିଛି ଏପରି ଅଘଟଣା । ଏମିତି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅର…
ଦିନସାରା ହାଇ ଆସୁଛି କି ? ଏହି ଶାରୀରିକ ସମସ୍ୟାର ହୋଇପାରେ ସଙ୍କେତ
ହାଇ ମାରିବା, ଥକ୍କାପଣ କିମ୍ବା ବିରକ୍ତ ଅନୁଭବ କରିବାର ଏକ ସାଧାରଣ ଲକ୍ଷଣ । ସାଉଥ୍ କାରୋଲିନାର ମେଡିକାଲ୍ ୟୁନିଭରସିଟି ଅନୁଯାୟୀ, କେତେକ ହରମୋନ ଯୋଗୁଁ ହାଇ ଆସିଥାଏ, ଯାହାକି ହାର୍ଟ ରେଟ୍ ଓ ଆଲର୍ଟନେସକୁ କିଛି ସମୟ…
X ସହିତ ଏଲନ ମସ୍କଙ୍କର କାହିଁକି ଏତେ ନିବିଡତା, କମ୍ପାନୀ ବ୍ୟତିତ ପିଲାଙ୍କ ନାମରେ ବି ରହିଛି X , କ’ଣ ଏହା ପଛର କାରଣ ଆସନ୍ତୁ ଜାଣିବା
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରର ଲୋଗୋ ବଦଳାଇ ଇଂରାଜୀ ଅକ୍ଷର ଏକ୍ସ କରି ଦେଇଛନ୍ତି । ଲୋକଙ୍କୁ ଏହା ଏକ ଅଚାନକ ପରିବର୍ତ୍ତନ ବୋଲି ଲାଗୁଥିଲେ ମଧ୍ୟ ପ୍ରକୃତରେ ଘଟଣା ଏହା ନୁହେଁ । ଯଦି…
ହସ୍ପିଟାଲରେ ଟଙ୍କା ବାନ୍ତି କଲେ ତହସିଲଦାର, ଗିରଫଦାରୀ ଏଡାଇବାକୁ ଭୟରେ ଗିଳିଦେଇଥିଲେ ୫୦୦୦ ଟଙ୍କା
କଟନୀ: ମଧ୍ୟପ୍ରଦେଶ କଟନୀ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ତହସିଲଦାର ଲାଞ୍ଚ ଟଙ୍କାକୁ ପାଟିରେ ପରାଇ ଗିଳି ଦେଇଛନ୍ତି । କୁହାଯାଉଛି ଏହି ତହସିଲଦାରଙ୍କୁ ଲୋକାୟୁକ୍ତ ଟିମ୍…
କରଦାତାଙ୍କ ପାଇଁ ଖୁସିଖବର! ଏବେ ଫୋନପେରେ ଭରି ପାରିବେ ଇନକମ ଟ୍ୟାକ୍ସ, ଜାଣିନିଅନ୍ତୁ ପୁରା ପ୍ରୋସେସ
ନୂଆଦିଲ୍ଲୀ : ଗତବର୍ଷ ୨୦୨୨-୨୦୨୩ ଏବଂ ମୂଲ୍ୟଙ୍କନ ବର୍ଷ ୨୦୨୩-୨୦୨୪ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଶେଷ ତାରିଖ ପାଖେଇ ଆସିଲାଣି । ଇନକମ ଟ୍ୟାକ୍ସ ବିଭାଗ ବାରମ୍ବାର ଲୋକଙ୍କୁ ଡେଡଲାଇନ ଭିତରେ ଆଇଟୀଆର…
ଇ-ମେଲ୍ ମାଧ୍ୟମରେ ଲୁଟି ନେଲେ ୨୨ ଲକ୍ଷ, ଆପଣ କରନ୍ତୁ ନାହିିଁ ଏପରିି ଭୁଲ୍
ନୂଆଦିଲ୍ଲୀ: ଲୋକମାନେ ଇମେଲ୍ ର ବ୍ୟବହାର କୌଣସି ଫର୍ମାଲ କିମ୍ବା ଅଫିସିଆଲ କାମ ପାଇଁ କରିଥାନ୍ତି । କିନ୍ତୁ ସାଇବର ଅପରାଧୀମାନେ ଏହି ଇମେଲ୍ କୁ ବି ଛାଡି ନାହାନ୍ତି । ମହାରାଷ୍ଟ୍ର ପୁଣେରେ ଏକ ନୂଆ ମାମଲା ସାମ୍ନାକୁ…
ଆୟକର ବିଭାଗ ଏହି କାରଣରୁ ଦେଇସାରିଲାଣି ୧ଲକ୍ଷ ଲୋକଙ୍କୁ ନୋଟିସ୍, ଅର୍ଥ ମନ୍ତ୍ରୀ ଦେଲେ ସୂଚନା
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସୂଚନା ଦେଇଛନ୍ତି ଯେ, ଆୟକର ବିଭାଗ ଏକ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ଆୟକର ନୋଟିସ ଜାରି କରିଛି। ଆଇଟିଆର ଦାଖଲ ନକରିବା ଏବଂ ଭୁଲ ଆୟ ସୂଚନା ପ୍ରଦାନ ହେତୁ…