Browsing Category
Featured
ବିକ୍ରି ହେଲେନି ଅର୍ଜୁନ ତେନ୍ଦୁଲକର, ୧୩ ବର୍ଷୀୟ ବୈଭବ ସୂର୍ୟ୍ୟବଂଶୀ ହେଲେ IPLର ସର୍ବକନିଷ୍ଠ ଖେଳାଳି
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ୨୪ ଏବଂ ୨୫ ନଭେମ୍ବରରେ ସାଉଦି ଆରବରରେ ଅନୁଷ୍ଠିତ ହୋଇଛି । ଏଥିରେ ୧୩ ବର୍ଷ ବୟସ୍କା ବୈଭବ ସୂର୍ୟ୍ୟବଂଶୀ ଆଲୋଡ଼ନ…
ଦଳ ଛାଡିଲେ ୪ ବିଜେଡି ନେତା, BJPରେ ହେଲେ ସାମିଲ
ମାଲକାନଗିରି: ମାଲାକନଗିରି ଜିଲାର ୪ଜଣ ବିଜେଡି ନେତା ଦଳ ଛାଡି ଭାଜପାରେ ସାମିଲ ହୋଇଛନ୍ତି। ବିଜେଡି ନେତା ତଥା ପରାମର୍ଶଦାତା କେଶବ ଚନ୍ଦ୍ର ନାୟକ, ବିଜେଡିର ପୂର୍ବତନ ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ହିମାଂଶୁ ସାମଲ,…
PAN 2.0 ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ: ନୂଆ ପ୍ୟାନ୍ କାର୍ଡରେ ରହିବ QR Code
ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ଥାୟୀ ଖାତା ସଂଖ୍ୟା ବା ପ୍ୟାନକୁ ସମ୍ପୂର୍ଣ୍ଣ ଭାବେ ଉନ୍ନତ ଧରଣର କରିବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ୟାନ୍ କାର୍ଡର ସୁରକ୍ଷା ଓ ଏହା ସମ୍ବନ୍ଧିତ ସ୍ଥାୟୀ ସମାଧାନ ପାଇଁ…
ସ୍ୱୟଂ ଶିବ ସୃଷ୍ଟି କରିଥିଲେ ଏହି ଜ୍ୟୋତିଷ ବିଦ୍ୟା: ଗଣନା ପାଇଁ ଜାତକ ନୁହେଁ, ବ୍ୟବହାର ହୁଏ ପସା, ଜାଣନ୍ତୁ ଏହା ପଛର କାହାଣୀ
ଓଡ଼ିଶା ଭାସ୍କର: ପୂର୍ବରୁ ଆମେ ଟିଭି କିମ୍ବା ସିନେମାରେ ଅନେକ ଜିନିଷକୁ କାଳ୍ପନିକ ଭାବରେ ଦେଖାଯାଇଥାଏ। ସେଥିମଧ୍ୟରୁ ପସା ଖେଳ ବି ରହିଛି। କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ପସା ଖେଳକୁ ନେଇ ଜ୍ୟୋତିଷ ବିଦ୍ୟା ରହିଛି,…
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ। ଓଡିଶାର ଜନସାଧାରଣଙ୍କ ଧାର୍ମିକ ଓ ଆଧ୍ୟାତ୍ମିକ ଚେତନାରେ ଏହା ଏକ ପ୍ରମୁଖ ତୀର୍ଥ କ୍ଷେତ୍ର । ମହାଭାରତ,…
ମେଡ଼ିସିନ ଖାଇବା ପରେ ବି ଭଲ ହେଉନି କି କାଶ ? ତେବେ ଆପଣାନ୍ତୁ ଏହି ଉପାୟ
ପରିବର୍ତ୍ତିତ ବାୟୁମଣ୍ଡଳ ସହ ପାଣିପାଗରେ ମଧ୍ୟ ସମୟେ ସମୟେ ହଠାତ୍ ପରିବର୍ତ୍ତନ ଆସେ। ତେବେ ଏହି ସମୟରେ ଅଧିକାଂଶ ଲୋକଙ୍କ ଦେହ ଖରାପ ହେବା ସହ ଶୁଖିଲା କାଶ ହେବାର ଦେଖାଯାଏ। ତାପମାତ୍ରାରେ ପରିବର୍ତ୍ତନ ତଥା ଇନଫେକ୍ସନ…
ଖଲିକୋଟ ବିଧାୟକଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଅଟୋକୁ କାର ଧକ୍କା ଦେବାରୁ ଦୁଇଜଣ ଆହତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ଗଞ୍ଜାମ ଜିଲ୍ଲା ଖଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧା…
ଆଇପିଏଲ ମେଗା ଅକ୍ସନ ୨୦୨୫ Live: ଭୁବନେଶ୍ୱର କୁମାର ଓ ଦୀପକ ଚହରଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ମେଗା ଅକ୍ସନ ୨୦୨୫ର ପ୍ରଥମ ଦିନରେ ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲଙ୍କ ପରି ଖେଳାଳିମାନେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ପନ୍ତଙ୍କୁ ଲକ୍ଷ୍ନୌ ୨୭…
ସୁଭଦ୍ରା ଟଙ୍କା ଆସିନଥିଲେ Tension ନାହିଁ, ବ୍ୟାଙ୍କ ମିତ୍ର ଆସି ସଜାଡିବେ ଖାତା, ଲିଙ୍କ କରିବେ ଆଧାର
ଭୁବନେଶ୍ୱର- ଗତକାଲି ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଯୋଗାଇ ଦେଇଛନ୍ତି । ତଥାପି ଅନେକ ଏହି ଯୋଜନାରୁ ବଞ୍ଚିତ ହୋଇ ନିରୁତ୍ସାହିତ…
ଅଣ୍ଡର-୧୯ ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପରେ ଓଡ଼ିଶାକୁ ସ୍ୱର୍ଣ୍ଣ: କମାଲ କଲେ ଓଡ଼ିଆ ଝିଅ ବିଶାଖା ଟୋପ୍ପୋ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା କ୍ଷେତ୍ରରେ ପୁଣି ଥରେ ଏକ ବଡ଼ ସୁନାମ ଆଣିଛି ଓଡ଼ିଶା । ୪୭ତମ ଜାତୀୟ କନିଷ୍ଠ (ଅଣ୍ଡର-୧୯) ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ମିଳିଛି ସ୍ୱର୍ଣ୍ଣ ପଦକ । ବାଳିକା ଏକକରେ…