Browsing Category

Featured

ରଥଯାତ୍ରା ପାଇଁ ନୋ ଟେନସନ: ପୁରୀକୁ ଗଡ଼ିବ ୨୧୦ ସ୍ୱତନ୍ତ୍ର ଟ୍ରେନ୍, ସମନ୍ୱୟ ବୈଠକରେ ନିଷ୍ପତ୍ତି

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରୁ ପୁରୀ ପ୍ରଶାସନ ଚଳଚଞ୍ଚଳ ରହିଛି । ରଥଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁରୀରେ ଶନିବାର ଦିନ ବସିଥିଲା ଦ୍ୱିତୀୟ ସମନ୍ୱୟ…

ଖରାଦିନେ ନିଶ୍ଚିତ ଖାଆନ୍ତୁ ଜହ୍ନି, ଜାଣନ୍ତୁ ଏଥିରେ ଲୁଚି ରହିଥିବା ଫାଇଦା

ନୂଆଦିଲ୍ଲୀ: ଖରାଦିନେ ଅନ୍ୟ ଏକ ମୌସୁମୀ ପରିବା ହେଉଛି ଜହ୍ନୀ । ଆମ ଓଡିଆମାନେ ଏହାକୁ ନିଜ ବାରିରେ ଲଗାଇଥାନ୍ତି । ତେବେ ଏହି ଜହ୍ନୀକୁ ବହୁ ଲୋକ ଅଛନ୍ତି ଯେଉଁମାନେ ଜହ୍ନୀକୁ ପସନ୍ଦ କରନ୍ତି ନାହିଁ । ଏହି ପରିବା…

DMD ରୋଗୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: DMD ବା ଡକ୍‌‌ନେ ମସ୍କ୍ୟୁଲାର୍‌‌ ଡେଷ୍ଟ୍ରୋଫି ରୋଗୀଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ୟ ସରକାର। ଏଣିକି ଡିଏମ୍‌‌ଡି ଆକ୍ରାନ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଡିଏମ୍‌‌ଡି ହେଉଛି ଏକ…

ଖୁସି ଖବର; ଓଡିଶା ସରକାରଙ୍କ ନୂଆ Sofware: ଓଡିଆ ଟାଇପିଙ୍ଗ ପାଇଁ ‘ଆମ ଲିପି’ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଆ ଭାଷା ଏବଂ ଓଡିଶାବାସୀଙ୍କ ପାଇଁ ରାଜ୍ୟ ସରକାର ଆଣୁଛନ୍ତି ଏକ ଗୌରବର ମୁହୂର୍ତ୍ତ । ଏଣିକି କମ୍ପ୍ୟୁଟର ବି ବୁଝି ପାରିବ ଆମର ଓଡିଆ ଭାଷା । ଟାଇପିଙ୍ଗ ଶିଖି ନଥିବା ବ୍ୟକ୍ତି ମଧ୍ୟ ଅତି ସହଜରେ ଓଡିଆରେ…

ପୁଅର ସମ୍ପତ୍ତି ଉପରେ ମା’ର ଅଧିକ ହକ୍ ନା ସ୍ତ୍ରୀର ? କିପରି ହେବ ବଣ୍ଟନ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ : ବ୍ୟକ୍ତି ଜୀବିତ ଥିବାବେଳେ ତାଙ୍କ ସମ୍ପତ୍ତି ବଣ୍ଟନ ହୋଇଗଲେ କିଛି ଅସୁବିଧା ହୋଇନଥାଏ । କିନ୍ତୁ କିନ୍ତୁ ଅନେକ ଥର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପାରିବାରିକ ବିବାଦ ଦେଖିବାକୁ ମିଳିଥାଏ । ପିତାଙ୍କ…

ମେ’ ତୃତୀୟ ସପ୍ତାହରେ ଆସିପାରେ ମାଟ୍ରିକ ରେଜଲ୍ଟ: ଗଣଶିକ୍ଷା ବିଭାଗ ସୂଚନା

ଭୁବନେଶ୍ୱର: ମେ' ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ ଫଳାଫଳ । ଏହାପରେ ମେ' ଶେଷ ସପ୍ତାହରେ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । ତେବେ ଏ ନେଇ ତାରିଖ ଘୋଷଣା ହୋଇ…

IPL-2023ରେ ଆଉ ଖେଳିବେନି ରୋହିତ ଶର୍ମା! ପ୍ଲେଅଫ୍ ପୂର୍ବରୁ ମୁମ୍ବାଇକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୩ରେ ପୁଣିଥରେ ନିଜ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ପର୍ଯ୍ୟାୟରେ ବିଫଳ ହେଉଥିବା ଦଳ ବର୍ତ୍ତମାନ ବିଜୟ ଦିଗରେ ବଢି ଚାଲିଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି…

ୟୁଟ୍ୟୁବ୍, ଆମାଜନ୍, ଫ୍ଲିପକାର୍ଡରୁ ଘରେ ବସି କମାଇ ପାରିବେ ଅଧିକ ଟଙ୍କା….

ନୂଆଦିଲ୍ଲୀ : ଯେତେବେଳେ ଖର୍ଚ୍ଚ ବଢିଥାଏ ସେତେବେଳେ ରୋଜଗାର ମଧ୍ୟ ବଢାଇବାକୁ ପଡିଥାଏ । କୌଣସି ଗୋଟିଏ କାମ କରି ଆବଶ୍ୟକତା ପୂରଣ ହୋଇନଥାଏ । ତେଣୁ ଅଧିକ ଆୟର ଉତ୍ସ ଖୋଜିବାକୁ ପଡିଥାଏ । ବାହାରେ ନ ଖୋଜି ଘରେ ବସି…

ରାଶିଫଳ(ରବିବାର,୦୭ ମେ,୨୦୨୩)

ମେଷ: ଆଜି ଆପଣଙ୍କୁ କୌଣସି ପ୍ରକାରେ ସମ୍ମାନିତ କରାଯିବାର ସମ୍ଭାବନା ଅଛି । ଆଜି ପତ୍ନୀଙ୍କ ପକ୍ଷରୁ ଉତ୍ତମ ସହଯୋଗ ପ୍ରାପ୍ତ ହୋଇପାରେ । ରାତ୍ରି ସମୟ ଆମୋଦ-ପ୍ରମୋଦରେ ବିତିବ । ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ…

ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପର୍ସରେ ରଖନ୍ତୁ ଏହିସବୁ ଜିନିଷ !

ବାସ୍ତୁଶାସ୍ତ୍ର ଅନୁଯାୟୀ କେତୋଟି ସରଳ ଉପାୟକୁ ମାନି ଚଳିଲେ ଘରେ ଧନଧାନ୍ୟର ଅଭାର ଆଦୌ ହୋଇନଥାଏ। ବ୍ୟବହାର କରୁଥିବା ପର୍ସ ବା ବ୍ୟାଗରେ ଏହିସବୁ ଜିନିଷକୁ ସ୍ଥାନ ଦେଲେ ଅର୍ଥାଭାବ ଦେଖାଯାଏ ନାହିଁ ବୋଲି ବସ୍ତୁବିଦ…