Browsing Category

Featured

Video: ସ୍କୁଲ ପ୍ରୋଗ୍ରାମରେ ଡ୍ୟାନ୍ସ ଭୁଲିଗଲା ଝିଅ, ଦୂରରେ ବସିଥିବା ବାପା ଏପରି ଶିଖାଇଲେ ଷ୍ଟେପ

ନୂଆଦିଲ୍ଲୀ: ପୃଥିବୀରେ ଜଣେ ବାପା ଏବଂ ଝିଅ ମଧ୍ୟରେ ଥିବା ସଂପର୍କ ସବୁଠାରୁ ନିଆରା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ସୁପର କ୍ୟୁଟ ବାଲା ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି…

ଭୂକମ୍ପ ଧ୍ୱଂସାବଶେଷରେ ଜନ୍ମ ହେଲା ଶିଶୁ ; ୩୦ ଘଣ୍ଟା ପରେ ନାଭି କଟାଯାଇ ସୁରକ୍ଷିତ ବାହାରିଲା

ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୭୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ହଜାରରୁ ଅଧିକ ଆହତ ହୋଇଛନ୍ତି । ଭାରତ ସମେତ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଏ ମଧ୍ୟରେ ଅନେକ…

ରାଶିଫଳ(ବୁଧବାର,୦୮ ଫେବୃଆରୀ,୨୦୨୩)

ମେଷ - ପାରିବାରିକ ଜୀବନରେ ଭୁଲ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଭଲ ରହିବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର…

Repo Rate ବଢ଼ାଇଲା RBI: କାର ଓ ହୋମ୍ ଲୋନ୍ ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ: ଦେଶ ଜନତାଙ୍କୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛି । ତେବେ ଆରବିଆଇର ଏହି ଘୋଷଣା ଫଳରେ ଗ୍ରାହକଙ୍କ ପାଇଁ ଏଣିକି କାର ଓ ହୋମ ଲୋନ…

ମେହେନ୍ଦୀ ଲଗାଇଲେ ହୋଇପାରେ ଅପସ୍ମାର ରୋଗ: ମସ୍ତିଷ୍କ ସହିତ ଏହାର କି ସମ୍ପର୍କ, ହାତ ଗୋଡ଼ ଥରି ଉଠିବ, ଜିଭ କାମୁଡ଼ିଦେବେ, ତଳେ ପଡ଼ିଯିବେ

ନୂଆଦିଲ୍ଲୀ: ବ୍ରେନ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ ହୋଇଥିବା ବେଳେ ଏହା ଆମ ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ । ଏହି ସମସ୍ତ କାର୍ଯ୍ୟ ମସ୍ତିଷ୍କରେ ଥିବା କୋଷିକା ମାଧ୍ୟମରେ ହୋଇଥାଏ । ଏହି କୋଷିକାଗୁଡ଼ିକ…

ଭୁବନେଶ୍ୱର-ପୁରୀ ଚାଲିବ ମେଟ୍ରୋ ଟ୍ରେନ୍! ଦୁଇ ଦିନ ମଧ୍ୟରେ ହେବ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱରରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦୌଡ଼ିବ ମେଟ୍ରୋ ଟ୍ରେନ । ଏହି ଯୋଜନାର ଆଲୋଚନା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ…

ଏହି ଉପାୟ କରିବା ଦ୍ୱାରା ହୁଏ ପ୍ରେମ ବିବାହ, ଜାଣନ୍ତୁ କଣ କହୁଛି ଜ୍ୟେତିଷଶାସ୍ତ୍ର

ପ୍ରେମ ବିବାହ ରାଶିଫଳର ସପ୍ତମ ଘର ସହିତ ଜଡିତ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ସାପଟେମ ତୃତୀୟ, ପଞ୍ଚମ, ନବମ, ଏକାଦାଶି ଏବଂ ଦ୍ୱାଦଶ ଘର ସହିତ ସାକ୍ଷାତ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କ ରାଶିଫଳରେ ପ୍ରେମ…

Zoomରୁ ଛଟେଇ ହେବେ ୧୩୦୦ କର୍ମଚାରୀ, ଆର୍ଥିକ ମାନ୍ଦାବସ୍ଥା ପାଇଁ କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ତେଣୁ ଏହାର ଭୟଙ୍କର ପ୍ରଭାବ ଟେକ ଜଗତକୁ ଗ୍ରାସ କରିଛି । ଏହା ମଧ୍ୟରେ ଫେସବୁକ, ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ ପରି ବିଶ୍ୱର ବଡ଼ ବଡ଼…

BSFରେ ଖାଲି ଅଛି ୧୪୧୦ଟି ପଦବୀ: ଦଶମ ଓ ITI ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର । ସୀମା ସୁରକ୍ଷା ବଳ (ବିଏସଏଫ) ମହାନିର୍ଦ୍ଦେଶକଙ୍କ ତରଫରୁ ୧୪୧୦ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ (ଟ୍ରେଡସମ୍ୟାନ) ପଦରେ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ‘ମୋ ସରକାର’ ଅଧିନକୁ ଗଲା ଆଉଟସୋର୍ସିଂ ସଂସ୍ଥା, ଉପକୃତ ହେବେ ଲକ୍ଷ ଲକ୍ଷ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଆଉଟସୋର୍ସିଂ ସଂସ୍ଥାମାନଙ୍କରେ ବହୁ ସଂଖ୍ୟକ କର୍ମଚାରୀମାନେ କାର୍ଯ୍ୟ କରୁଛନ୍ତି । ତେବେ ଏପରି ଲକ୍ଷାଧିକ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି…