fbpx
Browsing Category

Featured

ଚୀନକୁ ଭାରତୀୟଙ୍କ ଡାଟା ଶେୟାର କରୁଛି Paytm, ଅଭିଯୋଗକୁ ଖଣ୍ଡନ କଲା କମ୍ପାନୀ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ନେଇ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଚୀନର ସଂସ୍ଥା ସହିତ ପେଟିଏମ ଭାରତୀୟ କଷ୍ଟମରଙ୍କ ଡାଟା ଶେୟାର କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି…

ଉଜ୍ଜ୍ୱଳା ଅଧିନରେ ହୋଲିରେ ମିଳିବ ମାଗଣା ସିଲିଣ୍ଡର: ୧.୬୫ କୋଟି ପରିବାର ପାଇବେ ଲାଭ

ନୂଆଦିଲ୍ଲୀ: ଉଜ୍ଜ୍ୱଳା ଯୋଜନା ଅଧିନରେ ଚଳିତବର୍ଷ ହୋଲିରେ ପ୍ରଥମ ମାଗଣା ସିଲିଣ୍ଡର ଯୋଗାଇବେ ଉତ୍ତରପ୍ରଦେଶ ସରକାର । ଖାଦ୍ୟ ଓ ଯୋଗାଣ ବିଭାଗ ହୋଲିରେ ଗ୍ୟାସ ସିଲିଣ୍ଡର ଯୋଗାଇବାକୁ ସରକାର ପ୍ରସ୍ତାବ ଦେଇଛି । ରାଜ୍ୟରେ…

ଅଧିବେଶନ ପୂର୍ବରୁ ସମସ୍ତଙ୍କ ହେବ କୋଭିଡ୍ ଟେଷ୍ଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବିଧାନସଭା ସର୍ବଦଳୀୟ ବୈଠକ ଆୟୋଜିତ ହୋଇଯାଇଛି । ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଚଳିତ ଥର…

ଚିରାଚରିତ ରାଜନୀତିର ବିଚାରଧାରାକୁ ବଦଳାଇବୁ: ବନ୍ଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ବର୍ତ୍ତମାନ ରାଜ୍ୟର ନିର୍ବାଚନ ମହଲ ସରଗରମ୍ ରହିଛି । ରାଜ୍ୟର ତିନି ପ୍ରମୁଖ ରାଜନୈତିକଳ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରଚାର ଚଳାଇଥିବା ବେଳେ…

‘ହିଜାବ ଇସଲାମିକ ପରମ୍ପରାର ଅଂଶ ବିଶେଷ ନୁହେଁ’, ଜାଣନ୍ତୁ କର୍ଣ୍ଣାଟକ ହାଇକୋର୍ଟଙ୍କ ପ୍ରତି ପ୍ରଶ୍ନର ଜବାବ

ବେଙ୍ଗାଲୁରୁ: ହିଜାବ ବିବାଦ ଉପରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି। ହାଇକୋର୍ଟ ଛାତ୍ରୀଙ୍କ ଆବେଦନ ଅଗ୍ରାହ୍ୟ କରି ଦେଇଛନ୍ତି ଏବଂ କହିଛନ୍ତି ହିଜାବ ଇସଲାମ ଧର୍ମର ଅଂଶ ବିଶେଷ ନୁହେଁ।…

BJDରୁ ରବୀନ୍ଦ୍ର ଦାସ ନିଲମ୍ବିତ: ଦଳରୁ ବାହାର କଲେ ନବୀନ ପଟ୍ଟନାୟକ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରବୀନ୍ଦ୍ର କୁମାର ଦାସ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ…

ୟୁକ୍ରେନ ଯୁଦ୍ଧ ପଡ଼ିବ ମହଙ୍ଗା: ଭାଙ୍ଗିଯିବ ଶକ୍ତିଶାଳୀ ରୁଷର ମେରୁଦଣ୍ଡ, ଦେଶ ଚାଲିଯିବ ୧୦୦ ବର୍ଷ ପଛକୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଛି । ତେବେ ନିଜର ଆତ୍ମସମ୍ମାନକୁ ନଜରରେ ରଖି ଦୁଇ ରାଷ୍ଟ୍ର ଉପରକୁ ଫୁଟାଣି ମାରୁଥିଲେ ହେଁ ଭିତରେ କିନ୍ତୁ ପୂରାପୂରି…

ତାମିଲ ଗୀତରେ ଝୁମିଲେ ସଟଲ୍ କୁଇନ୍ ସିନ୍ଧୁ: ଏମିତି ପ୍ରଶଂସା କଲେ ଇନଷ୍ଟା ୟୁଜର

ନୂଆଦିଲ୍ଲୀ: ଏକମାତ୍ର ଭାରତୀୟ ମହିଳା ଭାବରେ ଦୁଇ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିଥିବା ପିଭି ସିନ୍ଧୁ ପୁଣି ଥରେ ଚର୍ଚ୍ଚାରେ । ତେବେ ନିଜ ଖେଳ ପାଇଁ ନୁହେଁ ବରଂ ଇନଷ୍ଟାଗ୍ରାମରେ ରିଲ୍ ବନାଇବାକୁ ନେଇ ଚର୍ଚ୍ଚାରେ…

ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣା: ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ, ଆମେରିକା ଦେଲା ଏପରି ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର ମିସାଇଲ ପଡିବା ଘଟଣାରେ ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବିବୃତ୍ତି ରଖିଛନ୍ତି । ଭୁଲବଶତଃ ଏଭଳି ଅଘଟଣ ଘଟିଥିବା ରାଜନାଥ କହିଛନ୍ତି । ତାଙ୍କ କହିବା…

କର୍ଣ୍ଣାଟକର ଅନେକ ସହରରେ ୧୪୪ ଧାରା ଲାଗୁ, ମୁଖ୍ୟମନ୍ତ୍ରୀ କହିଲେ- କୋର୍ଟଙ୍କ ଆଦେଶର ପାଳନ କରନ୍ତୁ

ବେଙ୍ଗାଲୁରୁ: ସ୍କୁଲ-କଲେଜରେ ମୁସଲିମ ଛାତ୍ରୀଙ୍କ ହିଜାବ ପିନ୍ଧିବା ବିବାଦ ଉପରେ  ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କୋର୍ଟ ହିଜାବ ବିବାଦରେ ଆବେଦନକୁ ଖାରଜ କରିଛନ୍ତି ଏବଂ କହିଛନ୍ତି ହିଜାବ ଧର୍ମର…