Browsing Category
Featured
ରାଜନୀତିକ ଚାନ୍ଦା ଉପରେ ନିର୍ବାଚନ ଆୟୋଗଙ୍କ ଅଙ୍କୁଶ: ନଗଦ ଉପରେ ରହିବ ନିୟନ୍ତ୍ରଣ
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କ ପାଇଁ ନଗଦ ଚାନ୍ଦାର ସୀମା ୨୦ ହଜାର ଟଙ୍କାରୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହା ସହ ସମୁଦାୟ ନଗଦ ସୀମା ୨୦ ପ୍ରତିଶତ କିମ୍ବା ୨୦ କୋଟି ଟଙ୍କା…
ଜାତୀୟ ରାଜପଥରେ ଓଲଟିଲା ଟୁରିଷ୍ଟ ବସ୍: ୧୯ ଆହତ
ଯାଜୁପର: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିଲା ଯାତ୍ରୀବାହୀ ଟୁରିଷ୍ଟ ବସ୍ । ୟୁପିର ଏକ ଘରୋଇ ବସ୍ ୮୦ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ।…
କମ୍ ମୂଲ୍ୟରେ Jio ଆଣିଲା ଜବରଦସ୍ତ ପ୍ଲାନ୍! ବର୍ଷ ସାରା ମିଳିବ ଅନଲିମିଟେଡ କଲିଂ ଓ ଡାଟା
ନୂଆଦିଲ୍ଲୀ: ଜିଓ କମ୍ ମୂଲ୍ୟରେ ଅଧିକ ଲାଭ ପ୍ରଦାନକାରୀ ଅଫର ଦେଉଛି । ଜିଓଙ୍କର ଏପରି ଅନେକ ଜବରଦସ୍ତ ପ୍ଲାନ ରହିଛି, ଯାହା ଏୟାରଟେଲ ଏବଂ ଭିଆଇ ଅପେକ୍ଷା ସାନଦାର ରହିଛି । ଆଜି ଆମେ ଆପଣଙ୍କୁ ଜିଓର ବର୍ଷା ଦାରା…
ସ୍କୁଲ ଉପରେ ଆର୍ମି ହେଲିକପ୍ଟରର ଏୟାର ଷ୍ଟ୍ରାଇକ୍: ୭ ଶିଶୁ ସହିତ ୧୩ ମୃତ, ଅନେକ ଗୁରୁତର
ମିଆଁମାର: ମିଆଁମାରର ଏକ ସ୍କୁଲ ଏବଂ ଗାଁ ଉପରେ ସେନାର ହେଲିକପ୍ଟର ଆକ୍ରମଣ କରିଛି । ଏହି ଆକ୍ରମଣରେ ୭ ପିଲାଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ସ୍କୁଲ ପ୍ରଶାସକ ଏବଂ ଜଣେ…
ଦାଦାବଟି ରୋକିବାକୁ କମିଶନରେଟ୍ ପୋଲିସର ତତ୍ପରତା: ଡିସିପି କହିଲେ ହ୍ୱାଟ୍ସଆପ୍ ରେ ଜଣାନ୍ତୁ ଅଭିଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା । ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ତରଫରୁ ଅନେକ ପଦକ୍ଷେପ ନିଆଯାଉଛି ।
ଏହିକ୍ରମରେ ଭୁବନେଶ୍ୱରରେ…
ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ, ବରଂ ସନ୍ତାନ ଜନ୍ମ କରିବା ପାଇଁ: ଜାଣନ୍ତୁ କାହିଁକି ଏଭଳି ଟିପ୍ପଣୀ ଦେଲେ ହାଇକୋର୍ଟ
ନୂଆଦିଲ୍ଲୀ: ବିବାହ ଏବଂ ସନ୍ତାନର ଲାଳନପାଳନକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ଼ ଟିପ୍ପଣୀ କରିଛନ୍ତି । ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହମାନେ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହା ମୁଖ୍ୟ ଭାବରେ…
ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣା: ସିଲ୍ ହେଲା ଲକ୍ଷ୍ୟ ଫାଉଣ୍ଡେସନ
ଭୁବନେଶ୍ୱର : ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ନିର୍ଯାତନା ଘଟଣାରେ ନିଆଯାଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ଯାଁଳା ସ୍ଥିତ ନିଶା ନିବାରଣ କେନ୍ଦ୍ର ସିଲ୍ ହୋଇଥିବା ଜଣାପଡିଛି । ଲକ୍ଷ୍ୟ ଫାଉଣ୍ଡେସନକୁ…
୨ ଦିନ ପରେ ବନ୍ଦ ହୋଇଯିବ ଏହି ବ୍ୟାଙ୍କ: କୌଣସି ଗ୍ରାହକ ଉଠାଇପାରିବେନି ଟଙ୍କା, RBIର ବଡ଼ ସୂଚନା
ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଦ୍ୱାରା ସୂଚନା ଦିଆଯାଇଛି ଯେ, ଦୁଇ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨…
୫୯ ବର୍ଷ ପରେ ହେବାକୁ ଯାଉଛି ଦୁର୍ଲଭ ସଂଯୋଗ: ୫ଟି ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବ ଲକ୍ଷ୍ମୀଙ୍କ କୃପା,ଜାଣନ୍ତୁ ଆପଣଙ୍କ ଭାଗ୍ୟ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନକ୍ଷତ୍ର ସେମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେକ ରାଶି ଉପରେ ପ୍ରଭାବ ପକାଇଥାଏ । ତେବେ ଆଗକୁ ନବରାତ୍ରୀ ଥିବାବେଳେ ଏହା…
ସେହି ଘାତକ ବିଷ: ଯାହା ଯୁବକଙ୍କୁ ବି କିଛି ଘଣ୍ଟାରେ କରିଦିଏ ୧୦୦ ବର୍ଷର ବୁଢ଼ା, ହୋଇଥାଏ ଅକାଳ ମୃତ୍ୟୁ
ନୂଆଦିଲ୍ଲୀ: ପୋଲେନିୟମ ଏକ ଦୁର୍ଲଭ ରାସାୟନିକ ବିଷ ଅଟେ । ଏହି ଅତ୍ୟଧିକ ରେଡିଓଆକ୍ଟିଭ ରାସାୟନିକ ତତ୍ତ୍ୱ ଶ୍ରେଣୀରେ ଜଣାଯାଏ । ଯାହାକୁ ରସାୟନ ବିଜ୍ଞାନ ଭାଷାରେ ପୋ ଚିହ୍ନ ଦ୍ୱାରା ଦର୍ଶାଯାଇଥାଏ । ଏହାର ପରମାଣୁ…