Browsing Category

Featured

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଓ ଆସନ୍ତାକାଲି ପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳର ୫.୮କି.ମି. ଉଚ୍ଚତା ଯାଏ ବ୍ୟାପିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ…

ଜାଣନ୍ତୁ କେଉଁ ଉପାୟ ଆପଣାଇଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ରହୁ। ବାସ୍ତୁ ଶାସ୍ତ୍ରରେ ଏପରି ବହୁ ଉପାୟ ଅଛି ଯାହାକୁ ଆପଣେଇ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ…

ଅପଗ୍ରେଡ୍ ହେବ ୧୪ ହଜାର ସ୍କୁଲ: ପିଏମ୍-ଶ୍ରୀସ୍କୁଲ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଅପଗ୍ରେଡ୍ ହେବ କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟ । ପିଏମ୍-ଶ୍ରୀସ୍କୁଲ୍ ଯୋଜନାରେ ଏହି ସବୁ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯିବ । ଏନେଇ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି…

ଜିଭର ରଙ୍ଗ ଦେଇଥାଏ ସ୍ୱାସ୍ଥ୍ୟ ସହ ଜଡ଼ିତ ଅନେକ ସଙ୍କେତ

ସାଧାରଣତଃ ସଭିଏଁ ଜିଭ କାରଣରୁ ସମସ୍ତ ପ୍ରକାର ଖାଦ୍ୟର ସ୍ୱାଦ ଜାଣିପାରନ୍ତି । ମାତ୍ର ଜିଭ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ରହସ୍ୟ ମଧ୍ୟ ଜଣାପଡିଥାଏ । ଏହା ଖୁବକାମ ଲୋକେ ଜାଣିଥିବେ ଜିଭ ସ୍ୱାସ୍ଥ୍ୟ ସହ ଜଡିତ ଅନେକ…

ବର୍ଷା-ଅନୁଭବ ବିବାଦ: ହାଇକୋର୍ଟରୁ ପିଟିସନ୍ ପ୍ରତ୍ୟାହାର କଲେ ବର୍ଷା

କଟକ(ଭାସ୍କର ନ୍ୟୁଜ୍): ସାଂସଦ ଅନୁଭବ ମହାନ୍ତି -ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବିବାହ ବିଚ୍ଛେଦ ମାମଲାରେ ଅନୁଭବଙ୍କ…

ରାଶିଫଳ(ଗୁରୁବାର,୦୮ ସେପ୍ଟେମ୍ବର,୨୦୨୨)

ମେଷ - ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବା ସହ ବ୍ୟବସାୟରେ ଭଲ ଲାଭହେବ ଓ ଋଣରୁ ମୁକ୍ତି ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ଗୃହୋପକରଣ କ୍ରୟ…

ସମଗ୍ର ବେଙ୍ଗାଲୁରୁ ବନ୍ୟାରେ ବୁଡ଼ିନାହିଁ: ସହରର ଅଧିକାଂଶ ସ୍ଥାନ ସାଧାରଣ ରହିଛି, ନେଟିଜେନ୍ସ ଶେୟାର କଲେ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବେଙ୍ଗାଲୁରୁରେ ଭୟଙ୍କର ବନ୍ୟାର ପ୍ରକୋପ ଦେଖିବାକୁ ମିଳିଛି । ସହରର ରାସ୍ତା, ଆପାର୍ଟମେଣ୍ଟ ଜଳମଗ୍ନ ଅବସ୍ଥାରେ ରହିଥିବା ବେଳେ ଟ୍ରାକ୍ସର, ଏକ୍ସାଭେଟର ସବୁ ରାସ୍ତାରେ ବୁଡ଼ି ରହିଛି ।…

Google ଦେଉଛି ୨୫ ଲକ୍ଷ ପୁରସ୍କାର ଜିତିବାର ସୁଯୋଗ, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଟଙ୍କା ପଛରେ ପାଗଳ । ଆପଣ ଯଦି ଘରେ ବସି ନିଜର ବୁଦ୍ଧି ପ୍ରୟୋଗ କରି ରାତାରାତି ଲକ୍ଷ ଲକ୍ଷ ଟଙ୍କା ଇନକମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଗୁଗଲ…

ଶିକ୍ଷକଙ୍କ ବଦଳି ଆବେଦନ ଜାଲିଆତି ପର୍ଦ୍ଦାଫାଶ କରିବ ସ୍ୱାସ୍ଥ୍ୟ ବିଭାଗ, ରିପୋର୍ଟ ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ମେଡିକାଲ ବୋର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଅନେକ ସମୟରେ ଶିକ୍ଷକମାନେ ଟର୍ମିନାଲ ଇଲନେସ ବା ଦୂରାରୋଗ୍ୟ ଅସୁସ୍ଥତା ଆଳରେ ବଦଳି ଆବେଦନ କରିଥାନ୍ତି । ରୋଗ…

Odisha Juggernautsକୁ ୨ କୋଟି ପୁରସ୍କାର: ରାଜ୍ୟରେ ପ୍ରତିଷ୍ଠା ହେବ ଖୋ ଖୋ ଷ୍ଟାଡିୟମ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ପୁଣେଠାରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଥିଲା । ଫାଇନାଲରେ ତେଲୁଗୁ ଯୋଦ୍ଧାକୁ ୪୬-୪୫ ପଏଣ୍ଟରେ ପରାସ୍ତ କରିଥିଲା ଓଡ଼ିଶା…