Browsing Category

Featured

ଦୁନିଆର ଦ୍ଵିତୀୟ ବିତ୍ତଶାଳୀ ବ୍ୟକ୍ତି ହେବାର ନିକଟତର ଗୌତମ ଅଦାନୀ

ନୂଆଦିଲ୍ଲୀ: ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ ଅଦାନୀ । ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଏବେ ତାଙ୍କର ନଜର…

ଡାଇବେଟିସ ରୋଗୀ କମଳା ଖାଇବା ଦ୍ୱାରା କେଉଁ କ୍ଷତି ହୋଇଥାଏ; ଜାଣନ୍ତୁ …

ଓଡିଶା ଭାଷ୍କର : ସବୁ ଠାରୁ ମୂଲ୍ୟବାନ ସମ୍ପଦ ହେଉଛି ସ୍ୱାସ୍ଥ୍ୟ। ଶୀତର ଆଗମନ ସହିତ ‘କମଳା’ ପରି କିଛି ଆନନ୍ଦଦାୟକ ଏବଂ ସୁସ୍ଥତା ଫଳ ଦେଖିବାକୁ ମିଳେ। ତେବେ ଏହା ଦେହ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଏହାକୁ…

ସିଟ ବେଲ୍ଟ ନ ବାନ୍ଧିଲେ ଇନ୍ସୁରାନ୍ସ କ୍ଲେମ ଖାରଜ! ଜାଣନ୍ତୁ କ’ଣ ରହିଛି ପ୍ରକୃତ ସତ୍ୟ

ନୂଆଦିଲ୍ଲୀ: ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ସିଟ ବେଲ୍ଟକୁ ନେଇ ଆସୁଛି ନୂଆ ନିୟମ । ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ପରେ ଏ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।…

OPSC ପକ୍ଷରୁ ବାହାରିଲା ୪୭ଟି ପଦବୀ, ବିଜ୍ଞାପନ ପଢ଼ି ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦବୀ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଅନଲାଇନରେ…

ଅଟୋ ଦେଖେଇ କାର ଲୁଟୁଥିଲେ ଚୋର ଆଉ ଚୋରି ଟଙ୍କାରେ ୩ସ୍ତ୍ରୀଙ୍କ ସହ କରୁଥିଲା

ଓଡିଶା ଭାଷ୍କର: ଧରାଡିଲା ଭାରତର ସବୁଠୁ ବଡ କାର୍ ଚୋର। ଦର୍ଶକ ବନ୍ଧୁ ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ । କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇିଯିବେ । ଦର୍ଶକବନ୍ଧୁ ଆପଣମାନେ ବହୁ କାର୍ ଚୋରଙ୍କ ବିଷୟରେ…

Asia Cup: ହେବନି ଭାରତ-ପାକିସ୍ତାନ ମ୍ୟାଚ୍! ଫାଇନାଲ ପାଇଁ ଏହି ଦୁଇ ଟିମ ପ୍ରବଳ ଦାବିଦାର

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଆସିଛି ଏକ ନୂଆ ଟ୍ୱିଷ୍ଟ । ଡ୍ରିମ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଉଭୟଙ୍କ ମଧ୍ୟରେ ଫାଇନାଲ ଖେଳିବା ହୁଏତ ଅସମ୍ଭବ ପରି ହୋଇଛି । ସୁପର-୪ରେ ଭାରତ…

(Video) ଧନ୍ୟରେ ତୁ ରସିକିଆ ସ୍ୱାମୀ: ପ୍ରଥମ ସ୍ତ୍ରୀ ୯ ମାସର ଗର୍ଭବତୀ, ଦ୍ୱିତୀୟ ସ୍ତ୍ରୀ ୧ ମାସର ଗର୍ଭବତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମ ଓ ବିଚ୍ଛେଦକୁ ନେଇ ଏକାଧିକ ମାମଲା ସାମ୍ନାକୁ ଆସୁଛି । କେଉଁ ପୁରୁଷ ବାହାହୋଇ ଅନ୍ୟ ଯୁବତୀଙ୍କ ସହିତ ସମ୍ପର୍କରେ ରହୁଛି ତ ଆଉ କେଉଁଠି ବିବାହିତା ମହିଳା ପର ପୁରୁଷଙ୍କ…

Cyrus Mistry Last rites:ପାର୍ସୀ ସମ୍ପ୍ରଦାୟରେ କିଭଳି କରାଯାଏ ଶବଦାହ ଜାଣନ୍ତୁ

ନୂଆଦିଲ୍ଲୀ:ଆମେ ଏଭଳି ଦେଶରେ ବସବାସ କରୁଛୁ ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ଆଉ କାହାର ପରମ୍ପରା ଭିନ୍ନ ତ ଆଉ କାହାର ରୀତିନୀତି । ତେବେ ସବୁ ସମ୍ପ୍ରଦାୟକୁ ଭାରତବର୍ଷରେ ସମାନ ସ୍ଥାନ ଦିଆଯାଇଛି…

PM-SHRI ଯୋଜନାକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ: ୧୪,୫୦୦ସ୍କୁଲର ରୂପ ବଦଳାଇବ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶିକ୍ଷା ମନ୍ତ୍ରାଳୟର ପିଏମ-ଶ୍ରୀ ଯୋଜନା ଉପରେ ମୋହର ଦେଇଛି ମୋଦୀ କ୍ୟାବିନେଟ । ଏ ନେଇ ଗୁରୁଦିବସ ଅବସରରେ…

କର୍ମଚାରୀ ସଂଖ୍ୟା ଓ ଖାଲିଥିବା ପଦବୀ ସଂଖ୍ୟାର ରିପୋର୍ଟ ଦେବେ ଡିଗ୍ରୀ କଲେଜ, ନିର୍ଦ୍ଦେଶନାମା ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । କଲେଜଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ…