fbpx
BJD SKY
BJD SKY

OPSC ପକ୍ଷରୁ ବାହାରିଲା ୪୭ଟି ପଦବୀ, ବିଜ୍ଞାପନ ପଢ଼ି ଆବେଦନ କରନ୍ତୁ

BJD

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦବୀ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ । ମୋଟ ୪୭ଟି ଡ୍ରଗ ଇନ୍ସପେକ୍ଟର (ଗ୍ରୁପ-ବି) ପାଇଁ ବିଜ୍ଞାପନ ବାହାରିଛି ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଦରକାର । ପ୍ରାର୍ଥୀମାନେ ଫାର୍ମାସୀ, ଫାର୍ମାସ୍ୟୁଟିକାଲ ସାଇନ୍ସ, ଡକ୍ଟର ଅଫ ଫର୍ମାସୀ ଯେ କୌଣସି ବିଷୟରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀମାନେ ଓଡ଼ିଆ ଭାଷାରେ କହିବା ସହ ଲେଖିପାରୁଥିବେ ।

ଅନଲାଇନ ଆବେଦନ ଲିଙ୍କ: Available on 15.09.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-OPSC-Drug-Inspector-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.