Browsing Category

Featured

ରାଶିଫଳ(ବୁଧବାର,୨୦ ଜୁଲାଇ,୨୦୨୨)

ମେଷ- ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ,…

ଆଜିଠୁ +୨ ନାମଲେଖା ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହୋଇଛି +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଏନେଇ ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…

ଟିକିଏ ଏପଟ ସେପଟ ହେଲେ ଚାଲିଯିବ ଜୀବନ: ଦେଖନ୍ତୁ କିଭଳି ରେଳ ଲାଇନ ଅତିକ୍ରମ କରୁଛନ୍ତି ଲୋକେ

ନୂଆଦିଲ୍ଲୀ: ଟିକିଏ ସମୟ ଏପଟ ସେପଟ ହୋଇଥିଲେ ଜୀବନଟା ଚାଲି ଯାଇଥାନ୍ତା । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ କିଛି ଲୋକ ରେଲୱେ ଟ୍ରାକ କ୍ରସ କରୁଥିବାର ଦେଖାଯାଇଛି । ତେବେ ଏହି…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରତିନିଧିଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମନି ଲଣ୍ଡ୍ରିଂ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପ୍ରତିନିଧି ପଙ୍କଜ ମିଶ୍ରଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ଇଡି ମିଶ୍ରଙ୍କୁ…

ଅଗଷ୍ଟ ୫ ତାରିଖ ସୁଦ୍ଧା ରାଜ୍ୟର ସ୍କୁଲ ପିଲାଙ୍କୁ ମିଳିବ ମାଗଣା ଜୋତା ଓ ପୋଷାକ, OSEPA ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା । ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜଣେ ପିଲା ପିଛା ୪୦୦ ଟଙ୍କା ମୂଲ୍ୟର ଦୁଇ ହଳ ପୋଷାକ, ୨୦୦ ଟଙ୍କା ମୂଲ୍ୟର ହଳେ ଜୋତା ଓ ଦୁଇହଳ ମୋଜା ଯୋଗାଇ…

ମୁମ୍ବାଇ ପୋଲିସର ପୂର୍ବ କମିଶନରଙ୍କୁ ଗିରଫ କଲା ଇଡି, NSE ଫୋନ୍ ଟ୍ୟାପିଂ ମାମଲାରେ ଥିଲେ ଜଡ଼ିତ

ଫୋନ୍ ଟ୍ୟାପିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ମୁମ୍ବାଇ ପୋଲିସର ପୂର୍ବତନ  କମିଶନର ସଞ୍ଜୟ ପାଣ୍ଡେଙ୍କୁ ଗିରଫ କରିଛି । ପାଣ୍ଡେ ୩୦ ଜୁନରେ ଅବସର ନେଇଥିଲେ । ତାଙ୍କ ଉପରେ ଅଭିଯୋଗ ହୋଇଛି ଯେ…

ଭାରତ-ୱେଷ୍ଟଇଣ୍ଡିଜ ସିରିଜ ପୂର୍ବରୁ ଝଟକା: ଏକା ସାଙ୍ଗରେ କ୍ରିକେଟରୁ ବିଦାୟ ନେଲେ ଦୁଇ ସୁପରଷ୍ଟାର ଖେଳାଳି, ଜଣେ ଥିଲେ ଅଧିନାୟକ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତର ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ । ଏହି ସିରିଜ ପାଇଁ ଶିଖର ଧୱନଙ୍କୁ ଦଳର ଅଧିନାୟକ କରିଛି ଟିମ ଇଣ୍ଡିଆ । ତେବେ ଏହି ମହାହଯୁଦ୍ଧ ପୂର୍ବରୁ…

ଓଡ଼ିଶାରେ ପ୍ରଥମ, ୧୦୦ ମିଲିୟନ ଲୋକ ଦେଖିଲେ ସମ୍ବଲପୁରୀ ଗୀତ ‘ରାନୀ ଗୁରି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ସଙ୍ଗୀତ ଜଗତରେ ଏକ ନୂଆ ରେକର୍ଡ କରିଛି ମଣ୍ଟୁ ଛୁରିଆ-ଅସୀମା ପଣ୍ଡାଙ୍କ ଗୀତ 'ରାନୀ ଗୁରି' । ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ୟୁଟ୍ୟୁବରେ ୧୦୦ ମିଲିୟନ ଛୁଇଁଛି । ଯାହାକୁ ନେଇ ଏବେ…

ଲଗାତର ତାପମାତ୍ରା ବୃଦ୍ଧି ମଣିଷର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ହ୍ରାସ କରୁଛି: ଶାରୀରିକ ଓ ମାନସିକ ସ୍ଥିତି ବିଗିଡ଼ି ଯାଉଛି, ନୂଆ ରିସର୍ଚ୍ଚ…

ନୂଆଦିଲ୍ଲୀ: ହିଟୱେଭ କାରଣରୁ ମଣିଷର ମାନସିକ ଓ ଶାରୀରିକ ସ୍ଥିତି ବିଗିଡ଼ି ଯାଉଛି । ବିଶେଷ କରି ମାନସିକ ଭାବେ ମଣିଷ ଅଧିକ ରୋଗଗ୍ରସ୍ତ ହେଉଥିବା ବେଳେ ଏ ସମ୍ବନ୍ଧିତ ମୃତ୍ୟୁ ୨.୨ ପ୍ରତିଶତ ବୃଦ୍ଧି ପାଇଛି । ଏହାଛଡ଼ା…

ଝିଅଙ୍କୁ ଆକର୍ଷିତ କରେ ପୁଅମାନଙ୍କର ଏହି ସବୁ ଅଭ୍ୟାସ, ହୁଅନ୍ତି ଇମ୍ପ୍ରେସ୍

ଆଜିର ସମୟରେ ପୁଅ ଏବଂ ଝିଅମାନଙ୍କର ବନ୍ଧୁତା ଏକ ସାଧାରଣ କଥା  । କିନ୍ତୁ ଅଧିକାଂଶ ପୁଅ ଜାଣନ୍ତି ନାହିଁ ଯେ ଝିଅମାନେ ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଅନେକ ଜିନିଷ ଧ୍ୟାନ ଦିଅନ୍ତି  । ବେଳେବେଳେ ଝିଅମାନେ…