Browsing Category

Featured

ଏବେ ଟେଲିକମ ସେକ୍ଟରରେ ପାଦ ଦେବ ଅଦାନୀ ଗ୍ରୁପ ! ଜିଓ ଏବଂ ଏୟାରଟେଲ୍ ସହ ହେବ ସିଧା ମୁକାବିଲା

ନୂଆଦିଲ୍ଲୀ: ଏସିଆର ସବୁଠୁ ବଡ ଧନୀ ଗୌତମ ଅଦାନୀ ଏବେ ଟେଲିକମ ସେକ୍ଟରରେ ପାଦ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଟେଲିକମ ସେକ୍ଟରରେ ପ୍ରାଧ୍ୟାନ୍ୟ ବିସ୍ତାର ପାଇଁ ଅଦାନୀଙ୍କ କମ୍ପାନୀ ନୂତନ ଯୋଜନା ଉପରେ କାମ କରୁଛନ୍ତି।…

୧୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ IPO ଲଞ୍ଚ କରିବାକୁ ଯାଉଛି ଟାଟା, ଜାଣନ୍ତୁ ତାରିଖ

ମୁମ୍ବାଇ: ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ରେ ବିନିଯୋଗ କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଟାଟା ଗ୍ରୁପ୍ କମ୍ପାନୀ ଟାଟା ଟେକ୍ନୋଲୋଜି ଏକ ଆଇପିଓ ଲଞ୍ଚ କରୁଛି। ଯୋଜନା ମୁତାବକ ଯଦି ସବୁକିଛି…

RBI ୪ ବ୍ୟାଙ୍କ ଉପରେ ଲଗାଇଲା କଡା କଟକଣା, ବଢିବ ଗ୍ରାହକଙ୍କ ମୁସ୍କିଲ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ଚାରି ସମବାୟ ବା କପୋରେଟିଭ୍ ବ୍ୟାଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଚାରି କପୋରେଟିଭ୍ ବ୍ୟାଙ୍କର ଆର୍ଥିକ…

ସରକାରୀ ବିଦ୍ୟାଳୟରେ ରବିବାର ନୁହେଁ ଶୁକ୍ରବାର ଦିନ ସାପ୍ତାହିକ ଛୁଟି, ଜାଣନ୍ତୁ କ’ଣ ରହିଛି ପୁରା ଖବର

ରାଞ୍ଚି: ଦେଶ ତଥା ବିଦେଶର ସମସ୍ତ ବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ରବିବାର ଛୁଟି ହୋଇଥାଏ। ଏହା ସମସ୍ତେ ଜାଣନ୍ତି। କିନ୍ତୁ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ବିଦ୍ୟାଳୟମାନଙ୍କରେ ରବିବାର ବଦଳରେ ଶୁକ୍ରବାର ଛୁଟି ରହୁଥିବା…

ବିରାଟ କୋହଲିଙ୍କ ପାଇଁ ଟିମ୍ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଫସିଲା ପେଞ୍ଚ, ଚିନ୍ତାରେ ଦଳ ପ୍ରବନ୍ଧକ

ବର୍ମିଂହାମ: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ବର୍ମିଂହାମରେ ଖେଳାଯିବ। ତେବେ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଚିନ୍ତାରେ ଅଧିନାୟକ…

ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ବନ୍ଦ କରିଦେଇଛି କି SBI ? ଜାଣନ୍ତୁ ଅନଫ୍ରିଜ୍ କରିବାର ଉପାୟ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଏସବିଆଇ ଅନେକ ଆକାଉଣ୍ଟ ବନ୍ଦ କରିଦେଇଛି । ଯେଉଁ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି ସେମାନେ ଏବେ କୌଣସି ପ୍ରକାର କାରବାର କରିପାରିବେ ନାହିଁ । ଏଥିରେ ଅନେକ ଗ୍ରାହକ…

ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ, ରାଜଧାନୀରେ ଲାଗିଲା କର୍ଫ୍ୟୁ

ନୁଆଦିଲ୍ଲୀ: ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶର ରାଜନେତାଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହେଉଛି। ଏହି କ୍ରମରେ ଆଜି ଯେତେବେଳେ ବିକ୍ଷୋଭକାରୀମାନେ ଶ୍ରୀଲଙ୍କା ରାଷ୍ଟ୍ରପତି…

ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ, ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ମୁମ୍ବାଇ: ବକରିଦରେ ଯେମିତି ଗୋଟିଏ ହେଲେ ଗାଈର ବଳି ନପଡେ। ଏହା ସୁନିଶ୍ଚିତ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନାର୍ଭେକର। ବକରିଦ୍ ଜୁଲାଇ ୧୦ରେ ପଡୁଛି। ଏହି ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୫ଦିନ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ପ୍ରବାବରେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ।…

ପୁଣି ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଲା କୋରୋନା । କରୋନା ଯୋଗୁଁ ପୁଣି ଥରେ ରେଡ୍‌ ଜୋନକୁ ଫେରିଛି ଖୋର୍ଦ୍ଧା । କଟକ ଓ ପୁରୀ ଜିଲ୍ଲା ମଧ୍ୟ ରେଡ୍ ଜୋନରେ ସାମିଲ ହୋଇଛି । ଖୋର୍ଦ୍ଧାରେ ଟିପିଆର ୧୦.୬,…