Browsing Category

Featured

ଭାରତ ଇତିହାସରେ ପ୍ରଥମ; ନିଜେ ନିଜକୁ ବିବାହ କଲେ ଯୁବତୀ, ଦେଖନ୍ତୁ ଫଟୋ

ଅହମଦାବାଦ(ଓଡ଼ିଶା ଭାସ୍କର):ନିଜେ ନିଜକୁ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିବା କ୍ଷମା ବିନ୍ଦୁ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିଜେ ନିଜକୁ ବାହା ହେବା ପାଇଁ କିଛିଦିନ ଧରି ଚର୍ଚ୍ଚାରେ ଅଛନ୍ତି କ୍ଷମା।…

ଡାଇବେଟିସ୍ ରୋଗୀଙ୍କ ପାଇଁ ‘ବିଷ’ ହୋଇଥାଏ ୪ ପରିବା: ଯାହାକୁ ଖାଇଲେ ବଢ଼ିଯାଏ ବ୍ଲଡ ସୁଗାର ସ୍ତର

ଡାଇବେଟିସ୍ ଏପରି ଏକ ରୋଗ, ଯାହାକି ଥରେ ହେବା ମାତ୍ରେ ମରିବା ପର୍ଯ୍ୟନ୍ତ ପିଛା ଛାଡ ନାହିଁ । ରୋଗୀଙ୍କୁ ଏହି ସମୟରେ ଅଧିକ ଯତ୍ନ ନେବାକୁ ପଡେ, ନହେଲେ ବ୍ଲଡ ସୁଗାର ସ୍ତର ଅନିୟନ୍ତ୍ରିତ ହେବାର ସମସ୍ୟା ସୃଷ୍ଟି…

ପୋପ୍‌ଙ୍କୁ ଭେଟିବେ ନବୀନ, ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ପାଇବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୧୨ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଶେଷ ସପ୍ତାହରେ ସମ୍ଭବତଃ ୨୨ ତାରିଖରେ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ସେ ଭାଟିକାନ୍-ସିଟିରେ…

(Video) ଉଦଘାଟନ ବେଳେ ଭୁଶୁଡ଼ିଲା ଝୁଲା ବ୍ରିଜ୍: ପତ୍ନୀଙ୍କ ସହ ନାଳରେ ପଡ଼ିଲେ ମେୟର ସାହେବ୍

ଭ୍ରଷ୍ଟାଚାର ଅନେକ ମାମଲା ଦେଖିବାକୁ ମିଳୁଛି, ଯାହାର ଶିକାର କେବଳ ସାଧାରଣ ଜନତା ହେଉଛନ୍ତି । ସରକାରୀ ବିଭାଗ ଦ୍ୱାରା ସଡ଼କ ନିର୍ମାଣ ହେଉ ବା ବ୍ରିଜ ନିର୍ମାଣରେ ଦୁର୍ନୀତି ହେଉଛି । ଭାରତରେ ଏହା ଅତି ସାଧାରଣ କଥା ।…

୩ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେବେଠୁ ଓ ଏହାର କାରଣ କଣ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଜୁନ୍ ମାସର ବିଭିନ୍ନ ବ୍ୟାଙ୍କ୍ ସଂଗଠନର ଧର୍ମଘଟ କାରଣରୁ ପ୍ରାୟ ତିନି ଦିନ ବ୍ୟାଙ୍କ୍ ବନ୍ଦ ରହିପାରେ। ମାସର ଶେଷ ସପ୍ତାହରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ କର୍ମଚାରୀମାନେ ଧର୍ମଘଟ କରିବେ…

ପୁଣି ଡରାଉଛି କରୋନା: କଟକର ଏକ ଘରୋଇ ହଷ୍ଟେଲରୁ ୧୩ ଛାତ୍ର ପଜିଟିଭ୍

କଟକ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ହାର କମିଥିଲେ ଏହା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଇନି । ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା…

ଦେଶରେ କରୋନା ମାମଲାର ଭୟାନକ ବୃଦ୍ଧି; ଆଜି ୭ ହଜାରରୁ ଅଧିକ ନୂତନ ମାମଲା, ୩୨ ହଜାର ଅତିକ୍ରମ କଲା ସକ୍ରିୟ ମାମଲା

କଟକ(ଓଡ଼ିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ ପୁଣି ତିବ୍ରଗତିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୭ ହଜାର ୨୪୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କରୋନାରେ ଭାରତରେ ୫,୨୪,୭୨୩ ମୃତ୍ୟୁ…

(Video) ପୁଅର ଶବ ଦେବାପାଇଁ ମେଡିକାଲ ମାଗୁଛି ୫୦ ହଜାର ଲାଞ୍ଚ: ଭିକ ମାଗି ଟଙ୍କା ସଂଗ୍ରହ କରୁଛନ୍ତି ମା-ବାପା

ସମସ୍ତୀପୁର: ଅନେକ ଥର କିଛି କଥା ଆମକୁ ବିଚଳିତ କରିଥାଏ, ଯାହାକି ମାନବିକତାକୁ ଲଜ୍ଜିତ କରିଥାଏ । ଏପରି ଦୃଶ୍ୟ ଓ କାହାଣୀକୁ ଦେଖିବା ପରେ ମାନବିକତା ଉପରୁ ଭରସା ଉଠିଯାଇଛି । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ…

ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

କଟକ(ଓଡ଼ିଶା ଭାସ୍କର): ଗୁପ୍‌ଚୁପ୍ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି…

ଗୋଟିଏ ଦିନରେ ଫାଶୀ ଖୁଣ୍ଟରେ ଝୁଲିଲେ ୧୨ କଏଦୀ, ଜାଣନ୍ତୁ ମାମଲା

ତେହେରାନ୍: ଇରାନରେ ଗୋଟିଏ ଦିନରେ ୧୨ଜଣ କଏଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଫାଶୀ ପାଇଥିବା ୧୨ କଏଦୀଙ୍କ ମଧ୍ୟରୁ ୧୧ଜଣ ପୁରୁଷ ଓ ଜଣେ ମହିଳା ସାମିଲ ଥିବା ଜଣାଯାଇଛି । ଏମାନେ ସମସ୍ତେ ବେଲୁଚିସ୍ତାନର…