Browsing Category
Featured
ସୁପ୍ରିମକୋର୍ଟଙ୍କ ରାୟ ପରେ ନବୀନଙ୍କ ଟ୍ୱିଟ୍: କହିଲେ ଏପରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଭିନ୍ନ ରାଜନେତାମାନେ ପ୍ରତିକ୍ରିୟା ଦେଉଥିବ ଦେଖିବାକୁ ମିଳିଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ…
ତୁର୍କୀ ଖରାପ କହି ଫେରାଇ ଦେଲା, ଏବେ ସେହି ଗହମକୁ ଭାରତଠୁ କିଣୁଛି ଏହି ଦେଶ
ନୂଆଦିଲ୍ଲୀ: ତୁର୍କୀ ଭାରତର ଯେଉଁ ଗହମକୁ ଖରାପ କହି ଫେରାଇ ଦେଇଛି ସେହି ଗହମ ଟ୍ରିପ ନେବାକୁ ଆଗ୍ରହ ପ୍ରକାଶ କରିବାରୁ ଇଜିପ୍ଟ ପଠାଇ ଦିଆଯାଇଛି। ରୁଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ଇଜିପ୍ଟ ପାଉଁରୁଟିର ଘୋର ଅଭାବର…
କର୍ଣ୍ଣାଟକର ଏକ ବ୍ରିଜରୁ ଖସିବା ପରେ ବସରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ
ହାଇଦ୍ରାବାଦ: କର୍ଣ୍ଣାଟକର ଗୁଲବର୍ଗ ଜିଲାରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସର ଚାଳକ ନିୟନ୍ତ୍ରଣ ହରାଇଥିଲେ ଫଳରେ ବସଟି ବ୍ରିଜ ତଳକୁ ଖସି ଯାଇ ବସରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର…
ଇଡିରେ ହାଜର ହେଲେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଆଜି ଇଡିରେ ହାଜର ହୋଇଛନ୍ତି । ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ବିଧାୟକଙ୍କୁ ଜେରା କରୁଛି ଇଡି । ଆଜି ହାଜିର ହେବା ପାଇଁ ଇଡି ପକ୍ଷରୁ…
ସିଦ୍ଦୁ ମୁସେୱାଲାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ
ଚଣ୍ଡିଗଡ଼(ଓଡ଼ିଶା ଭାସ୍କର): ପ୍ରସିଦ୍ଧ ଗାୟକ ସିଦ୍ଦୁ ମୁସେୱାଲାଙ୍କ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବାକୁ ଶୁକ୍ରବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମାନସାର ମୁସା ଗ୍ରାମରେ ପହଞ୍ଚିଥିଲେ। ଏହାପୁର୍ବରୁ ମୁସା…
ବ୍ରଜରାଜନଗର ଉପ-ନିର୍ବାଚନ: ଆସିଲା ଏକାଦଶ ରାଉଣ୍ଡ ଟ୍ରେଣ୍ଡ, ପଛରେ ପଡ଼ିଲା ବିଜେପି
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକାଦଶ ରାଉଣ୍ଡ ରେଜଲ୍ଟ । ଏକାଦଶ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ…
ବ୍ରଜରାଜନଗର ଉପ-ନିର୍ବାଚନ: ସପ୍ତମ ରାଉଣ୍ଡ ସୁଦ୍ଧା କିଏ ଆଗୁଆ ? ଜାଣନ୍ତୁ
ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ସପ୍ତମ ରାଉଣ୍ଡ ରେଜଲ୍ଟ । ସପ୍ତମ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଆଗୁଆ…
ପ୍ରୟଙ୍କା ଗାନ୍ଧୀ କରୋନା ସଂକ୍ରମିତ, ଗୋଟିଏ ଦିନ ପୁର୍ବରୁ ସୋନିଆ ପଜିଟିଭ୍ ଚିହ୍ନଟ ହୋଇଥିଲେ
ନୁଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ। ପ୍ରିୟଙ୍କା ଏକ ଟ୍ୱିଟ୍ କରି ଶୁକ୍ରବାର ଏ ନେଇ ସୂଚନା…
ଶ୍ରୀମନ୍ଦିର ପରିକ୍ରମା ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ: ଜାଣନ୍ତୁ ପିଟିସନରଙ୍କ ଉପରେ କେତେ ଲାଗିଲା ଜରିମାନା ?
ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ ପାଇଁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ଉଭୟ ଆବେଦନକାରୀଙ୍କ ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଲକ୍ଷ…
ଉତ୍ତରାଖଣ୍ଡ: ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଧାମୀଙ୍କର ଐତିହାସିକ ବିଜୟ
ନୁଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ଚମ୍ପାବତ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି । ସେ କଂଗ୍ରେସର ନିର୍ମଳା ଗହତୋଡ଼ିଙ୍କୁ ୫୪,୧୨୧ ଭୋଟରେ ପରାଜିତ କରିଛନ୍ତି । ପୁସ୍କର…