Browsing Category
Featured
IPLରୁ ବିଦା ହେଲେ ଅଜିଙ୍କ୍ୟା ରାହାଣେ: ଇଂଲଣ୍ଡ ଗସ୍ତରେ ଫେରିବାକୁ ନେଇ ମଧ୍ୟ ଆଶଙ୍କା
ମୁମ୍ବାଇ: ଶେଷ ପର୍ଯ୍ୟାୟ ଆଡକୁ ଗତି କରୁଛି ୨୦୨୨ । କିନ୍ତୁ ଖେଳାଳିଙ୍କ ଆହତ ସମସ୍ୟା ଏବେ ବି ବିଭିନ୍ନ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କୋଲକାତା ନାଇଟ ରାଇଡର୍ସର ଓପନର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟା ରାହାଣେ…
ଆସାମର ୭ ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକେ ପ୍ରଭାବିତ, ୩ ମୃତ
ନୁଆଦିଲ୍ଲୀ: ଲଗାତାର ବର୍ଷାରେ ଆସାମାରେ ବନ୍ୟା ପରିସ୍ଥିତି ଉପୁଜିବା ସହିତ ଭୁସ୍ଖଳନ ମଧ୍ୟ ଘଟିଛି । ଏହା ପ୍ରଭାବରେ ୭ ଜିଲ୍ଲାର ପ୍ରାୟ ୫୭,୦୦୦ ଲୋକେ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନି…
ମାରାଥନ୍ ଇନିଂସ ଖେଳିଲେ ମାଥ୍ୟୁସ୍: ଲଢ଼ୁଆ ବ୍ୟାଟିଂ ସତ୍ୱେ ଦ୍ୱିଶତକରୁ ବଞ୍ଚିତ
ନୂଆଦିଲ୍ଲୀ: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଦୃଢ ବ୍ୟାଟିଂ କରିଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ । ପୂର୍ବତନ ଶ୍ରୀଲଙ୍କା ଅଧିନାୟକ ମାଥ୍ୟୁସ୍ ୧୯୯ ରନର ଇନିଂସ ଖେଳିଥିବା ବେଳେ ଅଳ୍ପକେ…
ମାଙ୍କ ଶବ ସହ ବିତାଇଲା ୩ ଦିନ: ହତ୍ୟାର ସନ୍ଦେହ ଘେରରେ ୨୨ ବର୍ଷର ମାନସିକ ବିକୃତ ପୁଅ
ହାଇଦ୍ରାବାଦ: ମାଙ୍କ ମୃତଦେହ ସହିତ ଘର ଭିତରେ ୩ ଦିନ ପର୍ଯ୍ୟନ୍ତ ରହିଛି ୨୨ ବର୍ଷର ପୁଅ । ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏସବୁ ଦେଖିବା ପରେ…
ଟିପିଏସ୍ଓଡିଏଲ୍ ପକ୍ଷରୁ ‘ପ୍ରୋଜେକ୍ଟ ସମାଧାନ’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦକ୍ଷିଣ ଓଡିଶାରେ ବିଦ୍ୟୁତ୍ ଶକ୍ତି ବିତରଣ ପାଇଁ ଟାଟା ପାୱାର ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)…
ପୁଣି ୨୦୧୧ ବିଶ୍ୱକପର ସେହି ଯୁଗଳବନ୍ଦୀ: ମ୍ୟାଚ ପରେ ଧୋନୀଙ୍କ ସହ ଗୈରୀ କ୍ରଷ୍ଟନଙ୍କ ଫଟୋ ଭାଇରାଲ
ନୂଆଦିଲ୍ଲୀ: ପୁଣିଥରେ ଏକାଠି ହୋଇଛନ୍ତି ୨୦୧୧ରେ ଭାରତକୁ ଐତିହାସିକ ବିଶ୍ୱକପ ଜିତାଇଥିବା ଦୁଇ ସୁପରହିରୋ । ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ଏବଂ କୋଚଙ୍କୁ ଦୀର୍ଘ ଦିନ ପରେ ପୁଣିଥରେ ଏକାଠି ଦେକିବାକୁ ମିଳିଛି ।…
ଆଣ୍ଟାର୍କଟିକାରେ ଏବେ ଚାରିଆଡ଼େ କେବଳ ଅନ୍ଧାରର ରାଜୁତି: ଆସନ୍ତା ଅକ୍ଟୋବର ମାସରେ ଦେଖିବାକୁ ମିଳିବ ସୂର୍ଯ୍ୟ କିରଣ
ନୂଆଦିଲ୍ଲୀ: ଆଣ୍ଟାର୍କଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏହି ମହାଦେଶରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିବ ନାହିଁ । ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇ…
ବିବାହ ପୂର୍ବରୁ ଏବଂ ବିବାହ ପରେ ଯୌନ ସମ୍ପର୍କ ଉପରେ ଆସିଲା ଚକିତ କଲାଭଳି ସରକାରୀ ରିପୋର୍ଟ
ନୁଆଦିଲ୍ଲୀ: ବିବାହ ପରେ କେତେ ଭାରତୀୟ ସେକ୍ସ କରନ୍ତି ତାହା ଜାତୀୟ ପରିବାର ସ୍ୱାସ୍ଥ୍ୟ(ଏନଏଫଏଚଏସ) ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେରେ ଭାରତୀୟଙ୍କୁ ବିବାହ, ସେକ୍ସ ଏବଂ ସେକ୍ସୁଆଲ ପାର୍ଟନରଙ୍କ ବିଷୟରେ ପ୍ରଶ୍ନ…
ନ୍ୟାୟାଳୟର ଅବମାନନା କରିଛନ୍ତି ଓଡ଼ିଶା ସରକାର: ପ୍ରେସ୍ ମିଟରେ ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ମନୋମୁଖୀ ଆଇନ ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି ଅପରାଜିତା ଷଡଙ୍ଗୀ । ନ୍ୟାୟାଳୟର ଅବମାନନା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ । ଜଣେ…
OPTCL ଡିଜିଏମଙ୍କୁ ୫ ବର୍ଷ ଜେଲଦଣ୍ଡ, ଲାଞ୍ଚ ନେବା ପଡ଼ିଲା ମହଙ୍ଗା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ଲାଞ୍ଚ ମାମଲା ବଢ଼ି ଚାଲିଥିବା ବେଳେ ବହୁସଂଖ୍ୟାରେ ସରକାରୀ ଅଧିକାରୀ ଏଥିରେ ଲାଞ୍ଚ ନେଉଥିବା ବେଳେ ଧରାପଡ଼ୁଛନ୍ତି । ତେବେ ଏହି କ୍ରମରେ ଓଡ଼ିଶା ପାୱାର ଟ୍ରାନ୍ସମିଶନ…