Browsing Category

Featured

ଦିଲ୍ଲୀରେ ବଢ଼ୁଛି କରୋନା, ଗୋଟିଏ ନୁହେଁ ୯ ଭାରିଆଣ୍ଟ ମଚାଉଛନ୍ତି ହାହାକାର… ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶର ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖାଯାଉଛି । ଫଳରେ ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ଚିନ୍ତା ବଢ଼ିଛି । ବିଶେଷ କରି ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ…

ଏବେ ଛୋଟ ଛୁଆଙ୍କ ପାଳି: ୫-୧୨ ବର୍ଷର ପିଲାଙ୍କୁ ଦିଆଯିବ ଏହି କମ୍ପାନୀର କରୋନା ଟୀକା

ନୂଆଦିଲ୍ଲୀ: କରୋନା ମହାମାରୀ ଏବେ ପୁଣିଥରେ ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ତେବେ ଏହାରି ମଧ୍ୟରେ ଦେଶର ଛୋଟ ପିଲାମାନଙ୍କୁ ଟୀକାକରଣ କରିବା ପାଇଁ ଅନୁମତି ମିଳିଛି । ୫-୧୨ ବର୍ଷର ପିଲାମାନଙ୍କୁ କରୋନା କବଳରୁ…

ଗ୍ରାହକଙ୍କୁ ଲାଗିଲା ବିଦ୍ୟୁତ ଝଟକା: ୩ଟି ବଲବ ଜାଳି ଦେବାକୁ ପଡିଲା ୨୫ ହଜାର ବିଲ

ଚେନ୍ନାଇ: ତାମିଲନାଡୁ ଅଞ୍ଚଳରୁ ଆସିଛି ଏକ ଅଦ୍ଭୁତ ଘଟଣା । ଜଣେ ଗ୍ରାହକଙ୍କୁ ୨୫ ହଜାର ଟଙ୍କାର ଏକ ବିଲ ଧରେଇ ଦେଇଛି ବିଜୁଳି ବିଭାଗ । ତେବେ ଆଶ୍ଚର୍ଯ୍ୟର ଘଟଣା ହେଉଛି ତାଙ୍କ ଘରେ ମାତ୍ର ୩ ବଲବ ବ୍ୟବହାର ହୋଇଥିଲା ।…

ଦେଶରେ ହୋଇପାରେ ବିଜୁଳି ସଙ୍କଟ! କୋଇଲା ଅଭାବକୁ ନେଇ ଚିନ୍ତାରେ ଏହି ରାଜ୍ୟବାସୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଅନୁଭୂତ ହେଉଛି ପ୍ରଚଣ୍ଡ ରୌଦ୍ରତାପ । ଏପ୍ରିଲ ଆରମ୍ଭରୁ ହିଁ ଦେଖିବାକୁ ମିଳିଛି ଗ୍ରୀଷ୍ମପ୍ରବାହ । ଦେଶରେ ଅନେକ ସ୍ଥାନରେ ଲୁ ମଧ୍ୟ ପ୍ରବାହିତ ହେଉଛି । ଫଳରେ ଦେଶକୁ ଅଧିକ ବିଜୁଳିର…

ଏଡିଆର ରିପୋର୍ଟ: ୨୦୨୦-୨୧ରେ ସାତ ନିର୍ବାଚନୀ ଟ୍ରଷ୍ଟକୁ ମିଳିଛି ୨୫୮ କୋଟି

ନିର୍ବାଚନ ସଂସ୍କାର ସଂସ୍ଥା(ଏଡିଆର)ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ନିର୍ବାଚନୀ ଟ୍ରଷ୍ଟ ଗୁଡ଼ିକୁ ବିଭିନ୍ନ କର୍ପୋରେଟ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡ଼ିକରୁ ୨୫୮.୪୯ କୋଟି ଟଙ୍କା ଚାନ୍ଦା ଭାବରେ ମିଳିଛି । ଏଥିରୁ…

ଫୋନ ଫିଙ୍ଗିଲେ ହେବେ ବିଜେତା: ଜାଣନ୍ତୁ କେଉଁ ଜାଗାରେ ହୋଇଥାଏ ଏଭଳି ପ୍ରତିଯୋଗିତା

ବେଳେବେଳେ ଆମ ମାନଙ୍କ ଭିତରୁ କେହି କେହି ଫୋନରେ କଥା ହେଲା ବେଳେ ନଟୱର୍କ ସମସ୍ୟାରେ ବିରକ୍ତି ପ୍ରକାଶ କରି ହେଉ ଅଥବା ଅପରପକ୍ଷର ପ୍ରତିକ୍ରିୟାରେ ଉତକ୍ଷିପ୍ତ ହୋଇ କିମ୍ବା ଫୋନର ଯାନ୍ତ୍ରିକ ତ୍ରୁଟି କାରଣରୁ ହାତରେ…

ଅସହ୍ୟ ଗରମରୁ ରାଜ୍ୟକୁ ମିଳିଲା ସାମନ୍ୟ ତ୍ରାହି: କିଛି ଜାଗାରେ କୋହଲା ପାଗ ଯୋଗୁଁ କମିଲା ତାତି

ଭୁବନେଶ୍ୱର: କିଛି ଦିନରୁ ଅସହ୍ୟ ତାତିରେ ଛଟପଟ ହେଉଥିଲେ ସାରା ରାଜ୍ୟ । କିନ୍ତୁ ଆଜି ଏହି ବଢୁତିବା ତାତିରେ ସାମାନ୍ୟ ବ୍ରେକ ଲାଗିଛି । ଅନେକ ଜାଗାରେ ଗରମରୁ ଆଜି ସାମାନ୍ୟ ଉପଶମ ପାଇଛନ୍ତି ରାଜ୍ୟବାସୀ । ସକାଳୁ…

(Video) ଭାଇରାଲ ହେଉଛି ଏହି ଶୁଆଙ୍କ ଦୋଳି ଖେଳ ଭିଡିଓ, ଦେଖିଲେ ଆପଣ ବି କହିବେ କ୍ୟୁଟ୍…

ଅନେକ ସମୟରେ ଆମେ ଦେଖିଛୁ ଯେ ଶୁଆମାନେ ଅନ୍ୟର କଥାକୁ ନକଲ କରିଥାନ୍ତି । ଅନେକ ମଜା ଅନ୍ଦାଜରେ କରିଥାନ୍ତି ନକଲ । କିନ୍ତୁ କେବେ ଆପଣ ଶୁଆଙ୍କୁ ଶୋଇଥିବାରୁ ଦେଖିଛନ୍ତି କି? ହୁଏତ ଏଭଳି ସମସ୍ତେ ଦେଖିନଥିବେ । କିନ୍ତୁ…

ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ଏନକାଉଣ୍ଟର

ନୂଆଦିଲ୍ଲୀ: ପୁଣି ଆତଙ୍କୀ ଆକ୍ରମଣରେ ଭାରତର ସୁରକ୍ଷାକର୍ମୀ ଆଣିଛନ୍ତି ଏକ ବଡ ସଫଳତା । ଏଥର ଲସ୍କର-ଏ-ତୋଏବାର ଟପ କମାଣ୍ଡରକୁ ମାରି ଦେଶର ଆଉ ଏକ ଶତ୍ରୁକୁ ବିନାଶ କରିଛନ୍ତି ଭାରତୀୟ ଯବାନ । ତେବେ ଦୀର୍ଘ ଦିନର…

ମେ’ ୨୭ରେ ହେବ ପଞ୍ଚାୟତ ନିର୍ବାଚନ, ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଥିଲା ସ୍ଥଗିତ

ରାଜ୍ୟରେ ସ୍ଥଗିତ ଥିବା ସ୍ଥାନରେ ମେ ୨୭ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରାର୍ଥୀଙ୍କ ମୃତ୍ୟୁ ପରେ କିଛି ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନଥିଲା । ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ନିର୍ବାଚନ…