Browsing Category

Featured

ଭେଙ୍କଟେଶ୍ୱରଙ୍କୁ ୧.୮ କୋଟି ଟଙ୍କାର ସୁନା ଖଣ୍ଡା ଦାନ କରି ଚର୍ଚ୍ଚାରେ ଭକ୍ତ

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଭଗବାନଙ୍କୁ ଭୋଗ, ରୂପା ଢାଳ, ସୁନା ମୁକୁଟ ଆଦି ଭକ୍ତ ଦାନ କରୁଥିବା ଆପଣ ଜାଣିଥିବେ । ହେଲେ ଆନ୍ଧ୍ରପ୍ରଦେଶ ତିରୁତି ତିରୁମାଳା ମନ୍ଦିରରେ ସୁନା ଖଣ୍ଡା ଦାନ କରି ଏବେ ଜଣେ ଭକ୍ତ ବେଶ…

ଏମ୍ସ ଡାକ୍ତରଙ୍କ ଚେତାବନୀ: ଆହୁରି ଦୁଇ ବର୍ଷ ସତର୍କ ରହିବାକୁ ପଡିବ, ମହାମାରୀ ସହ ଲଢ଼ିବାକୁ ପଡିବ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିରନ୍ତର ସତର୍କତା ଅବଲମ୍ବନ କରିବାକୁ…

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ ଗୁରୁତର, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଲକ୍ଷ୍ନୌ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀଭାବେ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ ଗୁରୁତର ହୋଇପଡିଛନ୍ତି । ସୋମବାର ସକାଳେ ଏକ ଡାକ୍ତରୀ ଦଳ ଜେଲରେ ପହଞ୍ଚି ଆଜମ୍‌ଙ୍କୁ…

ଆଜି ଦ୍ୱିତୀୟ ଦିନିକିଆ: ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ଶ୍ରୀଲଙ୍କା ପାଇଁ କର ବା ମର ସ୍ଥିତି

କଲମ୍ବୋ (ଓଡ଼ିଶା ଭାସ୍କର): ଶ୍ରୀଲଙ୍କା ବିପକ୍ଷ ଚଳିତ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦମଦାର୍‌ ପ୍ରଦର୍ଶନ ସହ ବିଜୟ ଲାଭ କରି ଥିବାରୁ ଦ୍ୱିତୀୟ ମ୍ୟାଚରେ ପୁଣି ସଫଳ ହୋଇ ଆଗୁଆ ସିରିଜ କବ୍‌ଜା…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୬ ଜିଲ୍ଳାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଆସନ୍ତା ୨୩ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ…

ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ୍‌: ଲୋକଙ୍କ ଦୁଃଖରୁ ଲାଭ ଉଠାଇବା ବନ୍ଦ କର

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ମହାମାରୀ କରୋନା ସମୟରେ ଘରୋଇ ହସ୍ପିଟାଲ ଗୁଡ଼ିକ ଲୋକଙ୍କ ଦୁଃଖରୁ ଲାଭ ଉଠାଉଛନ୍ତି । ଏପରି କାର୍ଯ୍ୟ ବନ୍ଦ ହେବା ଦରକାର ବୋଲି କହି ସୋମବାର ଘରୋଇ ହସ୍ପିଟାଲ୍‌ଗୁଡ଼ିକୁ ତାଗିଦ କରିଛନ୍ତି…

ଖୁବଶୀଘ୍ର ଆରମ୍ଭ ହୋଇପାରେ ଛୋଟ ପିଲାଙ୍କ ଟିକାକରଣ, ଦ୍ୱିତୀୟ ଡୋଜ୍‌ର ସକରାତ୍ମକ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ଦେଶରେ ଖୁବଶୀଘ୍ର ଛୋଟ ପିଲାଙ୍କ ଟିକାକରଣ ଆରମ୍ଭ ହୋଇପାରେ । ଶିଶୁଙ୍କ ଉପରେ ଆରମ୍ଭ ହୋଇଥିବା ଟିକାର ଟ୍ରାଏଲ୍‌ରୁ ଏପରି ଆଭାସ ମିଳୁଛି । ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌…

ନାବାଳିକା ଦୁଷ୍କର୍ମ ମାମଲା: ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ

ନୟାଗଡ଼, (ଓଡ଼ିଶା ଭାସ୍କର): ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟର ସ୍ୱତନ୍ତ୍ର ବିଚାରପତି ସୋମବାର ୨ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

ଆଜି ବାହୁଡ଼ା ଯାତ୍ରା, ବିନା ଭକ୍ତରେ ନୀଳାଚଳକୁ ବାହୁଡ଼ିବେ ମହାବାହୁ

ପୁରୀ,(ଓଡ଼ିଶା ଭାସ୍କର): ଆଜି ବାହୁଡ଼ା ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ଜନ୍ମବେଦୀରେ ସବୁ ଲିଳାଖେଳା ସାରିବା ନୀଳକନ୍ଦରକୁ ବାହୁଡ଼ିିବେ ନୀଳାଦ୍ରୀନାଥ  ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ସେମାବର ଦିନ ବିଳମ୍ବିତ…

ଶୀଳ୍ପାଙ୍କ ସ୍ୱାମୀ ସେକ୍ସ ଫିଲ୍ମ କରନ୍ତି! ସ୍ତ୍ରୀ ଯୋଗକୁ କୁନ୍ଦ୍ରା ଦୁର୍ଯୋଗ…

ମୁମ୍ବାଇ: ଲଙ୍ଗଳା ଆଉ ସେକ୍ସ ଫିଲ୍ମ କରନ୍ତି ଅଭିନେତ୍ରୀ ତଥା ଯୋଗ ଶିଖାଉଥିବା ଶୀଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏଭଳି ଅଭିଯୋଗରେ ଗିରଫ ହୋଇଛନ୍ତି ସେ। ମୁମ୍ବାଇର କ୍ରାଇମ୍‌ ବ୍ରାଞ୍ଚ୍‌ ରାଜ…