fbpx
Browsing Category

Featured

ବଲିଉଡ଼ର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍‌ ଶାହା ଅସୁସ୍ଥ, ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ମୁମ୍ବାଇ, (ଓଡ଼ିଶା ଭାସ୍କର) : ବଲିଉଡର ବରିଷ୍ଠ ଅଭିନେତା ନାସିରୁଦ୍ଦିନ୍‌ ଶାହାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି । ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାଙ୍କ ପତ୍ନୀ ରତ୍ନା ପାଠକ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୬୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬୨ ହଜାର ୩୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୯ ଲକ୍ଷ ୬୨…

ତୈଳଦର ବୃଦ୍ଧିକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଜୁଲାଇ ୭ ରୁ ୧୭ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ରର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଦୂରଦର୍ଶିତାର ଅଭାବ ଯୋଗୁଁ ସାରା ଦେଶରେ କରୋନା ମହାମାରୀ ଥମିବାର ନାଁ ନେଉନଥିବା ବେଳେ କେନ୍ଦ୍ର ସରକାର କ୍ରମାଗତ ଭାବେ ୨ ମାସ ମଧ୍ୟରେ ୨୯…

ଖୋର୍ଦ୍ଧା ରାେଡ଼ରୁ ସୁରତକୁ ଗଡ଼ିବ ବିଶେଷ ଟ୍ରେନ୍, ଜୁଲାଇ ୫ରୁ ଆରମ୍ଭ ହେବ ଟ୍ରେନ୍ ସେବା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍‌ ଗୁଡ଼ିକରେ ମାତ୍ରାଧିକ ପ୍ରତିକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ…

ଆସନ୍ତା ୩ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ଆଜି ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ…

ଜାତୀୟ ଡାକ୍ତର ଦିବସ: ଆଜି ଡାକ୍ତରଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର):  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଡାକ୍ତର ଦିବସ ଉପଲକ୍ଷେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ର ଡାକ୍ତରମାନଙ୍କୁ ସମ୍ବୋଧିତ କରିବେ । ଏକ ଟୁଇଟ ଯୋଗେ ମୋଦି ଏହି ସୂଚନା…

ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ୱାମୀ ଆହତ, ସ୍ତ୍ରୀ ଗୁରୁତର

ନର୍ଲା (ଓଡ଼ିଶା ଭାସ୍କର) : ନର୍ଲା ବ୍ଳକ ଅନ୍ତର୍ଗତ ଲାଖପଦର ଛକରେ ଦୁଇ ବାଇକ୍‌ ମୁହାଁମୁହିଁ ହେବାରୁ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ମତେ କେସିଙ୍ଗାର ନିରଞ୍ଜନ ମିଶ୍ର ଓ…

ରାଶିଫଳ (ଗୁରୁବାର,୧ ଜୁଲାଇ୨୦୨୧)

ମେଷ: କୌଣସି କାରଣରୁ ନିରାଶ ହେବେ । ଲକ୍ଷ୍ୟରେ ପହଞ୍ଚିବା କଷ୍ଟକର ହେବ । କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିବ୍ରତ ହୁଅନ୍ତୁ ନାହିଁ । ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।…

ପ୍ରିୟଙ୍କା ଗାନ୍ଧୀଙ୍କ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ସିଦ୍ଧୁ, ବନ୍ଦ ହେବ କି ପଞ୍ଜାବ କଂଗ୍ରେସରେ ମତଭେଦ?

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେବି ଶାସକ କଂଗ୍ରେସ ଦଳରେ ଜାରି ରହିଛି ଅର୍ନ୍ତକନ୍ଦଳ । ସେପଟେ ଆଜି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ…

ଏଠି କେବଳ ପତଳୀ ଝିଅଙ୍କ ଚାହିଦା; କାହିଁକି ଏମିତି କହିଲେ ଶେହନାଜ

ମୁମ୍ବାଇ: ବିଗବସ୍ ୧୩ରେ ଅଂଶଗ୍ରହଣ କରିଥିବା ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥର ନିଜ ପତଳା ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି ଶେହନାଜ । ଏହା ପୂର୍ବରୁ ନିଜର କ୍ୟୁଟନେସ ପାଇଁ…