fbpx
Browsing Category

Featured

କୋଭିଡ୍ ମହାମାରୀରେ ଆଖି ବୁଜିଲେ ଅରିଜିତ ସିଂଙ୍କ ମା’

ମୁମ୍ବାଇ : କୋଭିଡ୍ ମହାମାରୀରେ ଆଖି ବୁଜିଲେ ବଲିଉଡ୍ ର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂଙ୍କ ମା' । ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ନିଧନ…

ବାର୍ଜ ଜାହାଜରୁ ନିଖୋଜଙ୍କ ସମ୍ପର୍କରେ ସୂଚନା ଦେଉନି Afcon କମ୍ପାନି

ମୁମ୍ବାଇ: ଆରବ ସାଗରରୁ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ବାତ୍ୟା ତଉକ୍ତେ ସାଜିଲା କାଳ । ଏଥିପାଇଁ ଦୁର୍ଘଟଣାର ସମ୍ମୁଖୀନ ହେଲା ଜାହାଜ ବାର୍ଜ-୩୦୫ ଏବଂ ବିପଦରେ ପଡ଼ିଗଲେ ମୋଟ ୨୬୧ ଯାତ୍ରୀ । ସେମାନଙ୍କ…

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଭାବେ ଘୋଷଣା କଲେ କେନ୍ଦ୍ରସରକାର

ନୂଆଦିଲ୍ଲୀ : କୋଭିଡ୍ ମହାମାରୀ ମଧ୍ୟରେ ଆଉ ଏକ ସଂକ୍ରମଣ କାୟା ମେଲାଇବାରେ ଲାଗିଛି । ତାହା ହେଉଛି ବ୍ଲାକ୍ ଫଙ୍ଗସ୍ । ତେବେ ଏହି ବ୍ଲକ୍ ଫଙ୍ଗସ୍ କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ 'ମହାମାରୀ' ଭାବେ ଘୋଷଣା…

ତାଉକ୍ତେ ପ୍ରଭାବ: ଭାଙ୍ଗିଲା ମଇଦାନ, ଟାଇଗର-୩, ଗାଙ୍ଗୁବାଇ କାଥିଆୱାଡି ଫିଲ୍ମ ସେଟ

ମୁମ୍ବାଇ: ବାତ୍ୟା ତାଉକ୍ତେ ମୁମ୍ବାଇ ଉପରେ ଛାଡିଯାଇଛି ଏହାର ପ୍ରଭାବ । ତାଉକ୍ତେ ପ୍ରଭାବରେ ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ବ୍ୟାପକ କ୍ଷତି କରିଛି । ଏହାର ପ୍ରଭାବରେ ଅନେକ ଘର, ଯାନବାହନ କ୍ଷତିଗ୍ରସ୍ତ ହୋଇଛି ।…

ପୂର୍ବତନ ମହିଳା କ୍ରିକେଟ୍ ତାରକା କେଏସ୍ ଶ୍ରାବନ୍ତୀ ନାଇଡୁଙ୍କ ମା’ଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଲେ ବିରାଟ

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ଫିଲ୍ମ କଳାକାର ଏବଂ ଖେଳ ସହ ଜଡିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି ।…

ଆରପାରିରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ବଡ଼ପୁଅ ଯଶୋବନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱନାମଧନ୍ୟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପରିବାର ଉଜୁଡ଼ି ଯାଉଛି । କରୋନା ମହାମାରୀ ଗୋଟିଏ ପରେ ଗୋଟିଏ ପ୍ରାଣ ନେଇଗଲାଣି । ୧୨ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ପୁରୁଷଙ୍କ…

ଏବେ ହ୍ୱାଟ୍ସଆପ୍‌ରେ ଜାଣନ୍ତୁ ଆପଣଙ୍କ ଅଂଚଳରେ ଭ୍ୟାକ୍ସିନ ଅଛି କି ନାହିଁ, ସରକାର ଜାରି କଲେ ନମ୍ବର

ନୂଆଦିଲ୍ଲୀ ୨୦ ।୦୫: କରୋନାର ଦ୍ୱିତୀୟ ଲହରର ପ୍ରକୋପ ମଧ୍ୟରେ ଅଧିକରୁ ଅଧିକ ଟିକାକରଣ ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି । ଲୋକଙ୍କ ପର୍ଯ୍ୟନ୍ତ ସହଜରେ କେମିତି ଭ୍ୟାକ୍ସିନ ପହଂଚି ଏଥିପାଇଁ ସରକାର ବିଭିନ୍ନ ଉପାୟ…

କିଲୋ ପିଛା ଦେଢ ଲକ୍ଷ ଟଙ୍କା: ଗୁଜରାଟ ବୈଜ୍ଞାନିକ ଉତ୍ପାଦନ କଲେ ବିଶ୍ୱର ଦାମୀ ଛତୁ

ରାଜକୋଟ୍ ୨୦ ।୦୫: ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଛତୁ ଅନେକ ଦୁଃରାଗ୍ୟ ରୋଗର ନିରାକରଣ ମଧ୍ୟ  କରିଥାଏ । ବିଶେଷ କରି ଏହି ଧରଣର ଛତୁର ଚାହିଦା ଚୀନ, ଜାପାନ, ଇଟାଲୀ ଓ ତାଇୱାନରେ ଦେଖିବାକୁ ମିଳିଥାଏ । ଏହି ଛତୁର ଦାମ…

କୋଭିଡ୍ ରୋଗୀଙ୍କ ପାଇଁ ୫୦୦ ଅକ୍ସିଜେନ୍ କନସେନଟ୍ରେଟର୍ ର ସୁବିଧା କଲେ ସଲମାନ

ନୂଆଦିଲ୍ଲୀ : ଭାରତ ବର୍ତ୍ତମାନ କୋଭିଡ୍ ମହାମାରୀ ସଙ୍କଟ ଦେଇ ଗତି କରୁଛି । କୋଭିଡର ଦ୍ୱିତୀୟ ଲହର ସାଂଘାତିକ ରୂପ ନେଉଥିବା ବେଳେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଏବଂ ବେଡ୍ ର ଅଭାବ ଦେଖା ଦେଇଛି । ଯେଉଁଥିପାଇଁ…

ସାଇକେଲରେ ବୁଲୁଥିଲେ ଜିଲ୍ଲାପାଳ, ଅଟକାଇଲେ କନଷ୍ଟେବଳ, ତାପରେ…

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସାରା ଦେଶରେ ନାନା କଟକଣା କଡ଼ାକଡ଼ି ଭାବେ ଲାଗୁ ହୋଇଛି । ଏପରିକି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଲକଡାଉନ୍, ଶଟଡାଉନ୍, କର୍ଫ୍ୟୁ ଆଦି ଲାଗୁ କରିଛନ୍ତି । ନିହାତି ଜରୁରି ନଥିଲେ କେହି…