fbpx
Browsing Category

Featured

୩ ଲକ୍ଷରୁ ଖସିଲା ଦୈନିକ ସଂକ୍ରମଣ: ଆଜି ୪୧୦୬ ମୃତ, ୨.୮୧ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୧୭ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୦୬ ଜଣଙ୍କ…

ସମର୍ଥକଙ୍କ ଚାଲାଣ କାଟିବାରୁ ପୋଲିସକୁ ଧମକାଇଲେ ବିଧାୟକ, କାନମୁଣ୍ଡା ଆଉଁସି ନିଜେ ଦେଲେ ଜରିମାନା

କାନପୁର, ୧୭ା୫: ନିଜ ସମର୍ଥକଙ୍କ ସପକ୍ଷରେ ପୋଲିସ ସହ ଯୁକ୍ତି କରିବା ସମାଜବାଦୀ ପାର୍ଟିର ଜଣେ ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ନିଜ ସମର୍ଥକଙ୍କ ଚାଲାଣ କଟାଯିବା ପରେ ବିଧାୟକ ଇରଫାନ ସୋଲଙ୍କି ଥାନାକୁ ଯାଇ ହଙ୍ଗାମା…

କରୋନାରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଆଉ ନାହାନ୍ତି । ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର…

ରାଜ୍ୟରେ ବଢ଼ିଲା କରୋନା ମୃତ୍ୟୁ: ଆଜି ୨୨ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ଫିକା ପଡ଼ିଛି ଲକଡାଉନ୍ ଓ ସଟଡାଉନ୍: ଆଜି ରାଜ୍ୟରେ ୧୦, ୭୫୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୧୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରର ତାଣ୍ଡବ ଜାରି ରହିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଲକଡାଉନ, ସଟଡାଉନ୍,…

ଆରମ୍ଭ ହେଲା ‘ତଉକ୍ତେ’ ତାଣ୍ଡବ: ୮ ଜଣଙ୍କ ମୃତ୍ୟୁ, ବଢ଼ିଲା କ୍ଷୟକ୍ଷତି

ନୂଆଦିଲ୍ଲୀ, ୧୭ା୫: ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଆରମ୍ଭ କରିଦେଇଛି ତା’ର ତାଣ୍ଡବ ଲୀଳା । ଏହି ଭୟଙ୍କର ତୋଫାନର ପ୍ରଭାବରେ ୮ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନେକ ଅଞ୍ଚଳ ବିଧ୍ୱସ୍ତ ହୋଇପଡ଼ିଛି । ଏହାର ପ୍ରଭାବରେ…

କରୋନା ରୋଗୀଙ୍କ ଠାରେ ଏହି ଲକ୍ଷଣ ଦେଖା ଦେଲେ ମେଡିକାଲ ନଯାଇ ଘରେ ରୁହନ୍ତୁ: ଏମ୍ସ ବିଶେଷଜ୍ଞ

ଭାରତରେ କରୋନା ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ବିଭିନ୍ନ ହସ୍ପିଟାଲରେ ଆଇସିୟୁ ବେଡ, ଅକ୍ସିଜେନ, ଔଷଧ ଆଦିର ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । ତେବେ କରୋନାର କିଛି ଲକ୍ଷଣ ଦେଖାଦେଉଥିଲେ,…

ଏହି ଦେଶରେ ଦୁଇଜଣ ଯୁବତୀଙ୍କୁ ବିବାହ କରିବା ବାଧ୍ୟତାମୂଳକ, ନଚେତ୍ ଭୋଗିବେ ଜେଲଦଣ୍ଡ

ବିବାହକୁ ନେଇ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ପରମ୍ପରା ରହିଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଜଣେ ପୁରୁଷ ଦୁଇଜଣ ମହିଳାଙ୍କୁ ବିବାହ କରିବା ବାଧ୍ୟତାମୂଳକ । ପ୍ରାୟ ଦେଶରେ…

ଥମିନାହିଁ ‘ତଉକ୍ତେ’ର ଆଶଙ୍କା: ଏବେ ରାଜ୍ୟରେ ଭୂକମ୍ପ ଝଟକା

ଗାନ୍ଧିନଗର, ୧୭ା୫: ସାମୁଦ୍ରିକ ଝଡ଼ ‘ତଉକ୍ତେ’କୁ ନେଇ ଗୁଜରାଟ ସମେତ ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ପୁଣି ଏକ ବିପତ୍ତି ଆସିଛି । ଗୁଜରାଟର ଅମେରଲି ରାଜୁଳା ନିକଟରେ ଆଜି ସକାଳୁ ଭୂକମ୍ପ ଅନୁଭୂତ…

ଗୁଜରାଟ ମୁହାଁ ମାଡିଚାଲିଛି ବାତ୍ୟା ‘ତଉକ୍ତେ’, ଅତିକ୍ରମ କରିପାରେ ସୌରାଷ୍ଟ୍ର ଉପକୂଳ

ଗାନ୍ଧୀନଗର, ୧୭ ।୫: ଆରବ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ତାଉକ୍ତେ' ଗୋଆ, କେରଳ, ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟରେ ଉଗ୍ରରୁପ ଧାରଣ କରିଛି । ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ…