fbpx
Browsing Category

Featured

ଉତ୍ସବ ପାଳନ କାଳ ହେଲା: ଦଳାଚକଟାରେ ୩୮ ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ

ଜେରୁଜେଲମ, ୩୦ା୪: ସମଗ୍ର ବିଶ୍ୱରେ କରୋନାରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଇସ୍ରାଏଲରେ ଦଳାଚକଟାରେ ବହୁଲୋକଙ୍କ ମୃତ୍ୟୁବରଣ କରିଛନ୍ତି । ଏକ ଉତ୍ସବ ପାଳନ ସମୟରେ ୩୮ ଜଣଙ୍କ ମୃତ୍ୟୁ ଘଟିବା ସହ ୧୦୦ରୁ…

କୋଭିଡ୍ ସମୟରେ ଦଲାଲ୍ ସକ୍ରିୟ: ଗୋଟିଏ ଶବ ପାଇଁ ୧୫ ହଜାର

ଉଦୟପୁର, ୩୦ା୪: ରାଜସ୍ଥାନରେ ଗୋଟିଏ ପଟେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବା ବେଳେ ଏହି ସମୟରେ ଏକ ଗୁରୁତର ଅଭିଯୋଗ ସାମନାକୁ ଆସିଛି । ଉଦୟପୁର ଅଞ୍ଚଳରେ କୋଭିଡ ମୃତକଙ୍କୁ ନେଇ ଦଲାଲଗିରି ଚାଲିଥିବା ଅଭିଯୋଗ ହୋଇଛି ।…

ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଲୀ, ୩୦ା୪: ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ତେବେ ସେ କରୋନାରେ ଆକ୍ରାନ୍ତ…

ଦେଶର ଅବସ୍ଥା ଶୋଚନୀୟ: ଆଜି ୩୪୯୮ ମୃତ, ୩.୮୬ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୩୦ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୯୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୩ ହଜାର ୩୩୦କୁ…

କୋଭିଡ୍ ନିୟମ ଉଲ୍ଲଂଘନ: ୩ ଦିନ ପାଇଁ ବନ୍ଦ ହେଲା ଇନ୍ଦ୍ରଧନୁ ମାର୍କେଟ୍

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): କରୋନାର ସଂକ୍ରମଣ ରାଜଧାନୀ ଭୁବନେଶ୍ୱରର କୋଣ ଅନୁକୋଣରେ ପ୍ରବେଶ କରିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଭିଏସଏସ ନଗର, ମାର୍କେଟ୍ ବିଲଡିଂକୁ ବନ୍ଦ କରାଯାଇଥିଲା…

ପତ୍ନୀ ଓ ୧୩ ମାସର ଶିଶୁର ଗଳାକାଟି ହତ୍ୟା, ନିଜେ ଲଗାଇଲେ ଫାଶୀ

ଜୟପୁର, ୩୦ା୪: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ପତ୍ନୀ ଓ ୧୩ ମାସର ଶିଶୁଙ୍କୁ ଗଳା କାଟି ହତ୍ୟା କରିବା ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଶିକ୍ଷକ । ଖବର ପାଇ ପୋଲିସ…

ଆପଣଙ୍କ ସହରର ବି ହୋଇପାରେ କଣ୍ଟେନମେଣ୍ଟ ଜୋନ୍ ! ଜାଣନ୍ତୁ କେନ୍ଦ୍ରର ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ,୩୦ ।୪: ପ୍ରଶାସନର ଅନେକ ପଦକ୍ଷେପ ପରେ ବି କରୋନା ସଂକ୍ରମଣ ହୁ ହୁ ହୋଇ ମାଡିଚାଲିଛି । ଏହାରି ମଧ୍ୟରେ କଣ୍ଟେନମେଣ୍ଟ ଜୋନ୍ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।…

ରାଜ୍ୟବାସୀଙ୍କୁ ଚେତାବନୀ: ନିୟମ ନ ମାନିଲେ ଲକଡାଉନ୍

ଭୁବନେଶ୍ୱର, ୩୦ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଭୟଙ୍କର ଭାବେ କାୟା ମେଲାଇ ଚାଲିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ଅନେକ ଲୋକ ନିୟମ ମାନୁ ନାହାନ୍ତି । ଯଦି…

ଓଡ଼ିଶାରେ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା : କାଲି ୧୨ ତ ଆଜି ୧୪ ଜୀବନ ନେଲା କରୋନା

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତକାଲି ରାଜ୍ୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ୧୪ ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ…

ପୁଣି ଓଡିଶାରେ ୮ ହଜାର ଟପିଲା ସଂକ୍ରମଣ: ଆଜି ୮୬୮୧ ପଜିଟିଭ୍‌, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୩୦ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ବି ଓଡିଶାରେ ସଂକ୍ରମଣ ସଂଖ୍ୟା ୮ ହଜାର ଟପିଛି । ରାଜ୍ୟରେ ଆଜି ୮,୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…